"ହରଗୋବିନ୍ଦ ଖୁରାନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ନୂତନ: ହର ଗୋବିନ୍ଦ ଖୋରାନା
ଟିକେNo edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}
{{Infobox scientist
|name = ହର ଗୋବିନ୍ଦ ଖୋରାନା
|image =
|caption =
|birth_date = {{birth date|1922|1|9}}
|birth_place = [[Raipur]] [[Punjab (British India)|Punjab, British India]]
|death_date = {{Death date and age|mf=yes|2011|11|9|1922|1|9}}
|death_place = [[Concord, Massachusetts]], U.S.
|residence = [[ଭାରତ]]
|field = [[Molecular Biology]]
|work_institution = [[MIT]] (1970 - 2007)
[[University of Wisconsin, Madison]] (1960-70)
[[University of British Columbia]] (1952-60)
[[Cambridge University]] (1950-52)
[[ETH Zurich|Swiss Federal Institute of Technology, Zurich]] (1948-49)
|alma_mater = [[University of Liverpool]] (Ph.D)
[[University of the Punjab]] (BS/MS)
|known_for = First to demonstrate the role of [[Nucleotides]] in [[protein synthesis]]
|prizes = [[Nobel Prize in Medicine]] (1968), [[Gairdner Foundation International Award]], [[Louisa Gross Horwitz Prize]], [[Albert Lasker Award for Basic Medical Research]], [[Padm vibhusan]]
|religion = [[Hinduism]]}}
[[ଭାରତ]] ଜନ୍ମିତ ଆମେରିକୀୟ ଜୈବ ରସାୟନ ବିଜ୍ଞାନୀ ହରଗୋବିନ୍ଦ ଖୋରାନା ଅଖଣ୍ଡ ଭାରତର ପଞ୍ଜାବ ପ୍ରଦେଶର ରାୟପୁରରେ ୧୯୨୨ ଜାନୁଆରୀ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ୤ ବ୍ରିଟିଶ ଶାସନାଧିନ ଭାରତରେ ତାଙ୍କ ପିତା ଥିଲେ ଜଣେ କୃଷି ବିଭାଗ କିରାଣି ୤ ଖୋରାନା ମୁଲତାନର ଡିଏଭି ସ୍କୁଲରୁ ବିଦ୍ୟାଶିକ୍ଷା ସମାପ୍ତ କରିବା ପରେ ଲାହୋର ବିଶ୍ଵବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ ୤ ବୃତ୍ତି ପାଇ ଅଧିକ ଅଧ୍ୟୟନ ନିମନ୍ତେ ଇଂଲଣ୍ଡ ଯାଇ ସେ ଲିଭରପୁଲ ବିଶ୍ଵବିଦ୍ୟାଳୟରୁ ପି.ଏଚ.ଡି ଡିଗ୍ରି ହାସଲ କରି ଭାରତ ଫେରିଥିଲେ ୤ [[ଭାରତ]] ସ୍ଵାଧିନ ହେବାପରେ ୧୯୪୯ରେ ସେ ପୁଣି ଇଂଲଣ୍ଡ ଯାଇ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ସେ ପ୍ରୋଟିନ ଓ ନ୍ୟୁକ୍ଳିକ ଏସିଡ଼ ଉପରେ ଦୁଇଜଣ ବୈଜ୍ଞାନିକ ଡି.ଡବ୍ଲ୍ୟୁ କେନର ଓ ଏ.ଆର. ଟଡ଼ଙ୍କ ସହ ମିଶି ଗବେଷଣା କଲେ ୤ ପରେ ଅନ୍ୟତମ ବୈଜ୍ଞାନିକ ଡ. ଗର୍ଡ଼ନ ଏମ. ଶ୍ରୁମ ତାଙ୍କୁ ଭାଙ୍କୋଭର ନେଇଗଲେ, ସେଠରେ ଖୁରାନା ସ୍ଵତନ୍ତ୍ର ଭାବେ ପ୍ରୋଟିନ ଓ ନ୍ୟୁକ୍ଳିକ ଏସିଡ଼ ଉପରେ ଅଧିକ ଗବେଷଣା ଆରମ୍ଭ କଲେ ୤ ୧୯୬୦ରେ ସେ ୱିସ୍କନସିନ ବିଶ୍ଵବିଦ୍ୟାଳୟ ଯାଇ ସେଠରେ ଥିବା ଇନଷ୍ଟିଚ୍ୟୁଟ ଅଫ ଏଞ୍ଜାଇମ ରିସର୍ଚ୍ଚ ରେ ଗବେଷଣା ଆରମ୍ଭ କଲେ ୤ ଖୋରାନାଙ୍କୁ ୧୯୬୮ମସିହାରେ ଚିକିତ୍ସା କ୍ଷେତ୍ରରେ ଅନ୍ୟ ଦୁଇଜଣ ବୈଜ୍ଞାନିକଙ୍କ ମର୍ଶଲ ଡବ୍ଲ୍ୟୁ ନିରେନବର୍ଗ ଏବଂ ରବର୍ଟ ଡବ୍ଲ୍ୟୁ ହୋଲିଙ୍କ ସହିତ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ୤ ରା. ଏନ୍. ଏ. ରେ ନ୍ୟୁକ୍ଳିଓଟାଇଡ଼ ସିକ୍ଵେନ୍ସର ରହସ୍ୟକୁ ଉଦ୍ଘାଟନ କରିବା ଏବଂ ଜେନେଟିକ କୋଡ଼କୁ ଜାଣିବା ପାଇଁ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ୤ ସେହି ସମୟରେ ସେ ଭିସ୍କୋସିନ ବିଶ୍ଵବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ ୤ ସେ ମା.ଇ.ଟେ.ର ଆଲଫ୍ରେଡ଼ ପି. ସୋଲାନ ପ୍ରଫେସର ଅଫ ବାୟୋଲୋଜି ଆଣ୍ଡ କେମିଷ୍ଟ୍ରିରେ ସେ କିଛି ଦିନ ଅଧ୍ୟାପନା କରିଥିଲେ ୤ ତାଙ୍କୁ ନ୍ୟାସନାଲ ମେଡାଲ ଅଫ ସାଇନ୍ସ ପ୍ରଦାନ କରାଯାଇଥିଲା ୤ ସ୍କ୍ରିପ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୋର୍ଡ ଅଫ ସାଇଣ୍ଟିଫିକ ଗଭର୍ଣ୍ଣରର ସେ ସଦସ୍ୟ ଥିଲେ ୤ ୧୯୫୨ରେ ସେ ଏସଦର ଏଲିଜାବେଥ ସିବ୍ଲରଙ୍କୁ ବିବାହ କରିଥିଲେ ୤ ୧୯୬୬ରେ ସେ ଆମେରିକାର ନାଗରିକତ୍ଵ ଗ୍ରହଣ କରିଥିଲେ ୤ ୯ ନଭେମ୍ବର ୨୦୧୧ରେ ସେ ଦେହତ୍ୟାଗ କରିଥିଲେ ୤
==ଆଧାର==