"ଜଗନ୍ନାଥ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୪୨ କ ଧାଡ଼ି:
ଏହାର ଅଗ୍ରଭାଗରେ ‘[[ନୀଳଚକ୍ର]]’ ରହିଛି ଓ [[ନୀଳଚକ୍ର]] ଉପରେ ଉଡ଼ୁଛି ‘ପତିତ ପାବନ ବାନା’ ।
 
==ଦ୍ବାରଦ୍ଵାର==
ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଚାରିଦିଗରେ ଚାରିଗୋଟି ଦ୍ବାରଦ୍ଵାର ଅଛି ଓ ତନ୍ମଧ୍ୟରୁ ପୂର୍ବ ଦିଗର ଦ୍ବାରଟି ମୁଖ୍ୟ, ଏହାକୁ ସିଂହଦ୍ବାରସିଂହଦ୍ଵାର କୁହାଯାଏ । ଅନ୍ୟ ଦ୍ବାରଦ୍ଵାର ଗୁଡ଼ିକ ହେଲା ବ୍ୟାଘ୍ର ଦ୍ବାରଦ୍ଵାର (ପଶ୍ଚିମ ଦିଗର ଦ୍ବାରଦ୍ଵାର), ହାତୀ ଦ୍ବାରଦ୍ଵାର (ଉତ୍ତର ଦିଗର ଦ୍ବାରଦ୍ଵାର) ଓ ଅଶ୍ବଦ୍ବାରଅଶ୍ଵଦ୍ଵାର (ଦକ୍ଷିଣ ଦିଗର ଦ୍ବାରଦ୍ଵାର) , ମୁଖ୍ୟ ମନ୍ଦିର ସାମନାରେ ଜଗମୋହନ ଓ ମଝିରେ ପବିତ୍ର କଳାଘାଟ ଦ୍ବାରଦ୍ଵାର । ନାଟମନ୍ଦିରରୁ ଜଗମୋହନକୁ ଯିବା ବାଟରେ ଥିବା ଦ୍ବାରଦ୍ଵାର ହେଲା ‘ଜୟ-ବିଜୟ’ ଦ୍ବାରଦ୍ଵାର
 
ଶ୍ରୀମନ୍ଦିର ସିଂହଦ୍ବାରସିଂହଦ୍ଵାର ସମ୍ମୁଖରେ ଥିବା ୩୩ଫୁଟ ୮ଇଞ୍ଚ ଉଚ୍ଚତା <!--(ବେଦୀ: ୬ଫୁଟ, ସ୍ତମ୍ବ: ୨୫ଫୁଟ ୨ଇଞ୍ଚ, ଅରୁଣାସନ: ୨ଫୁଟ ୬ଇଞ୍ଚ ।)-->ବିଶିଷ୍ଟ ଅରୁଣସ୍ତମ୍ବ ଅଛି | ଅରୁଣସ୍ତମ୍ବକୁ [[କୋଣାର୍କ ସୂର୍ଯ୍ୟ ମନ୍ଦିର]]ରୁ ଅଣାଯାଇ ଏଠାରେ ସ୍ଥାପିତ କରାଯାଇଥିଲା ।
 
ଶ୍ରୀମନ୍ଦିର ଜଗମୋହନରେ ୧୦ଫୁଟ ଉଚ୍ଚତା ବିଶିଷ୍ଟ ଗରୁଡ଼ ସ୍ତମ୍ବ ଅଛି ।
 
==ରତ୍ନସିଂହାସନ==
ଶ୍ରୀମନ୍ଦିର ଗର୍ଭଗୃହର ଆକାର ଉଭୟ ଲମ୍ବ ଓ ପ୍ରସ୍ଥରେ ୩୦ ଫୁଟ ଲେଖାଁଏ ଓ ଉଚ୍ଚତା ୪୮ ଫୁଟ । ଗର୍ଭଗୃହରେ ପ୍ରତିଷ୍ଠିତ ରତ୍ନସିଂହାସନ ବା ରତ୍ନବେଦୀ (୧୬ଫୁଟ ଦୈର୍ଘ୍ୟ, ୧୩ଫୁଟ ପ୍ରସ୍ଥ ଓ ୪ଫୁଟ ଉଚ୍ଚତା ) ଉପରେ କାଷ୍ଠ ନିର୍ମିତ କନକ ମୁଣ୍ଡି ରହିଅଛି । କନକ ମୁଣ୍ଡିର ତଳେ ଏକ ବିରାଟ ଚାନ୍ଦୁଆ ଆବରଣ ହୋଇଛି । ଏହି ରତ୍ନବେଦୀ ଉପରେ ତିନୋଟି କଳା ମୁଗୁନି ପ୍ରସ୍ତରର ଚକା ରହିଛି, ଯାହା ଉପରେ ଚତୁର୍ଦ୍ଧା ଦାରୁମୁର୍ତ୍ତି [[ବଳଭଦ୍ର|ଶ୍ରୀବଳଭଦ୍ର]], [[ସୁଭଦ୍ରା|ଦେବୀ ସୁଭଦ୍ରା]], [[ଜଗନ୍ନାଥ|ଶ୍ରୀଜଗନ୍ନାଥ]] ଓ [[ସୁଦର୍ଶନ|ଶ୍ରୀସୁଦର୍ଶନ]] ଅଧିଷ୍ଠିତ ହୋଇଛନ୍ତି । ଚତୁର୍ଦ୍ଧା ଦାରୁମୁର୍ତ୍ତିଙ୍କ ସହ ଶ୍ରୀନୀଳମାଧବ ଏବଂ ଧାତବ ବିଗ୍ରହ ଶ୍ରୀଦେବୀ (ଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୁର୍ତ୍ତୀ) ଓ ଭୂଦେବୀ (ସରସ୍ବତୀଙ୍କସରସ୍ଵତୀଙ୍କ ରୌପ୍ୟ ମୁର୍ତ୍ତି) ମଧ୍ୟ ରତ୍ନସିଂହାସନାସୀନ । ରତ୍ନସିଂହାସନ ଚାରିପଟେ ପରିକ୍ରମା କରିବା ପାଇଁ ବାଟ ଅଛି ।
==ପାର୍ଶ୍ଵଦେବତା==
==ପାର୍ଶ୍ବଦେବତା==
ମୁଖ୍ୟ ମନ୍ଦିର ତିନି ଦିଗରେ ରାହା ପାଗରେ ତିନି ମୁଖ୍ୟ ପାର୍ଶ୍ବଦେବତାଙ୍କୁପାର୍ଶ୍ଵଦେବତାଙ୍କୁ ପ୍ରତିଷ୍ଠିତ କରାଯାଇଛି । ତନ୍ମଧ୍ୟରେ ବିମାନର ଉତ୍ତରରେ କଳା ମୁଗୁନି ପ୍ରସ୍ତର ନିର୍ମିତ ବାମନ ବା ତ୍ରିବିକ୍ରମ, ଦକ୍ଷିଣରେ ବରାହ ଓ ପଶ୍ଚିମରେ ନୃସିଂହ ରହିଛନ୍ତି । ଏହି ତିନି ବିଗ୍ରହଙ୍କ ନିମିତ୍ତ ତିନିଗୋଟି ଉଚ୍ଚ ମନ୍ଦିର ମଧ୍ୟ ନିର୍ମିତ ହୋଇଅଛି । ପ୍ରତ୍ନତତ୍ତ୍ବବିତ୍‌ମାନେପ୍ରତ୍ନତତ୍ତ୍ଵବିତ୍‌ମାନେ ପୁରୀ ବଡ଼ଦେଉଳ ସଂଲଗ୍ନ ହୋଇ ତିନି ଦିଗରେ ଥିବା ଏହି ପାର୍ଶ୍ବପାର୍ଶ୍ଵ ମନ୍ଦିରଗୁଡ଼ିକ ମୁଖ୍ୟ ମନ୍ଦିରର ଭାରସାମ୍ୟ ରକ୍ଷା କରିବାରେ ସହାୟକ ହେଉଥିବା ପ୍ରକାଶ କରିଥାନ୍ତି । ଏଥିସହ ମନ୍ଦିରରେ ଅଷ୍ଟ ଦିଗପାଳ, [[ଦଶ ଅବତାର]] ଓ ଅନ୍ୟ ବହୁ ଦେବ-ଦେବୀଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ମୁଖ୍ୟ ମନ୍ଦିର ଭିତର ଓ ବାହାର ବେଢ଼ା ମଧ୍ୟରେ ଛୋଟ ବଡ଼ ପ୍ରାୟ ଶତାଧିକ ମନ୍ଦିର ଅଛି ।
 
==ଆହୁରି ଦେଖନ୍ତୁ==
୭୪ କ ଧାଡ଼ି:
[[ଶ୍ରେଣୀ:ଓଡ଼ିଶାର ହିନ୍ଦୁ ମନ୍ଦିର]]
[[ଶ୍ରେଣୀ:ହିନ୍ଦୁ ଧର୍ମ]]
[[ବିଭାଗଶ୍ରେଣୀ:ଓଡ଼ିଶା ପର୍ଯ୍ୟଟନ]]
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[de:Jagannath-Tempel]]
[[en:Jagannath Temple, Puri]]