"ବନ୍ଦେ ମାତରମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.1) (Robot: Adding th:วันเด มะตะรัม
ଟିକେNo edit summary
୧ କ ଧାଡ଼ି:
[[ଫାଇଲ:ବନ୍ଦେ ମାତରମ.ogg|thumb|ବନ୍ଦେ ମାତରମ]]
 
'''<big>ବନ୍ଦେ ମାତରମ</big>''' ଏକ ରାଷ୍ଟ୍ର ଭକ୍ତି କବିତା ଯାହା [[ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ]]ଙ୍କ ଦ୍ଵାରା ୧୮୮୨ ମସିହାରେ [[ଆନନ୍ଦ ମଠ]] ଉପନ୍ୟାସରେ ଲେଖାଯାଇଥିଲା । <ref name=Lipner>{{cite book|last=Julius|first=Lipner|title=Anandamath|year=2005|publisher=OUP|location=Oxford, UK|isbn=9780195178586|pages=27-59}}</ref> ଏହା [[ସଂସ୍କୃତ]] ଓ [[ବଙ୍ଗଳା ଭାଷା|ବଙ୍ଗଳା]] ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । <ref name="mustard">Suresh Chandvankar, [http://www.mustrad.org.uk/articles/mataram.htm Vande Mataram] (2003) at ''Musical Traditions'' (mustrad.org.uk)</ref> ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା [[ଦୁର୍ଗା]]ଙ୍କୁ [[ଭାରତ]] ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଏହି କବିତାର ଭୂମିକା ଅନେକ । ଏହି କବିତାଟିକୁ ପ୍ରଥମ ଥର ପାଇଁ [[ରବିନ୍ଦ୍ରନାଥ ଠାକୁର]] ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ ରେ୧୯୫୦ରେ [[ଭାରତ]] ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ [[ଭାରତ]] ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।
 
==ଇତିହାସ ଓ ଉପଯୋଗୀତା==
୯ କ ଧାଡ଼ି:
===ଭାରତୀୟ ସ୍ଵାଧୀନତା ସଂଗ୍ରାମ===
[[ଫାଇଲ:India1907Flag.png|thumb|220px|[[ଭିକାଜୀ କାମା]]ଙ୍କ ଦେଇ ୧୯୦୭ରେ ତିଆରି ଜାତୀୟ ପତାକା]]
''"ବନ୍ଦେ ମାତରମ"'' [[ଭାରତୀୟ ସ୍ଵାଧୀନତା ଆନ୍ଦୋଳନ|ଭାରତୀୟ ସ୍ଵାଧୀନତା]] କାଳରେ ଫିରିଙ୍ଗି ମାନଙ୍କ ବିରୋଧରେ ଏକ ଗାନ ଥିଲା । ଅନେକ ଧାରଣା, ଅନଶନରେ "ବନ୍ଦେ ମାତରମ" ବୋଲି ସ୍ଳୋଗାନ ଦିଆଯାଉଥିଲା । ଫିରିଙ୍ଗିମାନେ ଭୟଭୀତ ହୋଇ ଏହାକୁ ଅନ୍ୟାୟ ଭାବରେ ଘୋଷଣା କରି ବନ୍ଦେ ମାତରମ ବୋଲୁଥିବା [[ଭାରତୀୟ ସ୍ଵାଧୀନତା ସଂଗ୍ରାମୀ]] <!--[[Freedom_fighters_of_India]]--> ମାନଙ୍କୁ ଜେଲରେ ରେ ଭର୍ତି କରୁଥିଲେ । [[ଲାଲା ଲଜପତ ରାୟ]] [[ଲାହୋର]] ଠାରୁ ଏକ ସନ୍ଦର୍ଭ ଆରମ୍ଭ କରିଥିଲେ ଯାହାର ନାଆଁ ଥିଲା "ବନ୍ଦେ ମାତରମ" ।<!--<ref name="mustard" />--> [[ହୀରାଲାଲ ସେନ]] ୧୯୦୫ରେ ଭାରତର ପ୍ରଥମ ରାଜନୀତିକ ଫିଲ୍ମ ତିଆରି କରିଥିଲେ ଯାହାର ଅନ୍ତରେ "ବନ୍ଦେ ମାତରମ" ଥିଲା ।<ref name="Local">{{cite book
| last = Chakrabarty
| first = Bidyut
୪୪ କ ଧାଡ଼ି:
{{cite wikisource|वन्दे मातरम्|Bankimchandra Chattopadhyay|oldwikisource}}
 
==ଆଧାର==
==ଦ୍ରଷ୍ଟବ୍ୟ==
{{Reflist|2}}
 
୬୬ କ ଧାଡ଼ି:
<!--[[Category:National symbols of India]]-->
 
[[ବିଭାଗଶ୍ରେଣୀ:ଭାରତୀୟ ସଂସ୍କୃତି]]
[[ବିଭାଗଶ୍ରେଣୀ:ଭାରତୀୟ ଜାତୀୟ ଗାନସବୁ]]
[[ବିଭାଗଶ୍ରେଣୀ:ଭାରତର ଜାତୀୟ ଚିହ୍ନସବୁ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[bn:বন্দে মাতরম্‌]]
[[en:Vande Mataram]]