"ବିଧାନ ସଭା ସଭ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
== ଉପକ୍ରମଣିକା ==
[[ଭାରତ]] ପ୍ରତି [[ରାଜ୍ୟ]] ପାଇଁ ଗୋଟିଏ ଲେଖାଏଁ ବିଧାନସଭା ରହିଛି । [[ସାବାଳକ]] ଭୋଟଦାନ ମାଧ୍ୟମରେ ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ଲୋକମାନଙ୍କ ଦ୍ଵାରା ଲୋକ-ପ୍ରତିନିଧି ଚୟନ କରାଯାଇ ବିଧାନସଭା ଗଠିତ ହୁଏ । ବିଧାନସଭା ସଦସ୍ୟ ସଂଖ୍ୟା ସର୍ବାଧିକ ୫୦୦ ଓ ସର୍ବନିମ୍ନ ୬୦ ଅଟେ । ତେବେ ଭାରତର କେତେକ ରାଜ୍ୟ-ବିଧାନସଭାରେ ୬୦ରୁ କମ ସଂଖ୍ୟକ ଆସନ ଅଛି;- ଯଥା:- [[ସିକିମ]](୩୨), [[ଗୋଆ]], [[ଅରୁଣାଚଳ ପ୍ରଦେଶ]] ଓ [[ମିଜୋରମ]] (ପ୍ରତ୍ୟେକ ୪୦) ।
== ଓଡିଶା ବିଧାନସଭା ==
ଓଡିଶା ବିଧାନସଭାରେ ସଭ୍ୟସଂଖ୍ୟା [[ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳୀ ତାଲିକା|୧୪୭]], ତନ୍ମଧ୍ୟରୁ ୨୨ ଓ ୩୪୩୪ଟି ଆସନ ଯଥାକ୍ରମେ [[ଅନୁସୂଚିତ ଜାତି]] ଓ [[ଅନୁସୂଚିତ ଜନଜାତି]] ବା [[ଆଦିବାସୀ]]ଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୧ଟି ଆସନ [[ସାଧାରଣ ବର୍ଗ]]ଙ୍କ ପାଇଁ ଉଦ୍ଦିଷ୍ଟ ।
== ବିଧାନସଭା ପାଇଁ ସଦସ୍ୟ ବ୍ୟବସ୍ଥା ==
ରାଜ୍ୟ ବିଧାନସଭାର ସଦସ୍ୟ ମାନେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି । ପ୍ରତିପ୍ରତ୍ୟେକ ଅଠର ବର୍ଷ ବା ତତୋଧିକ ବଯସରବୟସର ନାଗରିକମାନେ ମତଦାନ କରି ଲୋକପ୍ରତିନିଧି ଚୟନ କରିଥାନ୍ତି । ପ୍ରତି ରାଜ୍ୟ ବିଧାନସଭାର ଆସନ ସଂଖ୍ୟା ଯେତିକି ଥାଏ ସମାନ ସଂଖ୍ୟକ ଏକ-ସଭ୍ୟ ବିଶିଷ୍ଟ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇଥାଏ । ପ୍ରତି ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ପ୍ରାର୍ଥୀ ନିର୍ବାଚିତ ହୋଇଥାନ୍ତି ।
== ବିଧାନସଭା ସଭ୍ୟପଦ ପାଇଁ ଆବଶ୍ୟକୀୟ ଯୋଗ୍ୟତା ==
ବିଧାନସଭା ସଭ୍ୟ ପଦ ପାଇଁ ପ୍ରତି ପ୍ରାର୍ଥୀଙ୍କର ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ ।
୨୬ କ ଧାଡ଼ି:
==ଆଧାର==
{{ଆଧାର}}
 
{{ଓଡ଼ିଶା}}