"ଜଗନ୍ନାଥଙ୍କ ଧୂପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ପହିଲିଭୋଗ
୧୨୩ କ ଧାଡ଼ି:
<!--==ବାଳଭୋଗ==
[[କାର୍ତ୍ତିକ]] ମାସରେ ବାଳଭୋଗ କରାଯାଏ ୤ କ୍ରମ ଅନୁସାରେ ଯେଉଁ ଧୂପ [[କାର୍ତ୍ତିକ]] ମାସରେ ହୁଏ ସେହି ଧୂପର ନାମ ହେଲା: ଗୋପାଳ ବଲ୍ଲଭ ଭୋଗ, ସକାଳ ଧୂପ, ବାଳ ଭୋଗ, ଛତ୍ରଭୋଗ, ଦ୍ୱିପ୍ରହର ଧୂପ, ସନ୍ଧ୍ୟା ଧୂପ ଓ ବଡ଼ସିଂହାର ଭୋଗ ୤-->
 
===ପହିଲିଭୋଗ===
ଧନୁସଂକ୍ରାନ୍ତି ଦିନ ଠାରୁ [[ଶ୍ରୀମନ୍ଦିର]]ରେ ଶ୍ରୀ[[ଜଗନ୍ନାଥ]] ମହାପ୍ରଭୁଙ୍କର ଏକମାସ ବ୍ୟାପି ପହିଲିଭୋଗ ନୀତି ଆରମ୍ଭ ହୋଇଥାଏ ୤
====ବିଶେଷତ୍ଵ====
ବାତ୍ସଲ୍ୟ ରସର ନିଦର୍ଶନ ପହିଲିଭୋଗରେ ଶ୍ରୀ[[ଜଗନ୍ନାଥ]] ମହାପ୍ରଭୁ ତାଙ୍କ ମାଆଙ୍କ ହାତ ରନ୍ଧା ଖାଇଥାନ୍ତି ୤ ଆକାଶରେ ନକ୍ଷତ୍ର ଥିବା ସହ କୁଆ କା’ କରିବା ପୂର୍ବରୁ ପ୍ରଭୁଙ୍କୁ ପହିଲି ଭୋଗ ଅର୍ପଣ କରିବାର ବିଧି ରହିଛି ୤ ମାଆ ପୁଅପାଇଁ ଷେଇକରୁଥିବାରୁ ଅନ୍ୟାନ୍ୟ ଦିନ ଅପେକ୍ଷା ଏବେ ଭୋଗ ଶିଘ୍ର ହେଉଛି ବୋଲି ଭକ୍ତମାନଙ୍କ ମଧ୍ୟରେ ଏକ ବିଶ୍ଵାସ ରହିଛି ୤
 
<!--ଦ୍ଵାପରଯୁଗରେ ମା’ [[ଯଶୋଦା]] ଶ୍ରୀକୃଷ୍ଣଙ୍କୁ ପାହାନ୍ତି ଖୁଆଇଥିଲେ ୤--> ଏହି ମାସରେ [[ଲକ୍ଷ୍ମୀ]] ତାଙ୍କ ବାପଘରକୁ ବୁଲିଯିବେ, ତେଣୁ ମା [[ଯଶୋଦା]] ରାମକୃଷ୍ଣ ଦୁଇ ଭାଇଙ୍କୁ ସକାଳୁ ଆରିଶା, କାକରା, ବଡ଼ା, ଖଇରଚୂଳ, ଚୁଡ଼ା ଖୁଆ, [[ଅମାଲୁ]], ବିରିବଡ଼ି ଆଦି ଅନେକ ପ୍ରକାରର ନିସଙ୍କୁଡ଼ି ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରି ଖୁଆଇଥାନ୍ତି ବୋଲି ସାଧରଣରେ ବିଶ୍ଵାସ ରହିଛି ୤ <!--ଏହାକୁ ଆଧାର କରି ପୁଷମାସରେ ବିବାହିତା ଝିଅମାନେ ସେମାନଙ୍କ ବାପଘରକୁ ବୁଲିଯିବର ପରମ୍ପରା ରହିଛି ୤-->
 
==ଅବକାଶ==