"ଚାନ୍ଦିପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{prettyurl|chandipur}}
<!--[[Image:Chandipur.jpg|thumb|left|ଜୁଆର ସମୟରେ ଚାନ୍ଦିପୁର ବେଳାଭୂମି]]-->
<!-- See [[Wikipedia:WikiProject Indian cities]] for details -->{{Infobox Indian Jurisdiction |
Line ୨୩ ⟶ ୨୪:
footnotes = |
}}
'''ଚାନ୍ଦିପୁର'''({{Lang-oren|Chandipur}}) ବା '''ଚାନ୍ଦିପୁର ବେଳାଭୂମି''' [[ଓଡ଼ିଶା]]ର [[ବାଲେଶ୍ଵର ଜିଲା]]ର ଏକ ବେଳାଭୂମି । ଏହା [[ବଙ୍ଗୋପସାଗର]] ନିକଟରେ ଓ [[ବାଲେଶ୍ଵର]] ସହର ଠାରୁ ୧୬ କି.ମି. ଦୂରରେ ଅବସ୍ଥିତ । ଏହା ଏକ ନିଆରା ବେଳାଭୂମି ଯେଉଁଠାରେ ସମୁଦ୍ର ପାଣି ବେଳାଭୂମିରୁ ୧-୪ କି.ମି. ଯାଏଁ ଘୁଞ୍ଚିଯାଏ ଓ ଜୁଆର ସମୟରେ ପୁଣି ଫେରିଥାଏ । ଏହି କାରଣରୁ ଏଠାରେ ଅନେକ ଜୈବ ବିଭିନ୍ନତା ଦେଖିବାକୁ ମିଳିଥାଏ । ମିର୍ଜାପୁର ପଟ ବେଳାଭୂମିରେ [[ଅଶ୍ଵଖୁରାକୃତି କଙ୍କଡା]] ବା ନାଲି କଙ୍କଡ଼ା <!--Horseshoe crab--> ଦେଖିବାକୁ ମିଳିଥାଏ । ନିକଟରେ [[ବୁଢ଼ାବଳଙ୍ଗ ନଦୀ]]ର ମୁହାଣ ପାଖରେ ବଳରାମ ଗଡ଼ି ଠାରେ ଏକ ମାଛଧରା ବନ୍ଦର ଅଛି ।
 
ଚାନ୍ଦିପୁର ଠାରେ [[ଭାରତୀୟ ସେନା]]ର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର ମଧ୍ୟ ଅଛି ।