"ସବ୍ୟସାଚୀ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ କଥାଚିତ୍ର ଅଭିନେତା
Content deleted Content added
ନୂତନ: ସବ୍ୟସାଚୀ ମିଶ୍ର
(କିଛି ବଦଳିନାହିଁ)

୨୦:୫୩, ୪ ଜାନୁଆରୀ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ସବ୍ୟସାଚୀ ମିଶ୍ର ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତା ।

ସବ୍ୟସାଚୀ ମିଶ୍ର
ଜନ୍ମ(1984-10-06)ଅକ୍ଟୋବର ୬, ୧୯୮୪
ଜାତୀୟତା ଭାରତୀୟ
ବୃତ୍ତିକଥାଚିତ୍ର ଅଭିନେତା
ସକ୍ରିୟ ବର୍ଷ୨୦୦୬-ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ କଥାଚିତ୍ର ଅଭିନେତା

ପ୍ରାରମ୍ଭିକ ଜୀବନ

ସବ୍ୟସାଚୀ ଓଡ଼ିଶାର ଭୁବନେଶ୍ଵର ଠାରେ ୧୯୮୪ ମସିହା ଅକ୍ଟୋବର୦୬ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । [୧]

ସିନେମା ଜୀବନ

୨୦୦୭ ମସିହାରେ ତୁ ମୋ ମନର ମୀତ କଥାଚିତ୍ରରୁ ଓଡ଼ିଆ ସିନେମା ଜଗତରେ ପ୍ରବେଶ କରିଥିବା ସବ୍ୟସାଚୀ, ବର୍ତ୍ତମାନ ସୁଦ୍ଧା ୨୧ଟି ଓଡ଼ିଆ କଥାଚିତ୍ର ରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଛାତିରେ ଲେଖିଛି ତୋରି ନାଁ ୨୦୧୧ ସଞ୍ଜୟ ନାୟକ
ଡ୍ରିମ୍ ଗାର୍ଲ ୨୦୦୯ ଅଶୋକ ପତି
ମୁଁ ସପନ ର ସୌଦାଗର ୨୦୦୮ ସଞ୍ଜୟ ନାୟକ
ପାଗଳ ପ୍ରେମୀ ୨୦୦୭ ହର ପଟ୍ଟନାୟକ

ପୁରସ୍କାର

ଆଧାର

ବାହାର ଆଧାର