"ଦଶମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଦଶମୀ
ଟିକେ + ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା
୪ କ ଧାଡ଼ି:
* [[ପୌଷ]] ଶୁକ୍ଳ ଦଶମୀ: ସମ୍ବର ଦଶମୀ (ଶାମ୍ବରୀ ଦଶମୀ; ସୂର୍ଯ୍ୟପୂଜା)
:(ଯେବେ ଏ ଦଶମୀ [[ଗୁରୁବାର]] ଦିନ ପଡ଼େ ତେବେ ସୁଦଶାବ୍ରତ ହୁଏ ୤)
* [[ଫାଲ୍ଗୁନଫାଲ୍‌ଗୁନ]] ଶୁକ୍ଳ ଦଶମୀ: ଫଗୁ ଦଶମୀ (ଦୋଳଯାତ୍ରାର ଆରମ୍ଭ ଦିନ; ଶ୍ରୀକୃଷ୍ଣପୂଜା)
* [[ଆଶ୍ବିନଆଶ୍ୱିନ]] ଶୁକ୍ଳପକ୍ଷ ଦଶମୀ: ବିଜୟା ଦଶମୀ (ଦଶହରା)
* [[ଆଷାଢ଼]] ଶୁକ୍ଳପକ୍ଷ ଦଶମୀ: ବାହୁଡ଼ା ଦଶମୀ (ଏ ଦିନ [[ଜଗନ୍ନାଥ|ଶ୍ରୀଜଗନ୍ନାଥ]] ମହାପ୍ରଭୁ ରଥରେ [[ଗୁଣ୍ଡିଚା ମନ୍ଦିର|ଗୁଣ୍ଡିଚା ଘରୁ]] [[ଜଗନ୍ନାଥ ମନ୍ଦିର|ବଡ଼ ଦେଉଳ]]କୁ ଫେରନ୍ତି ୤)
* [[ଜ୍ୟେଷ୍ଠଜ୍ୟୈଷ୍ଠ]] ଶୁକ୍ଳପକ୍ଷ ଦଶମୀ: ଦଶହରା ଗଙ୍ଗାସ୍ନାନ (ଏ ଦିନ ଗଙ୍ଗାଙ୍କ ଜନ୍ମଦିବସ ଅର୍ଥାତ୍ ଗଙ୍ଗା ପୃଥିବୀରେ ଅବତରଣ କରିଥିଲେ ୤ ଏ ଦିନ ଗଙ୍ଗାସ୍ନାନ ବିଶେଷ ପାପନାଶକ ୤)
 
{{ପକ୍ଷ}}
 
[[ବିଭାଗଶ୍ରେଣୀ:ଜ୍ୟୋତିଷୀ]]
[[ବିଭାଗଶ୍ରେଣୀ:ପକ୍ଷ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[en:Dashami]]
"https://or.wikipedia.org/wiki/ଦଶମୀ"ରୁ ଅଣାଯାଇଅଛି