"ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବାମନ ଜନ୍ମ ନୀତି
ଟିକେ
ଟିକେ (ବାମନ ଜନ୍ମ ନୀତି)
* ରାଧାଜନ୍ମାଷ୍ଟମୀ: ଭାଦ୍ରବ ଶୁକ୍ଳାଷ୍ଟମୀ(ଦୁର୍ବ୍ବାଷ୍ଟମୀ): ରାଧିକା ଏହିଦିନ ଜନ୍ମଗ୍ରହଣ କରିଥିଲେ ୤ ଶ୍ରୀ[[ସୁଦର୍ଶନ]] ଦେବଙ୍କ ଆଶ୍ରମ ବିଜେ ।
* ଲବଣି ଖିଆ: ମଥୁରାହାଟ ଜୁର ଉତ୍ସବ
* ପାର୍ଶ୍ବପରିବର୍ତ୍ତନପାର୍ଶ୍ଵପରିବର୍ତ୍ତନ [[ଏକାଦଶୀ]]: ଭାଦ୍ରବ ଶୁକ୍ଳ ଏକାଦଶୀ (ବଡ଼): ଶୟନ ଏକାଦଶିର ପରବର୍ତ୍ତୀ ବଡ଼ ଏକାଦଶୀ ୤ ଏ ଦିନ ବିଷ୍ଣୁ ଶୋଇଥିବା ଅବସ୍ଥାରେ ବାଆଁପାଖରୁଉ ଡାହାଣ ପାଖକୁ କଡ଼ ଲେଉଟାନ୍ତି ବୋଲି ବିଶ୍ଵାସ ୤
* ବାମନ ଜନ୍ମ: ଭାଦ୍ରବ ଶୁକ୍ଳଦ୍ବାଦଶୀଶୁକ୍ଳ[[ଦ୍ଵାଦଶୀ]]: ସୁନିଆ/ ଗରୁଡ଼ ପାର୍ଶ୍ବପାର୍ଶ୍ଵ ପରିବର୍ତ୍ତନ/ ଇନ୍ଦ୍ରଧ୍ଵଜ ପୂଜା | ବାମନ ଅବତାରତେ ବିଷ୍ଣୁ ଏ ଦିନ ଅଦିତିଙ୍କ ଗର୍ଭରୁ ଆବିର୍ଭୁତ ହୋଇଥିଲେ ୤
:[[ଭାଦ୍ରବ]] ଶୁକ୍ଳ [[ଦ୍ଵାଦଶୀ]] [[ତିଥି]]ରେ [[ଶ୍ରୀମନ୍ଦିର]]ରେ ପାରମ୍ପରିକ ରୀତି ମତେ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ ୤ ମଧ୍ୟାହ୍ନ ଧୂପ ଉଠିବା ପରେ ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରିଦିଆଯାଏ ୤ ଭିତରେ ପାଣି ପଡ଼ି ପୋଛା ମରାଯିବା ପରେ ପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ତିଆରି କରନ୍ତି ୤ ତିନିବାଡ଼ରେ ବନ୍ଦାପନା ପରେ ମହାଜନ ସେବକମାନେ [[କୃଷ୍ଣ]]ଙ୍କୁ ଭିତର ସିଂହାସନକୁ ବିଜେ କରାନ୍ତି ୤ ବଣିଆ ଦେଇଥିବା ଏକ ସୁବର୍ଣ୍ଣ ବାମନ ପ୍ରତିମାଙ୍କୁ ପଞ୍ଚାମୃତରେ ମହାସ୍ନାନ କରାଯାଇ ଶୀତଳ ଭୋଗ କରାଯିବା ପରେ ଗର୍ଭଉଦକ ନିମନ୍ତେ ପଞ୍ଚୋପଚାରରେ ପୂଜା କରାଯାଇଥାଏ ୤ [[ରାମନବମୀ]] ଅଥବା [[ଜନ୍ମାଷ୍ଟମୀ]] ଭଳି ନୀତି ନ ହୋଇ ବିଧିବ୍ୟବସ୍ଥା ତଥା ପାରମ୍ପରିକ ରୀତି ମତେ ଖଣ୍ଡୁଆ ଘୋଡ଼ାଇ ପୋଥିପାଠ ପ୍ରମାଣେ ଜନ୍ମନୀତି ଅନୁଷ୍ଠିତ ହେବାପରେ ପାଳିଆ ମହାସୁଆର ଦେଇଥିବା କ୍ଷୀର, ଲହୁଣି ଓ କୋରାକୁ ପଣ୍ଡା ମଣୋହି କରାଇଥାନ୍ତି ୤ ମାଜଣା ମଣ୍ଡପରେ କେତେକ ନୀତି ସମ୍ପାଦିତ ହୋଇ ବାମନ (କୃଷ୍ଣ) ଦକ୍ଷିଣଘରକୁ ବିଜେ କରନ୍ତି ୤ ଏହି ଅବସରରେ [[ଶ୍ରୀମନ୍ଦିର]]ରେ ସନ୍ଧ୍ୟାଧୂପ ପରେ ସ୍ନାନବେଦୀ ପାଖ ଚାହାଣୀମଣ୍ଡପଠାରେ ବଡ଼ଛତା ମଠ କୋଣରେ କୋଠ ସୁଆଁସିଆ ସେବକମାନେ ଗୋଟିଏ କାଠ ଗୟଳରେ ସପ୍ତମେଘ ବାଉଁଶରେ ତିଆରି କରି ପୋତିଥାନ୍ତି ୤ [[ପୂର୍ଣ୍ଣିମା]] ପର୍ଯ୍ୟନ୍ତ ସପ୍ତମେଘ ବନ୍ଧାହୋଇ ରହନ୍ତି ୤ ପୂଜାପଣ୍ଡା ସେବକଙ୍କ ଦ୍ୱାରା ଇନ୍ଦ୍ରଧ୍ୱଜ ପୂଜା ସମ୍ପନ୍ନ ହୁଏ ୤ ଏହି ଅବସରରେ ରୋଷରୁ ମହାସୁଆର ଦୁଇ ଓଳି ଅନ୍ନ ଆଣି ରଖିବାପରେ ପଣ୍ଡା ତାହାକୁ ପଞ୍ଚୋପଚାରରେ ପୂଜା କରି ବନ୍ଦାପନା କରିଥାନ୍ତି ୤ '''ବର୍ଷକରେ ଏହି ଗୋଟିଏ ଦିନ କେବଳ ଶଙ୍ଖୁଡ଼ି ବାହରକୁ ଯାଇଥାଏ''' ୤ <ref>[[ସମାଜ (ଖବରକାଗଜ)|ସମାଜ]], ୯ସେପ୍ଟେମ୍ବର୨୦୧୧, ପୃଷ୍ଠା-୪, </ref>
* ଅନନ୍ତ ଚତୁର୍ଦ୍ଦଶୀ: [[ଅନନ୍ତ ବାସୁଦେବ ମନ୍ଦିର]]ରେ ନିତି ସମାପନ କରାଯାଏ
* ଇନ୍ଦ୍ର ଗୋବିନ୍ଦ ପୂଜା:
୬୮୦

ଗୋଟି ସମ୍ପାଦନା