"ଧଉଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଏକଦା ଧଉଳି ପାହାଡ ସୁରଭିଗିରି ନାମରେ ଐତିହାସିକ ସ୍ଵାକ୍ଷର ବହନ କରିଥିଲ।
୮ କ ଧାଡ଼ି:
<ref>[http://www.dhauli.net/ ଧଉଳି, ଓଡ଼ିଶା]</ref>
। ସାଧାରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ୧୯୭୦ରେ ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ଼ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଥିଲା, ଯାହା ଗବେଷକ ମାନଙ୍କ ପାଇଁ ଏକ ବିଶେଷ ଜାଗା ।
 
ଏକଦା ଧଉଳି ପାହାଡପାହାଡ଼ ସୁରଭିଗିରି ନାମରେ ଐତିହାସିକ ସ୍ଵାକ୍ଷର ବହନ କରିଥିଲ।କରିଥିଲା ଏହା ଏହାର ଶିଖର ଦେଶରେ ଏକ ଭେଷଜ ଉପବନ ଓ ପ୍ରମୋଦ ଉଦ୍ୟାନ ମଧ୍ୟ ଥିଲା।ଥିଲା ଅଶୋକଙ୍କ। [[ଅଶୋକ]]ଙ୍କ ଧର୍ମାନୁଶାସନ ବହନ କରିଥିବା ଦକ୍ଷିଣ ସୀମାନ୍ତବର୍ତ୍ତୀ ପାହାଡରେ ପ୍ରିୟଦର୍ଶୀ ରାଜତ୍ଵର ମୂକସାକ୍ଷୀ ରୂପେ ବିଦ୍ୟମାନ ଶିଳାହସ୍ତୀକୁ [[ମହାଭାରତ]] ସମୟସମୟର ର ଅଶ୍ଵଥାମାଅଶ୍ଵତ୍ଥାମା ହସ୍ତୀ ନାମରେ ଓ ପାହାଡଟିପାହାଡ଼ଟି କୁ ଅଶ୍ଵଥାମାଅଶ୍ଵତ୍ଥାମା ପାହାଡପାହାଡ଼ ନାମରେ ନାମିତ କରାଯାଇଛି।ଜତୁଗ୍ରୁହକରାଯାଇଛି ରୁ ଆତ୍ମରକ୍ଷ୍ୟାଜତୁଗୃହରୁ ଆତ୍ମରକ୍ଷା ପାଇଁ ମାତା କୁନ୍ତି [[କୁନ୍ତୀ]]ଙ୍କ ସହ ପଞ୍ଚୁ [[ପାଣ୍ଡବ|ପଞ୍ଚୁପାଣ୍ଡବ]] ଏଠାରେ ରହିଥିବାରୁ ଏହାର ଗୁମ୍ଫା ସମୁହ କୁ ପଞ୍ଛୁପାଣ୍ଡବ[[ପାଣ୍ଡବ|ପଞ୍ଚୁପାଣ୍ଡବ]] ଗୁମ୍ଫା ନାମରେ ନାମିତ କରାଯାଇଛି।କରାଯାଇଛି ।
 
==ଓଡ଼ିଶାରେ ଥିବା ଅନ୍ୟ ବୌଦ୍ଧ କୀର୍ତ୍ତି==
"https://or.wikipedia.org/wiki/ଧଉଳି"ରୁ ଅଣାଯାଇଅଛି