"ବ୍ରହ୍ମପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨ କ ଧାଡ଼ି:
 
'''ବ୍ରହ୍ମପୁର''' [[ଭାରତ]]ର [[ଓଡ଼ିଶା]]ରେ ଥିବା [[ଗଞ୍ଜାମ ଜିଲ୍ଲା]]ର ଏକ ମୁଖ୍ୟ ସହର । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ଵର ଠାରୁ ପ୍ରାୟ ୧୬୦ କି.ମି. (୯୯ ମାଇଲ୍) ଦୂରରେ ଅବସ୍ଥିତ । ଏହାକୁ ବର୍ତ୍ତମାନ ଓଡିଶାର ନୃତ୍ୟ ନଗରୀ ଆଖ୍ୟା ଦିଆ ଯାଇଛି, ବିଶେଶକରି ପ୍ରିନ୍ସ୍ ଡାନ୍ସ୍ ଗ୍ରୁପ୍ ଆଉ ହରିହର ଦାସଙ୍କର ସଫଳତା ପରେ, ଏହା ଆହୁରି ପ୍ରସିଦ୍ଧି ଲାଭ କରିଛି । ଏହି ସହରର ଏକ ଯୁବ ବୈଜ୍ଞାନିକ ଶ୍ରୀ ଅସିତ କୁମାର ସ୍ଵାଇ , ଆଣ୍ଟାର୍କଟିକାସ୍ଥିତ ଦକ୍ଷିଣ ମେରୁରେ ପହଞ୍ଛିବାରେ ପ୍ରଥମ ଓଡିଆ ହେବାର ଗୌରବ ଲାଭ କରିଛନ୍ତି । ସେ ମଧ୍ୟ ଏହା ସହ ଆର୍କଟିକ୍ ଅଞ୍ଛଳରେ ପହଞ୍ଛିବାରେ ପ୍ରଥମ ଓଡିଆ । ଭୁବନେଶ୍ଵର ଓ କଟକ ପରେ ଏହି ସହରଟି ଓଡିଶାର ତୃତୀୟ ବୃହତ୍ତମ ଓ ଜନବହୁଳ ନଗରୀ । ୨୦୦୯ ମସିହା ଅନୁସାରେ ଏହି ନଗରୀର ଜନସଙ୍ଖ୍ୟା ୭୯୯,୭୫୨ । ଭୁବନେଶ୍ଵର ଓ କଟକ ପରେ ବ୍ରହ୍ମପୁରକୁ ଓଡିଶାର ତୃତୀୟ ନଗର ନିଗମ ଭାବେ ଘୋଷିତ କରାଯାଇଛି ।
'''ବ୍ରହ୍ମପୁର''' [[ଭାରତ]]ର [[ଓଡ଼ିଶା]]ରେ ଥିବା [[ଗଞ୍ଜାମ ଜିଲ୍ଲା]]ର ଏକ ମୁଖ୍ୟ ସହର ।