"ଅଗ୍ନି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
 
ଟିକେNo edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}
#ଲେଉଟାଣି [[ଅଗ୍ନି (ଓଡ଼ିଆ କଥାଚିତ୍ର)]]
ପୌରାଣିକ ମତେ ଧର୍ମଙ୍କ ଔରସରେ ବସୁ ଭାର୍ଯ୍ୟାଙ୍କ ଗର୍ଭରେ ଅଗ୍ନି ଜନ୍ମିଥିଲେ ୤ ଦକ୍ଷ କନ୍ୟା ସ୍ବାହା ଓ ସ୍ବଧା ଏହାଙ୍କର ଦୁଇ ଭାର୍ଯ୍ୟା ୤ ଏ ଦଶଦିଗପାଳଙ୍କ ମଧ୍ୟରେ ଅନ୍ୟତମ ଓ ଦକ୍ଷିଣପୂର୍ବ (ଅଗ୍ନି) କୋଣର ଅଧିପତି ଅଟନ୍ତି ୤ ଏହାଙ୍କ ବାହନ ଛାଗ ୤ ଏହାଙ୍କ ମୁଖରେ ଦିଆଯିବା ଘୃତକୁ ସମସ୍ତ ଦେବତା ଗ୍ରହଣ କରି ତୃପ୍ତ ହୁଅନ୍ତି ୤ ଅଗ୍ନିଦେବଙ୍କର ଦଶଗୋଟି ଅଙ୍ଗ ବା ଅବୟବ ଧୂମ୍ର; ଅର୍ଚ୍ଚି; ଋକ୍ଷ୍ମା; ଜ୍ବଳିନୀ; ଜ୍ବାଳିନୀ; ବିଷ୍ଫୁଲିଙ୍ଗିନୀ; ସୁଶ୍ରୀ; ସୁରୂପା; କପିଳା ଓ ହବ୍ୟକବ୍ୟ କୁ ଅଗ୍ନିକଳା କୁହାଯାଏ ୤
ଅଗ୍ନିଙ୍କର ସପ୍ତଜିହ୍ବା (କରାଳୀ, ଧୂମିନୀ, ଶ୍ବେତା, ଲୋହିତା, ନୀଳଲୋହିତା, ପଦ୍ମରାଗା ଓ ସୁବର୍ଣ୍ଣା) ଥିବାର କଳ୍ପିତ ହୋଇଅଛି ୤
* ମତାନ୍ତରେ ଏହା: କାଳୀ, କରାଳୀ, ମନୋଜବା, ସୁଲୋହିତା, ସୁଧୂସବର୍ଣ୍ଣା, ସ୍ଫୁଲିଙ୍ଗିନୀ ବା ଉଗ୍ରା, ବିଶ୍ଵନିରୂପିଣୀ ବା ବିଶ୍ବନନ୍ଦା ବା ପ୍ରଦୀପ୍ତା ୤
* ମତାନ୍ତରେ ବାୟୂ ଅଗ୍ନିର ୭ଗୋଟି ଜିହ୍ବା: ଅବହ, ପ୍ରବହ, ଉଦବର୍ହ, ସଂବହ, ବିବହ, ନିବହ ଓ ପରିବହ ୤
* କର୍ମବିଶେଷରେ ଏହି ସପ୍ତ ଜିହ୍ବାଙ୍କର ନାମାନ୍ତର: ହରିଣ୍ୟା, କନକା, ରକ୍ତା, କୃଷ୍ଣା, ସୁପ୍ରଭା, ବହୁରୂପା ଓ ଅତିରିକ୍ତା
* ଶ୍ବେତ, ପୀତ, ରକ୍ତ, କୃଷ୍ଣ, ନୀଳ, ଧୂମ୍ର, ପାଟଳ
 
ଅଗ୍ନିଦେବଙ୍କ ଔରସରେ ସ୍ବାହାଙ୍କ ଗର୍ଭରୁ ଦକ୍ଷିଣ, ଗାର୍ହପତ୍ୟ ଓ ଆବବନୀୟ ନାମକ ୩ଟି ବୈଦିକ ଅଗ୍ନି ଜାତ ହେଲେ ୤
ବେଦୋକ୍ତ ପାଞ୍ଚଟି ଯଜ୍ଞାଗ୍ନି ଯଥା: ଅନ୍ବାହାର୍ଯ୍ୟ, ପଚନ ବା ଗାର୍ହପତ୍ୟ, ଆହବନୀୟ, ସଭ୍ୟ ଓ ଅବସଥ୍ୟ ନାମ ତିନି ଗୋଟି ଯଜ୍ଞାଗ୍ନିକୁ ସାଗ୍ନିକ ମାନେ ଗୃହରେ ରକ୍ଷା କରନ୍ତି
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[als:Agni]]
[[ar:آجني]]
[[bn:অগ্নি]]
[[bs:Agni]]
[[bg:Агни]]
[[ca:Agni]]
[[cy:Agni]]
[[de:Agni]]
[[en:Agni]]
[[et:Agni]]
[[es:Agni]]
[[eo:Agni]]
[[eu:Agni]]
[[fa:آگنی]]
[[fr:Agni (dieu)]]
[[ko:아그니]]
[[id:Agni]]
[[it:Agni]]
[[jv:Agni]]
[[ka:აგნი]]
[[lv:Agni]]
[[lt:Agnis]]
[[ml:അഗ്നിദേവൻ]]
[[mr:अग्नी (देवता)]]
[[nl:Agni]]
[[ja:アグニ]]
[[no:Agni]]
[[nn:Agni]]
[[pa:ਅਗਨੀ]]
[[pl:Agni]]
[[pt:Agni]]
[[ro:Agni]]
[[ru:Агни]]
[[sa:अग्निः]]
[[si:අග්නි (දෙවියන්)]]
[[sk:Agni]]
[[sl:Agni]]
[[sr:Агни]]
[[fi:Agni]]
[[sv:Agni]]
[[ta:அக்னி தேவன்]]
[[te:అగ్ని (దేవుడు)]]
[[th:พระอัคนี]]
[[tr:Agni]]
[[uk:Аґні]]
[[zh:阿耆尼]]
"https://or.wikipedia.org/wiki/ଅଗ୍ନି"ରୁ ଅଣାଯାଇଅଛି