"କ୍ଷୀରୋଦ ଚନ୍ଦ୍ର ପୋଥାଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂତନ: କ୍ଷୀରୋଦ ଚନ୍ଦ୍ର ପୋଥାଳ
 
ଟିକେ ଆଧାର
୧ କ ଧାଡ଼ି:
{{ତିଆରି ଚାଲିଛି}}
 
କ୍ଷୀରୋଦ ଚନ୍ଦ୍ର ପୋଥାଳ [[କଟକ ଜିଲ୍ଲା]] ନିଶ୍ଚିନ୍ତକୋଇଲି ବ୍ଳକର ଗୋପପୁର ଗ୍ରାମରେ ୧୯୩୯ ମସିହା ଜୁନ ୩୦ ତାରିଖ ଆଷାଢ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଏକଅଏକ ସ୍ଵର୍ଣ୍ଣକାର ପରିବାରରେ ଜନ୍ମଗ୍ରହଣ କରିଥିଲେ ୤ ଜନ୍ମ ହେବାର ଦୁଇମାସ ପରେ ମା ଜହ୍ନ ଦେଇ ଓ ଚାରିବର୍ଷ ପରେ ବାପା ଯଦୁମଣୀଙ୍କୁ ହରାଇଥିଲେ ୤<ref>[http://www.orissaspider.com/resources/3632-Famus-Odia-Poet-Khirod-Chandra-Pothal.aspx orissaspider.com: Famus Odia Poet Khirod Chandra Pothal]</ref>
କ୍ଷୀରୋଦ ଚନ୍ଦ୍ରଙ୍କର କବିତା ଗୁଡ଼ିକ ଦୈନିକ ସମ୍ବାଦପତ୍ର ମାତୃଭୂମିର କିଶୋର ଫଉଜ, ପ୍ରଜାତନ୍ତ୍ରର ମୀନାବଜାର, ସମାଜ ର ଶିଶୁରାଇଜରେ ପ୍ରକାଶିତ ହୋଇ ଶିଶୁ ପାଠକ ମହଲରେ ଆଦୃତ ହୋଇଥିଲା ୤ ତାଙ୍କ ରଚିତ କବିତା ଟୁଆଁଟୁଇଁ, ମୀନାବଜାର, ସଂସାର ଓ ମନପବନ ପ୍ରଭୃତି [[ଓଡ଼ିଶା]]ର ବହୁ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା ୤
ଆକାଶବାଣୀର ଜଣେ ସ୍ଵିକୃତିପ୍ରାପ୍ତ ଗୀତିକାର, ଭଜନ ସମ୍ରାଟ ଭିକାରୀ ବଳ ଗାଇଥିବା ଭଜନ କୋଠଭୋଗ ଖିଆ ମୋ ଚକା ଆଖିଆ ଉଠହେ ପହୁଡ଼ ଭାଙ୍ଗି ସେ ରଚନା କରିଥିଲେ ୤
୧୫ ଜାନୁଆରୀ ୨୦୧୧, ରବିବାର, ପବିତ୍ର [[ମକର ସଂକ୍ରାନ୍ତି]] ତିଥିରେ କଟକ ବଡ଼ଡାକ୍ତରଖାନାରେ ସେ ଦେହତ୍ୟାଗ କରିଥିଲେ ୤
 
==ପୁରସ୍କାର ଓ ସମ୍ମାନ==
୧୮ କ ଧାଡ଼ି:
*୧୯୭୩: ରାଜ୍ୟ ଶିକ୍ଷା ସମ୍ମାନ (ରାଜ୍ୟ ଗଣଶିକ୍ଷା ବିଭାଗ (ବହି: ଗାଁ ମାଟି ମୋର ହସେରେ))
 
==ଆଧାର==
{{ଆଧାର}}
 
{{ଓଡ଼ିଆ ସାହିତ୍ୟ}}
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[ଶ୍ରେଣୀ:୧୯୩୯ ଜନ୍ମ]]
[[ଶ୍ରେଣୀ:୨୦୧୨ ମୃତ୍ୟୁ]]