"ପଞ୍ଚମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା
୨ କ ଧାଡ଼ି:
'ପଞ୍ଚମୀ' ଚନ୍ଦ୍ରପକ୍ଷର ପଞ୍ଚମ ଦିବସ - ଚନ୍ଦ୍ରର ପଞ୍ଚମ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] ୤ [[ଚତୁର୍ଥୀ]]ର ପରବର୍ତ୍ତୀ ଓ [[ଷଷ୍ଠୀ]]ର ପୂର୍ବବର୍ତ୍ତୀ ତିଥି୤ କୃଷ୍ଣ ପକ୍ଷର ପଞ୍ଚମୀକୁ କୃଷ୍ଣା ପଞ୍ଚମୀ ଓ ଶୁକ୍ଳ ପକ୍ଷର ପଞ୍ଚମୀକୁ ଶୁକ୍ଳା ପଞ୍ଚମୀ କୁହାଯାଇଥାଏ ୤
 
* [[ଜ୍ୟେଷ୍ଠଜ୍ୟୈଷ୍ଠ]] ଶୁକ୍ଳପଞ୍ଚମୀ: – ମହାଦେବଙ୍କ[[ଶିବ]]ଙ୍କ ବିବାହ ୤
* [[ଶ୍ରାବଣ]] କୃଷ୍ଣ ପଞ୍ଚମୀ-: ନାଗ ପଞ୍ଚମୀ/ ମନସା ପଞ୍ଚମୀ – ନାଗପୂଜା ୤
* [[ଶ୍ରାବଣ]] ଶୁକ୍ଳ ପଞ୍ଚମୀ: ଜାଗ୍ରଦ୍‌ଗୌରୀ ପଞ୍ଚମୀ – ଗ୍ରାମଦେବତୀ ପୂଜା ୤
* [[ଭାଦ୍ରବ]] କୃଷ୍ଣ ପଞ୍ଚମୀ: ରକ୍ଷା ପଞ୍ଚମୀ / ରେଖା ପଞ୍ଚମୀ- [[ଜଗନ୍ନାଥ]]ଙ୍କ ରେଖା ଲାଗି ୤ କବାଟରେ ଚିତ୍ରିତ ଘଣ୍ଟାକର୍ଣ୍ଣ ଓ ଭୈରବପୂଜା ୤
* [[ଭାଦ୍ରବ]] ଶୁକ୍ଳ ପଞ୍ଚମୀ-: ଋଷିପଞ୍ଚମୀ/ ଗୁରୁପଞ୍ଚମୀ- ଶୁକ୍ଳପକ୍ଷ [[ଗୁରୁବାର]] ଦିନ ପଞ୍ଚମୀ ତିଥି ପଡ଼ିଲେ [[ଲକ୍ଷ୍ମୀ]] ପୂଜା ୤
* [[ଆଶ୍ବିନଆଶ୍ୱିନ]] କୃଷ୍ଣ ପଞ୍ଚମୀ: – ଅଶ୍ବପଞ୍ଚମୀଅଶ୍ଵପଞ୍ଚମୀ / ନାହାଣ ପଞ୍ଚମୀ – ଅଶ୍ବପୂଜାଅଶ୍ଵପୂଜା
* [[ଆଶ୍ବିନଆଶ୍ୱିନ]] ଶୁକ୍ଳ ପଞ୍ଚମୀ: ନତପଞ୍ଚମୀ – ଦୁର୍ଗାପୂଜାରମ୍ଭ(ପଞ୍ଚମୀଠାରୁ ନବମୀପର୍ଯ୍ୟନ୍ତ)
* [[ମାଘ]] ଶୁକ୍ଳପଞ୍ଚମୀ: ବସନ୍ତପଞ୍ଚମୀ / [[ଶ୍ରୀପଞ୍ଚମୀ]] – ସରସ୍ବତୀସରସ୍ଵତୀ ପୂଜା, [[ଜଗନ୍ନାଥ]] ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ୤
 
 
{{ପକ୍ଷ}}
 
[[ବିଭାଗଶ୍ରେଣୀ:ଜ୍ୟୋତିଷୀ]]
[[ବିଭାଗଶ୍ରେଣୀ:ପକ୍ଷ]]
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[en:Panchami]]
[[new:पञ्चमी]]
[[te:పంచమి]]
"https://or.wikipedia.org/wiki/ପଞ୍ଚମୀ"ରୁ ଅଣାଯାଇଅଛି