"ଚାନ୍ଦିପୁର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Psubhashish (ଆଲୋଚନା | ଅବଦାନ) ଟିକେ removed Category:ବାଲେଶ୍ଵର ଗାଁ ଓ ସହର; added Category:ବାଲେଶ୍ଵର ଜିଲ୍ଲାର ଗାଁ ଓ ସହର using HotCat |
Psubhashish (ଆଲୋଚନା | ଅବଦାନ) No edit summary |
||
୨୫ କ ଧାଡ଼ି:
'''ଚାନ୍ଦିପୁର'''({{Lang-or|Chandipur}}) ବା '''ଚାନ୍ଦିପୁର ବେଳାଭୂମି''' [[ଓଡ଼ିଶା]]ର [[ବାଲେଶ୍ଵର ଜିଲା]]ର ଏକ ବେଳାଭୂମି । ଏହା [[ବଙ୍ଗୋପସାଗର]] ନିକଟରେ ଓ [[ବାଲେଶ୍ଵର]] ସହର ଠାରୁ ୧୬ କି.ମି. ଦୂରରେ ଅବସ୍ଥିତ । ଏହା ଏକ ନିଆରା ବେଳାଭୂମି ଯେଉଁଠାରେ ସମୁଦ୍ର ପାଣି ବେଳାଭୂମିରୁ ୧-୪ କି.ମି. ଯାଏଁ ଘୁଞ୍ଚିଯାଏ ଓ ଜୁଆର ସମୟରେ ପୁଣି ଫେରିଥାଏ । ଏହି କାରଣରୁ ଏଠାରେ ଅନେକ ଜୈବ ବିଭିନ୍ନତା ଦେଖିବାକୁ ମିଳିଥାଏ । ମିର୍ଜାପୁର ପଟ ବେଳାଭୂମିରେ [[ଅଶ୍ଵଖୁରାକୃତି କଙ୍କଡା]] ବା ନାଲି କଙ୍କଡ଼ା <!--Horseshoe crab--> ଦେଖିବାକୁ ମିଳିଥାଏ । ନିକଟରେ [[ବୁଢ଼ାବଳଙ୍ଗ ନଦୀ]]ର ମୁହାଣ ପାଖରେ ବଳରାମ ଗଡ଼ି ଠାରେ ଏକ ମାଛଧରା ବନ୍ଦର ଅଛି ।
ଚାନ୍ଦିପୁର ଠାରେ [[ଭାରତୀୟ ସେନା]]ର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର ମଧ୍ୟ ଅଛି ।
[[ଫାଇଲ:Chandipur sea beach Baleswar.jpg|thumb|ଚାନ୍ଦିପୁର ବେଳାଭୂମି]]
==ଭୂଗୋଳ==
ଚାନ୍ଦିପୁର {{coord|21.47|N|87.02|E|}} ଠାରେ ଅବସ୍ଥିତ ।<ref>[http://www.fallingrain.com/world/IN/21/Chandipur.html Falling Rain Genomics, Inc - Chandipur]</ref> ଏହାର ହାରାହାରି ଉଚ୍ଚତା {{m to ft|3|m|abbr=on}} ।
|