"କଟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୫୦ କ ଧାଡ଼ି:
==ଭୂଗୋଳ==
[[ଫାଇଲ:Kathjodi River.jpg|thumb|right|କାଠଯୋଡ଼ି ନଦୀ]]
କଟକର ଭୌଗୋଳିକ ଅବସ୍ଥିତି ହେଉଛି ୨୦.୫ ଉ. ୮୫.୮୩ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୩୭ ମିଟର (୧୨୧ ଫୁଟ୍) । କଟକ ଉତ୍ତରରେ ମହାନଦୀ ଓ ଦକ୍ଷିଣରେ କାଠଯୋଡି ମଧ୍ୟରେ ଥିବା ତ୍ରିକୋଣଭୂମିରେ ଅବସ୍ଥିତ. କଟକର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ । ସହରରେ ଅନୁଭୂତ ସର୍ବୋଚ୍ଚ ତାପମାତ୍ରା ୫୦ ସେ. ହୋ‍ଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୦ ସେ. ଗ୍ରୀଷ୍ମର ପ୍ରଭାବ ମାର୍ଚ୍ଚ ଶେଷରୁ ନେଇ ଜୁନ୍ ମଧ୍ୟଭାଗ ଯାଏଁ ଅନୁଭୂତ ହୁଏ । ଜୁନ୍ ମଧ୍ୟଭାଗରୁ ବର୍ଷାଋତୁର ଆରମ୍ଭ । ସେପ୍‍ଟେମ୍ବରରୁ ଅକ୍‍ଟୋବରଅକ୍ଟୋବର ମଧ୍ୟଭାଗ ଯାଏଁ ସର୍ବାଧିକ ବୃଷ୍ଟିପାତ ହୋ‍ଇଥାଏ. କଟକର ବାର୍ଷିକ ହାରାହାରି ବୃଷ୍ଟିପାତ ୧୪୪.୩୯ ସେ.ମି. ।
 
ଶୀତଋତୁ ନଭେମ୍ବରରୁ ଆରମ୍ଭ ହୋ‍ଇ ଜାନୁଆରୀ ଆରମ୍ଭ ଯାଏଁ ରହିଥାଏ । ଏହି ସମୟରେ ଶୀତଳ ଉତ୍ତରା ପବନ ବହିବା ସହିତ ଶୀଘ୍ର (୫.୩୦ ଘଟିକା) ସନ୍ଧ୍ୟା ହୋ‍ଇଯାଉଥିବାରୁ ଲମ୍ବା ଓ ଥଣ୍ଡା ରାତି ଅନୁଭୂତ ହୁଏ ।
୫୬ କ ଧାଡ଼ି:
ଜାନୁଆରୀ ମଧ୍ୟରୁ ମାର୍ଚ୍ଚ ମଧ୍ୟଭାଗ ଯାଏଁ ବସନ୍ତ ଋତୁର ପ୍ରଭାବ ଦେଖାଯାଏ ଓ ତାପମାତ୍ରା ସର୍ବୋଚ୍ଚ ୩୩.୪ ସେ. ରୁ ୨୨.୨ ସେ. ମଧ୍ୟରେ ରହେ । କଟକ ଭ୍ରମଣ ଲାଗି ଏହା ସର୍ବୋତ୍କୃଷ୍ଟ ସମୟ ।
 
୨୦୦୧୨୦୧୧ ଜନଗଣନା ଅନୁଯାୟୀ କଟକର ମୋଟ ଜନସଂଖ୍ୟା ,୩୫୦୬,୧୩୯୦୦୭<!--ମୋଟ ଲୋକସଂଖ୍ୟାର ୫୩% ପୁରୁଷ ଓ ୪୭% ମହିଳା ।--> କଟକର ହାରାହାରି ସାକ୍ଷରତା ହାର ୭୫୯୧.୧୭% <!--ଯାହାକି ଜାତୀୟ ସାକ୍ଷରତା ହାର ୫୯.୫% ରୁ ଯଥେଷ୍ଟ ଊର୍ଦ୍ଧ୍ୱରେ--><!--ପୁରୁଷ ସାକ୍ଷରତା ହାର ୮୦% ଓ ମହିଳା ସାକ୍ଷରତା ହାର ୬୯% । କଟକ ଜନସଂଖ୍ୟାର ୧୦% ଭାଗ ୬ ବର୍ଷରୁ କମ୍ ବୟସ୍କ ଶିଶୁ ।--> <ref>[http://www.census2011.co.in/city.php City Census 2011]</ref>
[[ଫାଇଲ:Pithapur Cuttack.jpg|thumb|right|କଟକ ପିଠାପୁର]]
 
"https://or.wikipedia.org/wiki/କଟକ"ରୁ ଅଣାଯାଇଅଛି