"କ୍ଷୀରୋଦ ଚନ୍ଦ୍ର ପୋଥାଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୪୦ କ ଧାଡ଼ି:
 
କ୍ଷୀରୋଦ ଚନ୍ଦ୍ର ପୋଥାଳ [[କଟକ ଜିଲ୍ଲା]] ନିଶ୍ଚିନ୍ତକୋଇଲି ବ୍ଳକର ଗୋପପୁର ଗ୍ରାମରେ ୧୯୩୯ ମସିହା ଜୁନ ୩୦ ତାରିଖ [[ଆଷାଢ଼]] ଶୁକ୍ଳ [[ଚତୁର୍ଦ୍ଦଶୀ]] ଦିନ ଏକ ସ୍ଵର୍ଣ୍ଣକାର ପରିବାରରେ ଜନ୍ମଗ୍ରହଣ କରିଥିଲେ ୤ ଜନ୍ମ ହେବାର ଦୁଇମାସ ପରେ ମା ଜହ୍ନ ଦେଇ ଓ ଚାରିବର୍ଷ ପରେ ବାପା ଯଦୁମଣୀଙ୍କୁ ହରାଇଥିଲେ ୤<ref>[http://www.orissaspider.com/resources/3632-Famus-Odia-Poet-Khirod-Chandra-Pothal.aspx orissaspider.com: Famus Odia Poet Khirod Chandra Pothal]</ref>
କ୍ଷୀରୋଦ ଚନ୍ଦ୍ରଙ୍କର କବିତା ଗୁଡ଼ିକ ଦୈନିକ ସମ୍ବାଦପତ୍ର ମାତୃଭୂମିର କିଶୋର ଫଉଜ, [[ପ୍ରଜାତନ୍ତ୍ର]]ର ମୀନାବଜାର, [[ସମାଜ (ଖବରକାଗଜ)|ସମାଜ]] ର ଶିଶୁରାଇଜରେ ପ୍ରକାଶିତ ହୋଇ ଶିଶୁ ପାଠକ ମହଲରେ ଆଦୃତ ହୋଇଥିଲା ୤ ତାଙ୍କ ରଚିତ କବିତା ଟୁଆଁଟୁଇଁ, [[ମୀନା ବଜାର (ପତ୍ରିକା)|ମୀନାବଜାର]], [[ସଂସାର (ପତ୍ରିକା)|ସଂସାର]] ଓ ମନପବନ ପ୍ରଭୃତି [[ଓଡ଼ିଶା]]ର ବହୁ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା ୤
ଆକାଶବାଣୀର ଜଣେ ସ୍ଵିକୃତିପ୍ରାପ୍ତ ଗୀତିକାର, ଭଜନ ସମ୍ରାଟ [[ଭିକାରି ବଳ]] ଗାଇଥିବା ଭଜନ 'କୋଠଭୋଗ ଖିଆ ମୋ ଚକା ଆଖିଆ ଉଠହେ ପହୁଡ଼ ଭାଙ୍ଗି' ସେ ରଚନା କରିଥିଲେ ୤<ref>[http://orissadiary.com/CurrentNews.asp?id=31432 orissadiary.com: Noted Writer of "Kotha Bhiga Khia...." Khirod Ch Pothal is no more]</ref>
୧୫ ଜାନୁଆରୀ ୨୦୧୨, ରବିବାର, ପବିତ୍ର [[ମକର ସଂକ୍ରାନ୍ତି]] ତିଥିରେ କଟକ ବଡ଼ଡାକ୍ତରଖାନାରେ ସେ ଦେହତ୍ୟାଗ କରିଥିଲେ ୤
 
==ସାହିତ୍ୟ ସର୍ଜନା==
* Gaon Maati Mora Hasere