"କ୍ଷୀରୋଦ ଚନ୍ଦ୍ର ପୋଥାଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସାହିତ୍ୟ ସର୍ଜନା
୧ କ ଧାଡ଼ି:
{{ତିଆରି ଚାଲିଛି}}
{{Infobox writer <!-- For more information see [[:Template:Infobox Writer/doc]]. -->
| name = କ୍ଷୀରୋଦ ଚନ୍ଦ୍ର ପୋଥାଳ
| image =
| imagesize =
| alt =
| caption =
| pseudonym =
| birth_name =
| birth_date = {{Birth date|1939|06|30|df=yes}}
| birth_place = ଗୋପପୁର, ନିଶ୍ଚିନ୍ତକୋଇଲି, [[କଟକ ଜିଲ୍ଲା]]
| death_date = ୧୫ ଜାନୁଆରୀ ୨୦୧୨
| death_place = [[କଟକ]]
| resting_place =
| occupation = ଶିଶୁ ସାହିତ୍ୟିକ, ଗୀତିକାର
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| nationality = {{flag|ଭାରତୀୟ}}
| ethnicity = <!--[[Image:Seal of Orissa.gif|25px]]-->[[ଓଡ଼ିଆ ଲୋକ|ଓଡ଼ିଆ]]
| citizenship = {{flag|ଭାରତୀୟ}}
| education =
| alma_mater =
| period =
| genre =
| subject =
| movement =
| notableworks = ମନ ହୁଏ ମୋର ହେବାକୁ ମୀନା</br> ଗାଁ ମାଟି ମୋର ହସେରେ
| spouse =
| partner =
| children =
| relatives =
| influences =
| influenced =
| awards = ଓଡିଶା ସାହିତ୍ୟ ଏକାଡେମୀ</br>
| signature =
| signature_alt =
| website =
| portaldisp =
}}
 
 
କ୍ଷୀରୋଦ ଚନ୍ଦ୍ର ପୋଥାଳ [[କଟକ ଜିଲ୍ଲା]] ନିଶ୍ଚିନ୍ତକୋଇଲି ବ୍ଳକର ଗୋପପୁର ଗ୍ରାମରେ ୧୯୩୯ ମସିହା ଜୁନ ୩୦ ତାରିଖ ଆଷାଢ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଏକ ସ୍ଵର୍ଣ୍ଣକାର ପରିବାରରେ ଜନ୍ମଗ୍ରହଣ କରିଥିଲେ ୤ ଜନ୍ମ ହେବାର ଦୁଇମାସ ପରେ ମା ଜହ୍ନ ଦେଇ ଓ ଚାରିବର୍ଷ ପରେ ବାପା ଯଦୁମଣୀଙ୍କୁ ହରାଇଥିଲେ ୤<ref>[http://www.orissaspider.com/resources/3632-Famus-Odia-Poet-Khirod-Chandra-Pothal.aspx orissaspider.com: Famus Odia Poet Khirod Chandra Pothal]</ref>
କ୍ଷୀରୋଦ ଚନ୍ଦ୍ରଙ୍କର କବିତା ଗୁଡ଼ିକ ଦୈନିକ ସମ୍ବାଦପତ୍ର ମାତୃଭୂମିର କିଶୋର ଫଉଜ, ପ୍ରଜାତନ୍ତ୍ରର ମୀନାବଜାର, ସମାଜ ର ଶିଶୁରାଇଜରେ ପ୍ରକାଶିତ ହୋଇ ଶିଶୁ ପାଠକ ମହଲରେ ଆଦୃତ ହୋଇଥିଲା ୤ ତାଙ୍କ ରଚିତ କବିତା ଟୁଆଁଟୁଇଁ, ମୀନାବଜାର, ସଂସାର ଓ ମନପବନ ପ୍ରଭୃତି [[ଓଡ଼ିଶା]]ର ବହୁ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା ୤
ଆକାଶବାଣୀର ଜଣେ ସ୍ଵିକୃତିପ୍ରାପ୍ତ ଗୀତିକାର, ଭଜନ ସମ୍ରାଟ ଭିକାରୀ ବଳ ଗାଇଥିବା ଭଜନ କୋଠଭୋଗ ଖିଆ ମୋ ଚକା ଆଖିଆ ଉଠହେ ପହୁଡ଼ ଭାଙ୍ଗି ସେ ରଚନା କରିଥିଲେ ୤
୧୫ ଜାନୁଆରୀ ୨୦୧୧୨୦୧୨, ରବିବାର, ପବିତ୍ର [[ମକର ସଂକ୍ରାନ୍ତି]] ତିଥିରେ କଟକ ବଡ଼ଡାକ୍ତରଖାନାରେ ସେ ଦେହତ୍ୟାଗ କରିଥିଲେ ୤
==ସାହିତ୍ୟ ସର୍ଜନା==
 
* Gaon Maati Mora Hasere
* Akal Makal Takal Tiyan
* Hasapasara
* Hasa Raijare Muna
* Shishu Sathee
* Sabas Nanee
* Gapa Golap
* Mo Katha Mo Kabita
* Mana Hue Mora Hebaku Meena etc.
==ପୁରସ୍କାର ଓ ସମ୍ମାନ==
*୨୦୦୭: ସାହିତ୍ୟଶ୍ରୀ (ବୈକୁଣ୍ଠନାଥ ସ୍ମୃତି ସଂସଦ)