"ଭାରତ ରତ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା
ଟିକେNo edit summary
୧ କ ଧାଡ଼ି:
ଭାରତରତ୍ନ - ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ । ୧୯୫୪ ମସିହାଠାରୁ ଭାରତରତ୍ନ ସମ୍ମାନ ପ୍ରଦାନ କରାଯାଇ ଆସୁଛି ୤ ଯେକୌଣସି ଜାତି, ବୃତ୍ତି (ଜୀବନ ସହ ଜଡ଼ିତ ସବୁ କ୍ଷେତ୍ରରେ ମହାନ ଅବଦାନ), ପାହ୍ୟା କିମ୍ବା ଲିଙ୍ଗର ବ୍ୟକ୍ତି ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି ୤ କେବଳ ଭାରତୀୟଙ୍କୁ ଏହା ପ୍ରଦାନ କରାଯିବ ବୋଲି କୌଣସି ଲିଖିତ ନିୟମ ନାହିଁ ୤ ଭାରତରତ୍ନ ନିମନ୍ତେ ପ୍ରଧାନ ମନ୍ତ୍ରୀ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]]ଙ୍କ ନିକଟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ ସୁପାରିଶ କରିଥାନ୍ତି ୤ ପ୍ରତିବର୍ଷ ଅତିବେଶିରେ ୩ଜଣଙ୍କୁ ଭାରତରତ୍ନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ୤ ସମ୍ମାନ ସ୍ଵରୂପ ଏକ ପ୍ରଶଂସାପତ୍ର ଏବଂ ପଦକ ପ୍ରଦାନ କରାଯାଏ ୤ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]] ନିଜେ ଏହି ସମ୍ମାନ ପ୍ରଦାନ କରନ୍ତି । ଅଦ୍ୟାବଧି ୪୧ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇସାରିଛି ୤
ଭାରତରତ୍ନ - ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ । କଳା, ସାହିତ୍ୟ ଏବଂ ବିଜ୍ଞାନର ଉନ୍ନତି କଳ୍ପେ ବିରଳ ସେବା ଏବଂ ଜନସେବା କ୍ଷେତ୍ରରେ ମହାନ ଅବଦାନ ଲାଗି ଅସାଧାରଣ ଦକ୍ଷତା ଥିବା ଲୋକମାନେ ଏହି ସମ୍ମାନ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]]ଙ୍କ ଠାରୁ ଗ୍ରହଣ କରନ୍ତି |
 
ଭାରତରତ୍ନ <!-- ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ । କଳା, ସାହିତ୍ୟ ଏବଂ ବିଜ୍ଞାନର ଉନ୍ନତି କଳ୍ପେ ବିରଳ ସେବା ଏବଂ ଜନସେବା କ୍ଷେତ୍ରରେ ମହାନ ଅବଦାନ ଲାଗି ଅସାଧାରଣ ଦକ୍ଷତା ଥିବା ଲୋକମାନେ ଏହି ସମ୍ମାନ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]]ଙ୍କ ଠାରୁ ଗ୍ରହଣ କରନ୍ତି |-->
 
== ଭାରତ ରତ୍ନ ବିଜେତାଙ୍କ ତାଲିକା ==