"ଚତୁର୍ଥୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା
୨ କ ଧାଡ଼ି:
'ଚତୁର୍ଥୀ' ଚନ୍ଦ୍ରପକ୍ଷର ଚତୁର୍ଥ ଦିବସ - ଚନ୍ଦ୍ରର ଚତୁର୍ଥ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] ୤ [[ତୃତୀୟା]]ର ପରବର୍ତ୍ତୀ ଓ [[ପଞ୍ଚମୀ]]ର ପୂର୍ବବର୍ତ୍ତୀ ତିଥି୤ କୃଷ୍ଣ ପକ୍ଷର ଚତୁର୍ଥୀକୁ କୃଷ୍ଣା ଚତୁର୍ଥୀ ଓ ଶୁକ୍ଳ ପକ୍ଷର ଚତୁର୍ଥୀକୁ ଶୁକ୍ଳା ଚତୁର୍ଥୀ କୁହାଯାଇଥାଏ ୤
 
* [[ଭାଦ୍ରବ]] ଶୁକ୍ଳ ଚତୁର୍ଥୀ: [[ଗଣେଶ]] ପୂଜା ୤
* [[ମାଘ]] ଶୁକ୍ଳ ଚତୁର୍ଥୀ: ଗୌରୀ ପୂଜା ୤
 
 
{{ପକ୍ଷ}}
 
[[ବିଭାଗଶ୍ରେଣୀ:ଜ୍ୟୋତିଷୀ]]
[[ବିଭାଗଶ୍ରେଣୀ:ପକ୍ଷ]]
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[en:Chaturthi]]
[[te:చవితి]]
"https://or.wikipedia.org/wiki/ଚତୁର୍ଥୀ"ରୁ ଅଣାଯାଇଅଛି