"ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୪ କ ଧାଡ଼ି:
| alt =
| caption =
| birth_date = {{Birth date|1870|12|17|df=yes}}
| birth_place =
| death_date = {{Death date and age|1912|02|22|1870|12|17}}
| death_place =
| nationality = [[{{flag|ଭାରତୀୟ]]}}
| ethnicity = [[ଓଡ଼ିଆ]]
| home town = [[ପାରଳାଖେମୁଣ୍ଡି]], [[ଗଜପତି ଜିଲ୍ଲା|ଗଜପତି]]
୧୮ କ ଧାଡ଼ି:
}}
 
'''ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ''' (ଜନ୍ମ ୧୭ ଡିସେମ୍ବର ୧୮୭୦) [[ଓଡ଼ିଶା]]ର [[ମୟୂରଭଞ୍ଜ ଜିଲା|ମୟୂରଭଞ୍ଜ ଜିଲ୍ଲା]]ର [[ବାରିପଦା]] ଠାରେ ଜନ୍ମିତ ଜଣେ ସୁଶାସକ ଓ ଭାଷା ଆନ୍ଦୋଳନର ପୁରୋଧା ଥିଲେ ।
 
==ଜୀବନ କାଳ==
ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ୧୭ ଡିସେମ୍ବର ୧୮୭୦ରେ [[ଓଡ଼ିଶା]] [[ମୟୂରଭଞ୍ଜ ଜିଲା|ମୟୂରଭଞ୍ଜ ଜିଲ୍ଲା]]ରେ ଏକ ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ୧୫ ଅଗଷ୍ଟ ୧୮୯୨ରେ ସେ ରାଜ ସିଂହାସନାଧୀନ ହୋଇଥିଲେ । ସେକାଳର ମୟୂରଭଞ୍ଜ ରାଜ୍ୟର ସର୍ବାଙ୍ଗ ଉନ୍ନତି ଓ ଜନସାଧାରଣଙ୍କ ପ୍ରଗତି ନିମନ୍ତେ ସେ ଅନେକ କାମ କରିଯାଇଛନ୍ତି । [[ଗୋପବନ୍ଧୁ ଦାସ|ଉତ୍କଳମଣି ପଣ୍ଡିତଗୋପବନ୍ଧୁ ଦାସ]] ଏହାଙ୍କ ବନ୍ଧୁ ଓ ସହୋଦର ହୋଇଥିବାରୁ ଦୁହେଁ [[ଓଡ଼ିଶା]]ର ଉନ୍ନତି କଳ୍ପେ ଅନେକ ଜଣ ହିତକର କାମରେ ହାତ ଦେଇଥିଲେ । [[ଓଡ଼ିଆ ଭାଷା]], ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଓ ପ୍ରଶାସନିକ କ୍ଷେତ୍ରରେ ଶ୍ରୀରାମ ଚନ୍ଦ୍ର ବହୁ ଉନ୍ନତି ସାଧନ କରିଯାଇଛନ୍ତି । ତାଙ୍କ ଦେଇ ଓ ନାମରେ [[କଟକ]] ଠାରେ [[ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ|ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟ]] ଗଠିତ ହୋଇଥିଲା । ସେ ନିଜ [[ରୁପସା]] ଠାରୁ [[ବାରିପଦା]] ଯାଏଁ ଏକ ନାରୋଗେଜ ରେଳପଥର ବିକାଶ କରାଇଥିଲେ । [[ହଳଦିଆ (ମୟୂରଭଞ୍ଜ)| ହଳଦିଆ]] ଓ [[ହଳଡିହ (ମୟୂରଭଞ୍ଜ)| ହଳଡିହ]]ଠାରେ ସେ ରାଜକୋଷ ପାଣ୍ଠିରୁ ୬ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ଜଳ ସଂରକ୍ଷଣ ବନ୍ଧ (Water reservoir) ତିଆରି କରିଥିଲେ । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ବହୁ ଅବଦାନ ରହିଅଛି । ନିଜ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ୪୪ରୁ ବଢ଼ାଇ ୪୦୦ କରିଥିଲେ । [[ଓଡ଼ିଆ ଭାଷା ଆନ୍ଦୋଳନ]]ରେ ସେ ଜଣେ ମୁଖ୍ୟ ପୁରୋଧା ଥିଲେ । [[ମଧୁସୂଦନ ଦାସ| ଉତ୍କଳ ଗୌରବ ମଧୁସୂଦନ ଦାସ]]ଙ୍କ ବଳିଷ୍ଠ ନେତୃତ୍ଵରେ ସଂଗଠିତ ଏହି ଆନ୍ଦୋଳନରେ ଯୋଗଦାନ କରି ଭାଷା ଭିତ୍ତିରେ [[ଓଡ଼ିଶା|ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ]] ଗଠନରେ ସେ ସଚଳ ଯୋଗଦାନ କରିଥିଲେ । ୧୯୦୩ରେ ଶ୍ରୀ ରାମ ଚନ୍ଦ୍ର [[ଉତ୍କଳ ସମ୍ମିଳନୀ]]ର ପ୍ରଥମ ଅଧିବେଶନରେ ସଭାପତି ଭାବରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀର କଠୋର ପରିଶ୍ରମ ବଳରେ [[ଓଡ଼ିଶା ଦିବସ|୧୯୩୬ ଏପ୍ରିଲ ପହିଲା]]ରେ [[ଓଡ଼ିଶା|ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ]] ଗଠିତ ହୋଇଥିଲା ।
 
୧୨ ଫେବ୍ରୁଆରିଫେବୃଆରୀ ୧୯୧୨ରେ ତାଙ୍କର ପରଲୋକ ହୋଇଥିଲା ।
 
==ସଦସ୍ୟତା==
୩୦ କ ଧାଡ଼ି:
 
==ଆଧାର==
{{Reflistଆଧାର}}
#''The Makers of Modern Orissa''. '''Orissa Review'''. April 2011. pp. 11-12
 
==ବାହାର ଲିଙ୍କଆଧାର==
 
[[ବିଭାଗଶ୍ରେଣୀ:ମୟୂରଭଞ୍ଜ ଜିଲ୍ଲାର ଲୋକ]]
[[ବିଭାଗଶ୍ରେଣୀ:ଓଡ଼ିଶାର ଲୋକ]]
[[ବିଭାଗଶ୍ରେଣୀ:ଓଡ଼ିଶାର ରାଜା]]
[[ଶ୍ରେଣୀ:୧୮୭୦ ଜନ୍ମ]]
[[ଶ୍ରେଣୀ:୧୯୧୨ ମୃତ୍ୟୁ]]