"ଆଲବର୍ଟ ଆଇନଷ୍ଟାଇନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ r2.7.2) (Robot: Adding ps:آلبرټ آينشټاين; cosmetic changes
୧ କ ଧାଡ଼ି:
{{ମୁଣ୍ଡିଆ}}
'''ଆଲବର୍ଟ ଆଇନଷ୍ଟାଇନ''' ଜଣେ ଜର୍ମାନ ନୋବେଲ ପୁରସ୍କାର ବିଜେତା ଯିଏ ସାଧାରଣ ଆପେକ୍ଷିକ ତତ୍ତ୍ଵ ତିଆରି କରିଥିଲେ ଯାହା ଭୌତିକ ବିଜ୍ଞାନରେ ବିପ୍ଳବ ସୃଷ୍ଟି କରିଥିଲା । ଏଥିପାଇଁ ତାଙ୍କୁ ଆଧୁନିକ ଭୌତିକ ବିଜ୍ଞାନର ଜନକ କୁହାଯାଏ । ସେ ୧୪ ମାର୍ଚ୍ଚ ୧୮୭୯ ରେ ଜନ୍ମ ହୋଇଥିଲେ ଓ ୧୮ ଏପ୍ରିଲ ୧୯୫୫ ରେ ତାଙ୍କର ମୃତ୍ୟୁ ହେଲା ୤ ସେ ଆପେକ୍ଷିକ ତତ୍ତ୍ବ ଏବଂ ବସ୍ତୁତ୍ବ୍ ଶକ୍ତି ସମୀକରଣ E = mc2 ପାଇଁ ସବୁଠୁ ଅଧିକ ଜଣାଶୁଣା ଥିଲେ । ତାଙ୍କୁ ସୈଦ୍ଧାନ୍ତିକ ଭୌତିକ ବିଜ୍ଞାନ, ବିଶେଷତଃ ଆଲୋକ-ବିଦ୍ୟୁତ ବିକିରଣର ସନ୍ଧାନ ପାଇଁ ୧୯୨୧ ରେ ନୋବେଲ୍ ପୁରସ୍କାର ପ୍ରଦାନ କରା ଗଲା । ଆଇନ୍‌ଷ୍ଟାଇନ୍ ଆପେକ୍ଷିକତା ର ବିଶେଷ ଏବଂ ସାଧାରଣ ସିଦ୍ଧାନ୍ତ ସହିତ ଅନେକ ଯୋଗଦାନ ଦେଇଛନ୍ତି। [[ଫାଇଲ:Albert_Einstein_Head.jpg|thumbnail| ୧୯୪୮ ର ଛବି]]
 
== ବାଲ୍ୟକାଳ ଓ ଶିକ୍ଷା ==
ଆଲବର୍ଟ ଆଇନଷ୍ଟାଇନ ଜର୍ମାନ ସାମ୍ରାଜ୍ୟର [[ଉର୍ଟମ୍ବର୍ଗ]] ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହର୍ମାନ ଆଇନଷ୍ଟାଇନ ଜଣେ ବ୍ୟବସାୟୀ ଓ ଯନ୍ତ୍ରୀ ଥିଲେ । ତାଙ୍କ ମାତା ଥିଲେ ପ'ଲିନ ଆଇନଷ୍ଟାଇନ।
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
 
[[ଶ୍ରେଣୀ:୧୮୭୯ ଜନ୍ମ]]
[[ଶ୍ରେଣୀ:୧୯୫୫ ମୃତ୍ୟୁ]]
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[af:Albert Einstein]]
[[als:Albert Einstein]]
୧୧୫ କ ଧାଡ଼ି:
[[pms:Albert Einstein]]
[[pnb:ایلبرٹ آئینسٹائن]]
[[ps:آلبرټ آينشټاين]]
[[pt:Albert Einstein]]
[[qu:Albert Einstein]]