"ବିଧାନ ସଭା ସଭ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"== ଉପକ୍ରମଣିକା == ଭାରତ ପ୍ରତି ରାଜ୍ୟ ପାଇଁ ଗୋଟିଏ ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୩ କ ଧାଡ଼ି:
== ଓଡିଶା ବିଧାନସଭା ==
ଓଡିଶା ବିଧାନସଭାରେ ସଭ୍ୟସଂଖ୍ୟା ୧୪୭, ତନ୍ମଧ୍ୟରୁ ୨୨ ଓ ୩୪ ଆସନ ଯଥାକ୍ରମେ [[ଅନୁସୂଚିତ ଜାତି]] ଓ [[ଅନୁସୂଚିତ ଜନଜାତି]] ବା [[ଆଦିବାସୀ]]ଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୧ଟି ଆସନ [[ସାଧାରଣ ବର୍ଗ]]ଙ୍କ ପାଇଁ ଉଦ୍ଦିଷ୍ଟ ।
== ବିଧାନସଭା ପାଇଁ ସଦସ୍ୟ ବ୍ୟବସ୍ଥା ==
ରାଜ୍ୟ ବିଧାନସଭାର ସଦସ୍ୟ ମାନେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି । ପ୍ରତି ଅଠର ବର୍ଷ ବା ତତୋଧିକ ବଯସର ନାଗରିକମାନେ ମତଦାନ କରି ଲୋକପ୍ରତିନିଧି ଚୟନ କରିଥାନ୍ତି । ପ୍ରତି ରାଜ୍ୟ ବିଧାନସଭାର ଆସନ ସଂଖ୍ୟା ଯେତିକି ଥାଏ ସମାନ ସଂଖ୍ୟକ ଏକ-ସଭ୍ୟ ବିଶିଷ୍ଟ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇଥାଏ । ପ୍ରତି ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ପ୍ରାର୍ଥୀ ନିର୍ବାଚିତ ହୋଇଥାନ୍ତି ।
== ବିଧାନସଭା ସଭ୍ୟପଦ ପାଇଁ ଆବଶ୍ୟକୀୟ ଯୋଗ୍ୟତା ==
ବିଧାନସଭା ସଭ୍ୟ ପଦ ପାଇଁ ପ୍ରତି ପ୍ରାର୍ଥୀଙ୍କର ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ ।
 
# ସେ ଜଣେ ଭାରତୀୟ [[ନାଗରିକ]] ହୋଇଥିବେ ।
# ତାଙ୍କର ବୟସ ୨୫ ବର୍ଷରୁ କମ ହୋଇନଥିବ ।
# [[ସଂସଦ]] ଦ୍ଵାରା ପ୍ରଣୀତ ନିର୍ବାଚନ ଆଇନ ଅନୁଯାୟୀ ତାଙ୍କର ଅନ୍ୟ ଯୋଗ୍ୟତା ଥିବା ।
 
ଜଣେ ପ୍ରାର୍ଥୀ ନିର୍ବାଚନ ପାଇଁ ଅଯୋଗ୍ୟ ବିବେଚିତ ଯଦି -
 
# ସେ କୌଣସି ସରକାରୀ ଲାଭ ଜନକ ପଦବୀରେ ଥିବେ ।
# ସେ ଯଦି ମସ୍ତିସ୍କ ବିକୃତ ବୋଲି ନାୟାଳୟରୁ ବିବେଚିତ ହୋଇଥିବେ ।
# ସେ ନିଃସ୍ଵ ହୋଇଥିବେ ।
# ସେ ଯଦି ଅନ୍ୟ ରାଷ୍ଟ୍ରର ନାଗରିକ ହୋଇଥିବେ ।
#