"ଅଗ୍ନି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
{{About|ହିନ୍ଦୁ ଦେବତା ଅଗ୍ନିଙ୍କ|ଓଡ଼ିଆ କଥାଚିତ୍ର 'ଅଗ୍ନି' ପାଇଁ |ଅଗ୍ନି (ଓଡ଼ିଆ କଥାଚିତ୍ର)}}
{{Infobox Hindu deity| <!--Wikipedia:WikiProject Hindu mythology-->
{{ତିଆରି ଚାଲିଛି}}
Image = Agni god of fire.jpg
ପୌରାଣିକ ମତେ ଧର୍ମଙ୍କ ଔରସରେ ବସୁ ଭାର୍ଯ୍ୟାଙ୍କ ଗର୍ଭରେ ଅଗ୍ନି ଜନ୍ମିଥିଲେ ୤ ଦକ୍ଷ କନ୍ୟା ସ୍ବାହା ଓ ସ୍ବଧା ଏହାଙ୍କର ଦୁଇ ଭାର୍ଯ୍ୟା ୤ ଏ ଦଶଦିଗପାଳଙ୍କ ମଧ୍ୟରେ ଅନ୍ୟତମ ଓ ଦକ୍ଷିଣପୂର୍ବ (ଅଗ୍ନି) କୋଣର ଅଧିପତି ଅଟନ୍ତି ୤ ଏହାଙ୍କ ବାହନ ଛାଗ ୤ ଏହାଙ୍କ ମୁଖରେ ଦିଆଯିବା ଘୃତକୁ ସମସ୍ତ ଦେବତା ଗ୍ରହଣ କରି ତୃପ୍ତ ହୁଅନ୍ତି ୤ ଅଗ୍ନିଦେବଙ୍କର ଦଶଗୋଟି ଅଙ୍ଗ ବା ଅବୟବ ଧୂମ୍ର; ଅର୍ଚ୍ଚି; ଋକ୍ଷ୍ମା; ଜ୍ଵଳିନୀ; ଜ୍ଵାଳିନୀ; ବିଷ୍ଫୁଲିଙ୍ଗିନୀ; ସୁଶ୍ରୀ; ସୁରୂପା; କପିଳା ଓ ହବ୍ୟକବ୍ୟ କୁ ଅଗ୍ନିକଳା କୁହାଯାଏ ୤
| Caption =
| Name = ଅଗ୍ନି
| Devanagari = {{lang|sa|अग्नि}}
| Sanskrit_Transliteration =
| Pali_Transliteration =
| Tamil_script =
| Affiliation = ଦେବତା
| God_of = ଅଗ୍ନି ଦେବତା
| Abode =
| Mantra =
| Weapon =
| Consort = [[ସ୍ଵାହା]]
| Shakti = [[Meshavahini]]
| Mount = ଛାଗ
| Planet =
}}
 
ପୌରାଣିକ ମତେ ଧର୍ମଙ୍କ ଔରସରେ ବସୁ ଭାର୍ଯ୍ୟାଙ୍କ ଗର୍ଭରେ ଅଗ୍ନି ଜନ୍ମିଥିଲେ ୤ ଦକ୍ଷ କନ୍ୟା ସ୍ବାହାସ୍ଵାହାସ୍ବଧାସ୍ଵଧା ଏହାଙ୍କର ଦୁଇ ଭାର୍ଯ୍ୟା ୤ ଏ ଦଶଦିଗପାଳଙ୍କଦଶ[[ଦିଗ]]ପାଳଙ୍କ ମଧ୍ୟରେ ଅନ୍ୟତମ ଓ ଦକ୍ଷିଣପୂର୍ବ (ଅଗ୍ନି) କୋଣର ଅଧିପତି ଅଟନ୍ତି ୤ ଏହାଙ୍କ ବାହନ ଛାଗ ୤ ଏହାଙ୍କ ମୁଖରେ ଦିଆଯିବା ଘୃତକୁ ସମସ୍ତ ଦେବତା ଗ୍ରହଣ କରି ତୃପ୍ତ ହୁଅନ୍ତି ୤ ଅଗ୍ନିଦେବଙ୍କର ଦଶଗୋଟି ଅଙ୍ଗ ବା ଅବୟବ ଧୂମ୍ର; ଅର୍ଚ୍ଚି; ଋକ୍ଷ୍ମା; ଜ୍ଵଳିନୀ; ଜ୍ଵାଳିନୀ; ବିଷ୍ଫୁଲିଙ୍ଗିନୀ; ସୁଶ୍ରୀ; ସୁରୂପା; କପିଳା ଓ ହବ୍ୟକବ୍ୟ କୁ ଅଗ୍ନିକଳା କୁହାଯାଏ ୤
ଅଗ୍ନିଙ୍କର ସପ୍ତଜିହ୍ଵା (କରାଳୀ, ଧୂମିନୀ, ଶ୍ଵେତା, ଲୋହିତା, ନୀଳଲୋହିତା, ପଦ୍ମରାଗା ଓ ସୁବର୍ଣ୍ଣା) ଥିବାର କଳ୍ପିତ ହୋଇଅଛି ୤
* ମତାନ୍ତରେ ଏହା: କାଳୀ, କରାଳୀ, ମନୋଜବା, ସୁଲୋହିତା, ସୁଧୂସବର୍ଣ୍ଣା, ସ୍ଫୁଲିଙ୍ଗିନୀ ବା ଉଗ୍ରା, ବିଶ୍ଵନିରୂପିଣୀ ବା ବିଶ୍ବନନ୍ଦାବିଶ୍ଵନନ୍ଦା ବା ପ୍ରଦୀପ୍ତା ୤
* ମତାନ୍ତରେ ବାୟୂ ଅଗ୍ନିର ୭ଗୋଟି ଜିହ୍ଵା: ଅବହ, ପ୍ରବହ, ଉଦବର୍ହ, ସଂବହ, ବିବହ, ନିବହ ଓ ପରିବହ ୤
* କର୍ମବିଶେଷରେ ଏହି ସପ୍ତ ଜିହ୍ଵାଙ୍କର ନାମାନ୍ତର: ହରିଣ୍ୟା, କନକା, ରକ୍ତା, କୃଷ୍ଣା, ସୁପ୍ରଭା, ବହୁରୂପା ଓ ଅତିରିକ୍ତା
* ଶ୍ବେତଶ୍ଵେତ, ପୀତ, ରକ୍ତ, କୃଷ୍ଣ, ନୀଳ, ଧୂମ୍ର, ପାଟଳ
 
ଅଗ୍ନିଦେବଙ୍କ ଔରସରେ ସ୍ଵାହାଙ୍କ ଗର୍ଭରୁ ଦକ୍ଷିଣ, ଗାର୍ହପତ୍ୟ ଓ ଆବବନୀୟ ନାମକ ୩ଟି ବୈଦିକ ଅଗ୍ନି ଜାତ ହେଲେ ୤
ବେଦୋକ୍ତ ପାଞ୍ଚଟି ଯଜ୍ଞାଗ୍ନି ଯଥା: ଅନ୍ଵାହାର୍ଯ୍ୟ, ପଚନ ବା ଗାର୍ହପତ୍ୟ, ଆହବନୀୟ, ସଭ୍ୟ ଓ ଅବସଥ୍ୟ ନାମ ତିନି ଗୋଟି ଯଜ୍ଞାଗ୍ନିକୁ ସାଗ୍ନିକ ମାନେ ଗୃହରେ ରକ୍ଷା କରନ୍ତି
 
[[ଶ୍ରେଣୀ:ଧର୍ମ]]
[[ଶ୍ରେଣୀ:ହିନ୍ଦୁ ଧର୍ମ]]
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
"https://or.wikipedia.org/wiki/ଅଗ୍ନି"ରୁ ଅଣାଯାଇଅଛି