"ବାଘା ଯତୀନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୧୮ କ ଧାଡ଼ି:
|footnotes =
}}
'''ବାଘା ଯତୀନ (ଯତୀନ୍ଦ୍ରନାଥ ମୁଖପାଧ୍ୟାୟମୁଖୋପାଧ୍ୟାୟ)''' (୭ ଡିସେମ୍ବର ୧୮୭୯-୧୦ ସେପ୍ଟେମ୍ବର ୧୯୧୫) ଜଣେ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ଫିରିଙ୍ଗି ମାନଙ୍କ ବିରୋଧରେ ଲଢ଼ାଇ କରି ଦେଶ ପାଇଁ ପ୍ରାଣବଳି ଦେଇଥିଲେ । ବାଲେଶ୍ଵର-ହଲଦିପଦା ରାସ୍ତାରେ ଥିବା ଚଷାଖଣ୍ଡ ଗାଁରେ ତାଙ୍କର ଜନ୍ମ ହୋଇଥିଲା । ଏଠାରେ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମିତ । ସବୁ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଏଠାକାର ଲୋକମାନେ ତାଙ୍କର ସ୍ମାରକୀ ପାଳନ କରିଥାନ୍ତି । <ref name=PradiptaDas>ପ୍ରଦୀପ୍ତ ଦାସ. ବାଲେଶ୍ଵର ଜିଲ୍ଲାର ଦର୍ଶନୀୟ ସ୍ଥାନ. ଉନ୍ନୟନୀ (୨୦୦୬) ପୃ. ୭୭-୭୮</ref>
 
ସେ "ଯୁଗାନ୍ତର" ଆନ୍ଦୋଳନର ମୁଖିଆ ଥିଲେ । ବାଘାଯତୀନ [[ଓଡ଼ିଶା]]ରେ ଅନେକ କାଳ ଅତିବାହିତ କରିବା ଅନ୍ତେ ବ୍ରିଟିଶ ହାତରେ ଧରାପଡ଼ି [[ବାଲେଶ୍ଵର]] ଠାରେ ମୃତ୍ୟୁଦଣ୍ଡ ବରଣ କରିଥିଲେ ।
 
==ଆଧାର==
{{reflistଆଧାର}}
 
==ବାହାର ଲିଙ୍କ==
୪୩ କ ଧାଡ଼ି:
* ''Sâdhak Biplabi Jatîndranâth'' by Prithwindra Mukherjee, West Bengal State Book Board, Calcutta, 1990, 509p [in Bengali].
 
[[ବିଭାଗଶ୍ରେଣୀ:୧୮୭୯ ଜନ୍ମ]]
[[ବିଭାଗଶ୍ରେଣୀ:୧୯୧୫ ମୃତ୍ୟୁ]]
[[ବିଭାଗଶ୍ରେଣୀ:ସ୍ଵାଧୀନତା ସଂଗ୍ରାମୀ]]
[[ବିଭାଗଶ୍ରେଣୀ:ବାଲେଶ୍ଵର ଜିଲ୍ଲାର ଲୋକ]]
[[ବିଭାଗଶ୍ରେଣୀ:ଓଡ଼ିଶାର ଲୋକ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[bn:বাঘা যতীন]]
[[en:Bagha Jatin]]