"ଭୁବନେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୭ କ ଧାଡ଼ି:
}}
 
'''ଭୁବନେଶ୍ୱର''' {{audio|ଭୁବନେଶ୍ୱର.ogg|ଭୁବନେଶ୍ଵର}} [[ଓଡ଼ିଶା]]ର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ଦୁଇହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି, ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିର ମାନଙ୍କ ମଧ୍ୟରେ [[ଲିଙ୍ଗରାଜ]], [[ରାଜରାଣୀ]], [[ମୁକ୍ତେଶ୍ଵର]] ଆଦି ଦେଶ ବିଦେଶରେ ପରିଚିତ । ପୂର୍ବ ଭାରତରେ [[ପୁରୀ]], [[କୋଣାର୍କ]] ଓ [[ଭୁବନେଶ୍ୱର]]କୁ ସ୍ଵର୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କ ଦ୍ବାରାଦ୍ଵାରା ବିଶେଷ ଆଦୃତ ହୋଇଅଛି ।
 
ଭୁବନେଶ୍ୱର ୨୦୦୦ ବର୍ଷ ଆଗରୁ ଚେଦି ବଂଶ ଦ୍ବାରାଦ୍ଵାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ [[ଶିଶୁପାଳଗଡ଼]]ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ |
 
୧୯୪୮ ମସିହା ଏପ୍ରିଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା| ସେହି ପ୍ରତିଷ୍ଠା ଫଳକଟି ବର୍ତ୍ତମାନ ବିଧାନସଭା ସନ୍ନିକଟ ପାଚେରୀ ନିକଟରେ ଲାଗିଛି |
 
==ଆଧାର==
==ଦ୍ରଷ୍ଟବ୍ୟ==
{{Reflistଆଧାର}}
 
==ବାହାର ଲିଙ୍କଆଧାର==
{{Commons category}}
<!--======================== {{No more links}} ============================
୫୮ କ ଧାଡ଼ି:
{{Use dmy dates|date=September 2010}}
 
[[ବିଭାଗଶ୍ରେଣୀ:ସହର]]
[[ବିଭାଗଶ୍ରେଣୀ:ଖୋରଧା]]
[[ଶ୍ରେଣୀ:ଓଡ଼ିଶାର ସହର ଓ ନଗର]]
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[bg:Бхубанешвар]]
[[bn:ভুবনেশ্বর]]