"ଅମାବାସ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
 
==ଅମାବାସ୍ୟା==
କୃଷ୍ଣପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି) କୁ ଅମାବାସ୍ୟା କୁହାଯାଏ ୤ ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ |
 
* [[ବୈଶାଖ]] ଅମବାସ୍ୟାଅମାବାସ୍ୟା:ରୁକ୍ମିଣୀ ଅମାବାସ୍ୟା
* [[ଜ୍ୟୈଷ୍ଠ]] ଅମାବାସ୍ୟା: ସାବିତ୍ରୀ ଅମାବାସ୍ୟା ୤
* [[ଆଷାଢ଼]] ଅମାବାସ୍ୟା: ବିଜୟ(ଉଭା) ଅମାବାସ୍ୟା ୤
Line ୧୧ ⟶ ୧୦:
* [[କାର୍ତ୍ତିକ]] ଅମାବାସ୍ୟା: ପ୍ରଦୀପ (ପୟା) ଅମାବାସ୍ୟା ବା ପୂପେଇ/ପିପେଇ ଅମାବାସ୍ୟା ।
:ଏ ଦିନ ସନ୍ଧ୍ୟା ପରେ ପିଣ୍ଡବର୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୂପ ଦୀପ ଅର୍ଥାତ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଓ ବଡ଼ ବଡୁଆଙ୍କୁ ନିଆଁ ହୁଳା ଦେଖାଇ ଡକାଯାଏ –“ବଡ଼ ବଡ଼ୁଆଏ ହେ ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ାଉଥାଅ ୤ ”
* ମାର୍ଗଶିର[[ମାର୍ଗଶୀର]] ଅମାବାସ୍ୟା: ମହୋଦଧି ଅମାବାସ୍ୟା ୤
* [[ପୌଷ]] ଅମାବାସ୍ୟା: ବଉଳ (ବକୁଳ) ଅମାବାସ୍ୟା : ବରାହ ଜନ୍ମ ୤
* [[ମାଘ]] ଅମାବାସ୍ୟା: ତ୍ରିବେଣୀ(ବିରଜା,ମୌନୀ) ଅମାବାସ୍ୟା ୤
* [[ଫାଲ୍‌ଗୁନ]] ଅମାବାସ୍ୟା: ଉଜ୍ଜାଗରଣ (ଜାଗର) ଅମାବାସ୍ୟା ୤
* [[ଚୈତ୍ର]] ଅମାବାସ୍ୟା: ନିମକୋଳି(ମଧୁ) ଅମାବାସ୍ୟା ୤
 
Line ୨୨ ⟶ ୨୧:
[[ଶ୍ରେଣୀ:ପକ୍ଷ]]
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[en:Amavasya]]
[[es:Amavasha]]