"ଉତ୍କଳ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
[[ଫାଇଲ:Odisha State map.svg|thumb|300px|right|ନବଗଠିତ ଆଧୁନିକ [[ଓଡ଼ିଶା]]ର ମାନଚିତ୍ର]]
'''ଓଡ଼ିଶା ଦିବସ''' ବା '''ଉତ୍କଳ ଦିବସ''' ପହିଲା ଏପ୍ରିଲଅପ୍ରେଲ ଦିନ ସମଗ୍ର [[ଓଡ଼ିଶା]]ରେ ପାଳନ କରାଯାଏ । ଏପ୍ରିଲଅପ୍ରେଲ ପହିଲା ୧୯୩୬ରେ [[ଓଡ଼ିଶା]] ରାଜ୍ୟ ଗଠନ ହେବା ଦିନରେ ଏହା ପାଳନ କରାଯାଏ ।
 
୧୫୬୮ରେ ଶେଷ ହିନ୍ଦୁ ରଜା ମୁକୁନ୍ଦ ଦେବଙ୍କ ଦେହଛାଡିବା ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ [[ଓଡ଼ିଶା]]କୁ ଏକ ଅଲଗା ରାଜ୍ୟ <ref>[http://orissagov.nic.in/e-magazine/Orissareview/2008/april-2008/engpdf/17-19.pdf ଓଡ଼ିଶା ରିଭିଉ ଇ-ବହି ଏପ୍ରିଲ ୨୦୦୮]</ref> କରିବା ପାଇଁ [[ମଧୁସୂଦନ ଦାସ|ଉତ୍କଳ ଗୌରବ ମଧୁସୂଦନ ଦାସ]], [[ଫକିର ମୋହନ ସେନାପତି|ବ୍ୟାସକବି ଫକିର ମୋହନ ସେନାପତି]], [[ଗୋପବନ୍ଧୁ ଦାସ|ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ]], [[ନୀଳକଣ୍ଠ ଦାସ|ପଣ୍ଡିତ ନୀଳକଣ୍ଠ ଦାସ]], [[ଗଙ୍ଗାଧର ମେହେର]], [[ରାଧାନାଥ ରାଏ|କବିବର ରାଧାନାଥ ରାଏ]], ବାମଣ୍ଡାର ରଜା ସୁଢଳ ଦେବ ଓ [[ମୟୁରଭଞ୍ଜପାରଳାଖେମୁଣ୍ଡି]]ର ରଜା[[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ|ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କଗଜପତି]]ଙ୍କ ଚେଷ୍ଟାରେ [[ଓଡ଼ିଶା]]କୁ ଏକ ଅଲଗା ରାଜ୍ୟ କରିବା ପାଇଁ ଆନ୍ଦୋଳନ ତେଜିଥିଲା । ପହିଲା [[ଓଡ଼ିଶା]] ରାଜ୍ୟ ଛଅଟି ଜିଲ୍ଲା- [[କଟକ ଜିଲା|କଟକ]], [[ପୁରୀ ଜିଲା|ପୁରୀ]], [[ବାଲେଶ୍ଵର ଜିଲା|ବାଲେଶ୍ଵର]], [[ସମ୍ବଲପୁର ଜିଲା|ସମ୍ବଲପୁର]], [[କୋରାପୁଟ ଜିଲା|କୋରାପୁଟ]] ଓ [[ଗଞ୍ଜାମ ଜିଲା|ଗଞ୍ଜାମ]]କୁ ନେଇ ତିଆରି କରାଯାଇଥିଲା । ସାର ଅସ୍ଟିନ ହବାକ [[ଓଡ଼ିଶା]]ର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । <ref>[http://orissagov.nic.in/e-magazine/Orissareview/2008/april-2008/engpdf/17-19.pdf ଓଡ଼ିଶା ରିଭିଉ ଇ-ବହି ଏପ୍ରିଲ ୨୦୦୮]</ref>, <ref>[http://orissagov.nic.in/e-magazine/Orissareview/April2006/engpdf/formation_of_orissa_as_separate.pdf ଓଡ଼ିଶା ରିଭିଉ ଏପ୍ରିଲ ୨୦୦୬] ଅଲଗା ଓଡ଼ିଶା ରାଜ୍ୟ ଗଠନ- ପରେଶ୍ଵର ସାହୁ</ref><ref>[http://timesofindia.indiatimes.com/india/Orissas-new-name-is-Odisha/articleshow/7780712.cms ଟାଇମସ ଅଫ ଇଣ୍ଡିଆ, ଓଡ଼ିଶାର ନାଆଁ ବଦଳ]</ref> ଏବେ [[ଓଡ଼ିଶା]]ରେ [[ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା|୩୦ଟି ଜିଲ୍ଲା]] ଅଛି ।
 
== ଆଧାର ==
{{reflistଆଧାର}}
 
{{ଓଡ଼ିଶା}}
{{ଓଡ଼ିଶା ପ୍ରସଙ୍ଗ}}
 
[[ବିଭାଗଶ୍ରେଣୀ:ଓଡ଼ିଶା]]
[[ବିଭାଗଶ୍ରେଣୀ:ଓଡ଼ିଶା ଇତିହାସ]]
[[ବିଭାଗଶ୍ରେଣୀ:ପାଳିତ ଦିବସ]]
[[ଶ୍ରେଣୀ:ଅପ୍ରେଲ ମାସର ପାଳିତ ଦିବସ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[en:Orissa Day]]