"ମହାଭାରତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.6.4) (Robot: Adding kk:Махабхарата
No edit summary
୧ କ ଧାଡ଼ି:
[[ଫାଇଲ:Kurukshetra.jpg|thumb]]
'''ମହାଭାରତ''', ମହର୍ଷି ବ୍ୟାସଦେବଙ୍କ''ବ୍ୟାସଦେବ''ଙ୍କ ରଚିତ ଅଷ୍ଟାଦଶ ପର୍ବଯୁକ୍ତ ବିରାଟ ସଂସ୍କୃତ ପଦ୍ୟଗ୍ରନ୍ଥ ବା ମହାକାବ୍ୟ ୤ ମହାଭାରତ ପର୍ବ ସଂଗ୍ରହାଧ୍ୟାୟ ରେ ସୂଚିତ ଅଧ୍ୟାୟ ଓ ଶ୍ଳୋକମାନଙ୍କ ସଂଖ୍ୟାକୁ ମୋଟ କଲେ ଏଥିରେ ପ୍ରାୟ ୧୯୨୩ଟି ଅଧ୍ୟାୟ ଓ ୧,୦୪,୮୩୬ ଶ୍ଳୋକ (ପ୍ରତି ଶ୍ଳୋକରେ ଚାରି ଚରଣ ବା ଦୁଇ ଧାଡ଼ି) ଥିବାର ଜଣାଯାଏ ୤
 
[[ଓଡ଼ିଶା|ଉତ୍କଳ]]ର ଶୁଦ୍ରମୁନି [[ସାରଳା ଦାସ]] ମହାଭାରତକୁ [[ଓଡ଼ିଆ ଭାଷା|ଓଡ଼ିଆ]] ପଦ୍ୟରେ ଲେଖିଅଛନ୍ତି; କିନ୍ତୁ ସେଥିରେ ମୂଳ ଗ୍ରନ୍ଥର ଅନେକ ବିଷୟକୁ ଛାଡ଼ିଯାଇ ଅଛନ୍ତି ୤ [[ଗଞ୍ଜାମ ଜିଲା|ଗଞ୍ଜାମ]] ଧରାକୋଟର ପୂର୍ବତନ ରାଜା କୃଷ୍ଣସିଂହ ସମଗ୍ର [[ସଂସ୍କୃତ ଭାଷା|ସଂସ୍କୃତ]] ମହାଭାରତକୁ [[ଓଡ଼ିଆ ଭାଷା|ଓଡ଼ିଆ]] ପଦ୍ୟରେ ଅନୁବାଦ କରିଥିଲେ ୤
"https://or.wikipedia.org/wiki/ମହାଭାରତ"ରୁ ଅଣାଯାଇଅଛି