"ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବାମନ ଜନ୍ମ ନୀତି
ଟିକେNo edit summary
୧ କ ଧାଡ଼ି:
* [[ପଣା ସଂକ୍ରାନ୍ତି]]: ମହା ବିଷୁବ ସଂକ୍ରାନ୍ତି: [[ଓଡ଼ିଆ ନବବର୍ଷ]]
* [[ଅକ୍ଷୟ ତୃତୀୟା]] ବା [[ଅଖି ତୃତୀୟା]]: ବୈଶାଖ ଶୁକ୍ଳ ତୃତୀୟା : [[ରଥ]] ନିର୍ମାଣ ଅନୁକୂଳ । ଚନ୍ଦନ ଯାତ୍ରା ଆରମ୍ଭ ।
* [[ଚନ୍ଦନ ଯାତ୍ରା]] ବା [[ଗନ୍ଧଲେପନ ଯାତ୍ରା]]: ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ ୪୨ ଦିନ ପର୍ଯ୍ୟନ୍ତ ୤ ମହାଲକ୍ଷ୍ମୀ, ଭୂଦେବୀ, [[ମଦନ ମୋହନ]], [[ରାମ କୃଷ୍ଣ]], [[ଲକ୍ଷ୍ମୀ]], [[ସରସ୍ଵତୀ]] ଓ ପଞ୍ଚ [[ଶିବ]] (ଶ୍ରୀ [[ଲୋକନାଥ]], ଶ୍ରୀ [[ଯମେଶ୍ଵର]], ଶ୍ରୀ [[କପାଳମୋଚନ]], ଶ୍ରୀ [[ମାର୍କଣ୍ଡେଶ୍ଵର]] ଓ ଶ୍ରୀ [[ନୀଳକଣ୍ଠେଶ୍ଵର]]) ପାଲିଙ୍କିରେ ନରେନ୍ଦ୍ର ପୋଖରୀକୁ ଯାଇ ୨୧ ଦିନ ପର୍ଯ୍ୟନ୍ତ ସନ୍ଧ୍ୟାରେ ଚାପ ଖେଳନ୍ତି ୤
* ନିଳାଦ୍ରି ମହୋଦୟ (ଅଧିବାସ):
* ନିଳାଦ୍ରି ମହୋଦୟ: [[ବୈଶାଖ]] ଶୁକ୍ଳ [[ଅଷ୍ଟମୀ]]
୭୩ କ ଧାଡ଼ି:
** ମଳତିଥିରେ: [[ନାଗାର୍ଜୁନ ବେଶ]]
* ନବାନ୍ନ:
* ପ୍ରଥମାଷ୍ଟମୀ: [[ମାର୍ଗଶୀର]] କୃଷ୍ଣାଷ୍ଟମୀ (ପ୍ରଥମାଷ୍ଟମୀ)- ବନ୍ଦାପନା ନିତି ହୁଏ
* ଦେବ ଦୀପାବଳୀ: ଏହିଦିନ ଶ୍ରୀ[[ଜଗନ୍ନାଥ]] ଓ [[ବଳଭଦ୍ର]] କଶ୍ୟପ, ଅଦିତି, ଦଶରଥ, କୌଶଲ୍ୟା, [[ଦେବକୀ]], [[ବସୁଦେବ]], ନନ୍ଦ ଓ ଯଶୋଦାଙ୍କ[[ଯଶୋଦା]]ଙ୍କ ଉଦ୍ଧେଶ୍ୟରେ ଶ୍ରାଦ୍ଧ କରନ୍ତି ୤
* ଓଢ଼ଣ ଷଷ୍ଠୀ: ମାର୍ଗଶିର[[ମାର୍ଗଶୀର]] ଶୁକ୍ଳ ଷଷ୍ଠୀ (ମୂଳକ ଷଷ୍ଠୀ/ ପ୍ରାବରଣ ଷଷ୍ଠୀ / ଗୁହ ଷଷ୍ଠୀ) : ଏହିଦିନ ଠାରୁ ଶୀତ ବସ୍ତ୍ର ପରିଧାନ କରନ୍ତି୤
* ପାଣ୍ଡୁ ପୂର୍ଣ୍ଣିମା: ମାର୍ଗଶିର[[ମାର୍ଗଶୀର]] ପୂର୍ଣ୍ଣମୀ:
* [[ଧନୁ ସଂକ୍ରାନ୍ତି]]: ଏହି ଦିନ ଠାରୁ ପହଲି ଭୋଗ ଆରମ୍ଭ ହୋଇ [[ମକର ସଂକ୍ରାନ୍ତି]] ରେ ଶେଷ ହୁଏ ୤
* [[ବଉଳ ଉଆଁସ]] ବା [[ବକୁଳ ଅମାବାସ୍ୟା]]: [[ପୌଷ]] [[ଅମାବାସ୍ୟା]] (ବଉଳ ଅମାବାସ୍ୟା) : ବରାହ ଜନ୍ମ ୤ ଏହିଦିନ ଗଇଁଠା ପୂଜା କରାଯାଏ ୤
* ପୁଷ୍ୟାଭିଷେକ:
* ନବାଙ୍କ ବେଶ: (ଫୁଲ ମେଲାଣ)