"ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଆମ ଗାଁ ଆମ ପଞ୍ଚାୟତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
[[ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଓଡ଼ିଶା|<< <big>ଉଇକିପ୍ରକଳ୍ପ ଓଡ଼ିଶା</big>]]
{{shortcut|WP/Odisha/place}}
ଏହି [[ଉଇକିପ୍ରକଳ୍ପ]]ଟି [[ଓଡ଼ିଶା]]ର ନାନାଦି ସ୍ଥାନ; [[ଗାଁ]], [[ସହର]], [[ଗ୍ରାମପଞ୍ଚାୟତ]] ଓ [[ପଞ୍ଚାୟତ ସମିତି]] ଆଦି [[ଓଡ଼ିଆ ଉଇକିପିଡ଼ିଆ]]ରେ ତିଆରି କରିବା ପାଇଁ ତିଆରି କରିବାର ଲକ୍ଷ ନେଇ ଆରମ୍ଭ କରାଯାଇଛି । ଏଥିରେ ଓଡ଼ିଶାର ସ୍ଥାନମାନଙ୍କ ବାବଦରେ ପ୍ରସଙ୍ଗମାନ ତିଆରି କରିବା ନିମନ୍ତେ ଅନେକ ଉପଯୋଗୀ ସୂଚନା ରଖାଯିବ ଯାହା ବ୍ୟବହାରକାରୀମାନଙ୍କୁ ସେହି ପ୍ରସଙ୍ଗମାନ ଗଢ଼ିବାରେ ସହଯୋଗ କରିବ । ଏହି ପ୍ରସଙ୍ଗମାନଙ୍କରେ (ଯେକୌଣସି [[ଗାଁ]], [[ସହର]], [[ଗ୍ରାମପଞ୍ଚାୟତ]] ଓ [[ପଞ୍ଚାୟତ ସମିତି]] ଆଦି) ମୌଳିକ ବିବରଣୀ, ମୁଖ୍ୟ ସହର ସହ ଗମନାଗମନ, ଜନସଂଖ୍ୟା, ଆଦିର ବିବରଣୀ ରହିବ ।
 
ଧାଡ଼ିକିଆ ବା ଖୁବ ଛୋଟ ପ୍ରସଙ୍ଗ ଲିଖନକୁ ଗ୍ରହଣ କରାଯିବ ନାହିଁ ।
[[File:Orissa_districts_blank_red.png|250px|right|link=ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା]]
 
== ପ୍ରସଙ୍ଗର ଛାଞ୍ଚ ==
ପ୍ରସଙ୍ଗର ଛାଞ୍ଚ ବ୍ୟବହାରକାରୀମାନଙ୍କୁ ଏକ ସରଳ ଛାଞ୍ଚ ବ୍ୟବହାର କରି ନୂଆ ନୂଆ ପ୍ରସଙ୍ଗ ତିଆରିବାରେ ସହଯୋଗ କରିବ ।
Line ୧୨ ⟶ ୧୩:
 
=== ଗ୍ରାମପଞ୍ଚାୟତ ପାଇଁ ପ୍ରସଙ୍ଗ ଛାଞ୍ଚ ===
=== ପଞ୍ଚାୟତ ସମିତି ପାଇଁ ପ୍ରସଙ୍ଗ ଛାଞ୍ଚ ===
=== ସହର/ନଗର ପାଇଁ ପ୍ରସଙ୍ଗ ଛାଞ୍ଚ ===
 
== ଉତ୍ସାହୀ କର୍ମୀ (ଜିଲ୍ଲା) ==
# ( ଜିଲ୍ଲା)
{| class="wikitable"
|-
! ଜିଲ୍ଲା !! କର୍ମୀ !! ବିଭାଗ
|-
| [[ଅନୁଗୁଳ ଜିଲ୍ଲା|ଅନୁଗୁଳ]] || [[User:MKar|ମୃତ୍ୟୁଞ୍ଜୟ କର]] || ଗାଁ
|-
| [[କଟକ ଜିଲ୍ଲା|କଟକ]] || [[User:MKar|ମୃତ୍ୟୁଞ୍ଜୟ କର]] || ଗାଁ
|-
| || ||
|}
 
== ବାହାର ଲିଙ୍କ ==