"ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ
ଟିକେ
{{prettyurl|Postal Index Number‎}}
{{ତିଆରି ଚାଲିଛି}}
ଅନେକ ସ୍ଥାନର ଡାକଘର ଏକା ନାମରେ ଥିବାରୁ ନିର୍ଭୁଲ ଭାବେ ଚିଠି ପତ୍ର ପ୍ରେରଣ ପାଇଁ ୬ଅଙ୍କ ବିଶିଷ୍ଟ ପିନକୋଡ଼ (ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର) ବ୍ୟବସ୍ଥା ୧୯୭୨ ଅଗଷ୍ଟ ୧୫ ତାରିଖରୁ ଭାରତୀୟ ଡାକ ବିଭାଗ ଦ୍ଵାରା ଆରମ୍ଭ ହୋଇଥିଲା ୤ ସାରା ପୃଥିବୀରେ [[ଭାରତ]] ୧୯ତମ ଦେଶ ଯିଏକି ଏହି ବ୍ୟବସ୍ଥା ପ୍ରଚଳନ କରିଥିଲା ୤ ୧୯୬୧ ମସିହାରେ ସର୍ବପ୍ରଥମେ ଜର୍ମାନୀରେ ୪ଅଙ୍କ ବିଶିଷ୍ଟ ପିନ ପ୍ରଚଳନ ହୋଇଥିଲା ୤
ଅନ୍ୟ ତିନିଟି ଅଙ୍କ ନିର୍ଦ୍ଧିଷ୍ଟ ଡାକଘରଟିକୁ ଚିହ୍ନଟ କରିବାରେ ସାହାଯ୍ୟ କରେ ୤
 
==ଭାରତର ୯ଟି ଡାକ ଅଞ୍ଚଳମଣ୍ଡଳ==<!--The nine PIN zones cover the Indian states and union territories as follows:-->
 
* ୧ - [[ଦିଲ୍ଲୀ]], [[ହରିଆଣା]], [[Punjab, India|Punjabପଞ୍ଜାବ]], [[ହିମାଚଳ ପ୍ରଦେଶ]], [[ଜାମୁ ଓ କାଶ୍ମୀର|ଜମ୍ମୁ ଓ କଶ୍ମୀର]](including [[Pakistan-administered Kashmir]]), [[ଚଣ୍ଡୀଗଡ଼]]
* ୨ - [[ଉତ୍ତର ପ୍ରଦେଶ]], [[ଉତ୍ତରାଖଣ୍ଡ]]
* ୩ - [[ରାଜସ୍ଥାନ]], [[ଗୁଜରାଟ]], [[ଡାମନ ଓ ଡିଉ]], [[ଦାଦରା ନଗରହାଵେଳି]]
* ୭ - [[ଓଡ଼ିଶା]], [[ପଶ୍ଚିମବଙ୍ଗ]], [[ଅରୁଣାଚଳ ପ୍ରଦେଶ]], [[ନାଗାଲାଣ୍ଡ]], [[ମଣିପୁର]], [[ମିଜୋରାମ]], [[ତ୍ରିପୁରା]], [[ମେଘାଳୟ]], [[ଆଣ୍ଡାମାନ ଓ ନିକୋବାର ଦ୍ବୀପପୁଞ୍ଜ]]
* ୮ - [[ବିହାର]], [[ଝାଡ଼ଖଣ୍ଡ]]
* ୯ - ସେନା ଡାକ କାର୍ଯ୍ୟାଳୟ ଓ କ୍ଷେତ୍ର ଡାକ କାର୍ଯ୍ୟାଳୟ <!--Army Post office(APO) and Field Post office(FPO)-->
 
[[ଫାଇଲ:2 digit postcode india.png|thumb|300px|ଭାରତର ପିନକୋଡ଼ ବିସ୍ତୃତି]]
୨୪,୫୪୬

ଗୋଟି ସମ୍ପାଦନା