"ସମଲେଶ୍ୱରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା
No edit summary
୧ କ ଧାଡ଼ି:
{{Hdeity infobox| <!--Wikipedia:WikiProject Hindu mythology-->
[[File:Samlei Gudi (Samaleswari Temple).jpg|thumb|ସମଲେଶ୍ୱରୀ ମନ୍ଦିର]]
| Image = Samlei Gudi (Samaleswari Temple).jpg
==ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ==
| Name = ସମଲେଇ (ସମଲେଶ୍ଵରୀ)
ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ବର୍ଷସାରା ଗୈରିକ ବର୍ଣ୍ଣର ସିନ୍ଦୂର ମଣ୍ଡିତା ହୋଇ ଦର୍ଶନ ଦେଇଥାନ୍ତି ୤ [[ଆଶ୍ୱିନ]] [[ମାସ]] [[ଅମାବାସ୍ୟା]] (ମହାଳୟା) ଦିନ ମାଙ୍କୁ ଶ୍ୱେତ ରୂପରେ ସଜ୍ଜିତ କରାଯାଇଥାଏ ୤ ମା’ଙ୍କର ଏହି ନିଆରା ବାର୍ଷିକ ରୂପକୁ ଧବଳମୁଖୀ ବେଶ ବା ଗଙ୍ଗା ଦର୍ଶନ ବେଶ କୁହାଯାଏ ୤ ପୁଅଜିଉଁତିଆ ପାର୍ବଣ ଠାରୁ ମା’ଙ୍କର ଷୋହଳ ପୂଜା ଆରମ୍ଭ ହୁଏ ୤ ମହାଳୟା ପୂର୍ବ ଦିନ ମା’ ସତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ୤ ସେହି ଦିନ ମଧ୍ୟରାତ୍ରରେ ପୂଜକମାନେ ମନ୍ଦିର ଦ୍ୱାର ବନ୍ଦ କରି ଦେବୀଙ୍କୁ କର୍ପୁର ମିଶ୍ରିତ ଗଙ୍ଗାଜଳରେ ସ୍ନାନ କରାଇ ଚନ୍ଦନ, ଅଗୁର ପ୍ରଲେପ ଦେଇ ମା’ଙ୍କୁ ଧବଳମୁଖୀ ବେଶରେ ସଜାନ୍ତି ୤ ମା’ଙ୍କୁ ଦୁଇଦିନ ଧରି ଧବଳମୁଖୀ ବେଶରେ ରଖାଯାଏ୤ ମହାଳୟା ଶ୍ରାଦ୍ଧ ଦିନ ଦେବୀଙ୍କ ଏହି ରୂପ ଦର୍ଶନରେ ଗଙ୍ଗାଦର୍ଶନର ପୂଣ୍ୟ ଲାଭ ହେଉଥିବା ବିଶ୍ୱାସ କରାଯାଏ ୤
| Affiliation = [[ଦୁର୍ଗା]]ଙ୍କର ଅବତାର
| God_of =
| Abode =
| Mantra =
| Weapon =
| Mount =
| Planet =
}}
 
'''ସମଲେଇ''' ବା '''ସମଲେଶ୍ଵରୀ''' ଜଣେ [[ହିନ୍ଦୁ]] ଠାକୁରାଣୀ [[ଦୁର୍ଗା]]ଙ୍କର ଅନ୍ୟ ରୂପ । [[ଓଡ଼ିଶା]]ର [[ସମ୍ବଲପୁର]]ର [[ସମଲେଶ୍ୱରୀ ମନ୍ଦିର]], [[ସୋନପୁର]]ର [[ସମଲେଶ୍ଵରୀ ମନ୍ଦିର, ସୋନପୁର|ସମଲେଶ୍ଵରୀ ମନ୍ଦିର]] ସେ ପୂଜା ପାଇଥାନ୍ତି ।
{{ହିନ୍ଦୁ ମନ୍ଦିର}}
 
== କିମ୍ବଦନ୍ତି ==
 
==ବେଶ==
===ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ===
ସମଲେଇ ପଶ୍ଚିମ ଓଡ଼ିଶାରଓଡ଼ିଶାରେ ଆରାଧ୍ୟ ଦେବୀ ମା’ରୂପେ ସମଲେଶ୍ୱରୀପୂଜା ବର୍ଷସାରାପାଇଥାନ୍ତି ଗୈରିକ ବର୍ଣ୍ଣରସେ ସିନ୍ଦୂର ମଣ୍ଡିତା ହୋଇହୋଇଥାନ୍ତି ଦର୍ଶନ ଦେଇଥାନ୍ତିଗେରୁଆ ଲୁଗାରେ ଭୂଷିତ ହୋଇଥାନ୍ତି । [[ଆଶ୍ୱିନ]] [[ମାସ]] [[ଅମାବାସ୍ୟା]] (ମହାଳୟା) ଦିନ ମାଙ୍କୁଦେବୀ ସମଲେଇଙ୍କୁ ଶ୍ୱେତ ରୂପରେ ସଜ୍ଜିତ କରାଯାଇଥାଏ ମା’ଙ୍କରସମଲେଇଙ୍କର ଏହି ନିଆରା ବାର୍ଷିକ ରୂପକୁ "ଧବଳମୁଖୀ ବେଶ" ବା "ଗଙ୍ଗା ଦର୍ଶନ ବେଶ" କୁହାଯାଏ [[ପୁଅଜିଉଁତିଆ]] ପାର୍ବଣ ଠାରୁ ମା’ଙ୍କରସମଲେଇଙ୍କର ଷୋହଳ ପୂଜା ଆରମ୍ଭ ହୁଏ ମହାଳୟା ପୂର୍ବ ଦିନ ମା’ସମଲେଇ ସତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ସେହି ଦିନ ମଧ୍ୟରାତ୍ରରେ ପୂଜକମାନେ ମନ୍ଦିର ଦ୍ୱାର ବନ୍ଦ କରି ଦେବୀଙ୍କୁ କର୍ପୁର ମିଶ୍ରିତ ଗଙ୍ଗାଜଳରେ ସ୍ନାନ କରାଇ ଚନ୍ଦନ, ଅଗୁର ପ୍ରଲେପ ଦେଇ ମା’ଙ୍କୁସମଲେଇଙ୍କୁ ଧବଳମୁଖୀ ବେଶରେ ସଜାନ୍ତିସଜାଇଥାନ୍ତି ମା’ଙ୍କୁସମଲେଇଙ୍କୁ ଦୁଇଦିନ ଧରି ଧବଳମୁଖୀ ବେଶରେ ରଖାଯାଏ୤ ମହାଳୟା ଶ୍ରାଦ୍ଧ ଦିନ ଦେବୀଙ୍କ ଏହି ରୂପ ଦର୍ଶନରେ ଗଙ୍ଗାଦର୍ଶନର ପୂଣ୍ୟ ଲାଭ ହେଉଥିବା ବିଶ୍ୱାସ କରାଯାଏରଖାଯାଏ
 
{{ହିନ୍ଦୁ ==ମନ୍ଦିର}}==
* [[ସମଲେଶ୍ୱରୀ ମନ୍ଦିର]], [[ସମ୍ବଲପୁର]]
* [[ସମଲେଶ୍ଵରୀ ମନ୍ଦିର, ସୋନପୁର|ସମଲେଶ୍ଵରୀ ମନ୍ଦିର]], [[ସୋନପୁର]]
 
==ଆଧାର==
{{ଆଧାର}}
 
== ବାହାର ଲିଙ୍କ ==
*[www.samaleswari.org ମୁଖ୍ୟ ୱେବସାଇଟ]]
 
[[ଶ୍ରେଣୀ:ଓଡ଼ିଶାର ହିନ୍ଦୁ ମନ୍ଦିର]]