"ପୂର୍ଣ୍ଣିମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୭ କ ଧାଡ଼ି:
* [[ଶ୍ରାବଣ]] ପୂର୍ଣ୍ଣମୀ: ଗହ୍ମାପୂର୍ଣ୍ଣମୀ : ବଳରାମ (ବଳଦେବ)ଙ୍କର ଜନ୍ମଦିନ ।
* [[ଭାଦ୍ରବ]] ପୂର୍ଣ୍ଣିମା: ଇନ୍ଦୁପୂର୍ଣ୍ଣିମା ।
* [[ଆଶ୍ୱିନ]] ପୂର୍ଣ୍ଣମୀ: କୁମାର ପୂର୍ଣ୍ଣିମା- ସନ୍ଧ୍ୟାବା ସମୟରେକୁଆଁର ଚାନ୍ଦପୂଜାପୁନିଅଁ ହୁଏବା କୋଜାଗର ପୂର୍ଣ୍ଣିମା
: ପୌରାଣିକ ମତେ ଏ ଦିନ ରାତିରେ ଲକ୍ଷ୍ମୀ ଠାକୁରାଣୀ ଘରଘର ବୁଲି ଦେଖନ୍ତି ଓ ପଚାରନ୍ତି “କୋଜାଗର୍ତ୍ତି”- କିଏ ଚେଇଁ ଅଛି? ଯେ ଚେଇଁ ଥାଏ ତାହା ପ୍ରତି ପ୍ରସନ୍ନା ହୁଅନ୍ତି, ଯେ ଶୋଇ ଥାଏ ତାହାଠାରୁ ଛାଡ଼ି ଯାଆନ୍ତି ୤
: ଏ ଦିନ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା ହୋଇଥିବା ଚାନ୍ଦଭୋଗ ଖୁଆଖୋଇ ହୋଇ କୁମାରମୁମାରୀମାନେ ଆପଣା ମଧ୍ୟରେ ଚାନ୍ଦ ଡକାଡକି ହୋଇ ମୈତ୍ରୀ ପ୍ରତିଷ୍ଠା କରନ୍ତି ୤
* [[ପୌଷ]] ପୂର୍ଣ୍ଣିମା: ଏ ଦିନ ଶ୍ରୀ ଜଗନ୍ନାଥଙ୍କର ପୁଷ୍ୟାଭିଷେକ ଉତ୍ସବ କରାଯାଏ ।
* [[ମାଘ ପୂର୍ଣ୍ଣମୀ]]: [[ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା]] ବା [[ଅଇଘରା ପୂର୍ଣ୍ଣିମା]] ବା ଅଗିଜଳା ପୂର୍ଣ୍ଣିମା ।