"ଧଉଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୮ କ ଧାଡ଼ି:
<ref>[http://www.dhauli.net/ ଧଉଳି, ଓଡ଼ିଶା]</ref>
। ସାଧାରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ୧୯୭୦ରେ ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ଼ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଥିଲା, ଯାହା ଗବେଷକ ମାନଙ୍କ ପାଇଁ ଏକ ବିଶେଷ ଜାଗା ।
[[ଫାଇଲ:Santi Stupa 3.JPG|thumb|250px|right|ଧଉଳି ଶାନ୍ତି ସ୍ତୁପ, ଧଉଳିଗିରି ]]
ଏକଦା ଧଉଳି ପାହାଡ଼ ସୁରଭିଗିରି ନାମରେ ଐତିହାସିକ ସ୍ଵାକ୍ଷର ବହନ କରିଥିଲା । ଏହାର ଶିଖର ଦେଶରେ ଏକ ଭେଷଜ ଉପବନ ଓ ପ୍ରମୋଦ ଉଦ୍ୟାନ ମଧ୍ୟ ଥିଲା । [[ଅଶୋକ]]ଙ୍କ ଧର୍ମାନୁଶାସନ ବହନ କରିଥିବା ଦକ୍ଷିଣ ସୀମାନ୍ତବର୍ତ୍ତୀ ପାହାଡରେ ପ୍ରିୟଦର୍ଶୀ ରାଜତ୍ଵର ମୂକସାକ୍ଷୀ ରୂପେ ବିଦ୍ୟମାନ ଶିଳାହସ୍ତୀକୁ [[ମହାଭାରତ]] ସମୟର ଅଶ୍ଵତ୍ଥାମା ହସ୍ତୀ ନାମରେ ଓ ପାହାଡ଼ଟି କୁ ଅଶ୍ଵତ୍ଥାମା ପାହାଡ଼ ନାମରେ ନାମିତ କରାଯାଇଛି । ଜତୁଗୃହରୁ ଆତ୍ମରକ୍ଷା ପାଇଁ ମାତା [[କୁନ୍ତୀ]]ଙ୍କ ସହ [[ପାଣ୍ଡବ|ପଞ୍ଚୁପାଣ୍ଡବ]] ଏଠାରେ ରହିଥିବାରୁ ଏହାର ଗୁମ୍ଫା ସମୁହ କୁ [[ପାଣ୍ଡବ|ପଞ୍ଚୁପାଣ୍ଡବ]] ଗୁମ୍ଫା ନାମରେ ନାମିତ କରାଯାଇଛି ।
 
"https://or.wikipedia.org/wiki/ଧଉଳି"ରୁ ଅଣାଯାଇଅଛି