୬୮୦
ଗୋଟି ସମ୍ପାଦନା
ଟିକେ |
ଟିକେ (ବାମନ ଜନ୍ମ ନୀତି) |
||
* ରାଧାଜନ୍ମାଷ୍ଟମୀ: ଭାଦ୍ରବ ଶୁକ୍ଳାଷ୍ଟମୀ(ଦୁର୍ବ୍ବାଷ୍ଟମୀ): ରାଧିକା ଏହିଦିନ ଜନ୍ମଗ୍ରହଣ କରିଥିଲେ ଶ୍ରୀ[[ସୁଦର୍ଶନ]] ଦେବଙ୍କ ଆଶ୍ରମ ବିଜେ ।
* ଲବଣି ଖିଆ: ମଥୁରାହାଟ ଜୁର ଉତ୍ସବ
*
* ବାମନ ଜନ୍ମ: ଭାଦ୍ରବ
:[[ଭାଦ୍ରବ]] ଶୁକ୍ଳ [[ଦ୍ଵାଦଶୀ]] [[ତିଥି]]ରେ [[ଶ୍ରୀମନ୍ଦିର]]ରେ ପାରମ୍ପରିକ ରୀତି ମତେ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ ମଧ୍ୟାହ୍ନ ଧୂପ ଉଠିବା ପରେ ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରିଦିଆଯାଏ ଭିତରେ ପାଣି ପଡ଼ି ପୋଛା ମରାଯିବା ପରେ ପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ତିଆରି କରନ୍ତି ତିନିବାଡ଼ରେ ବନ୍ଦାପନା ପରେ ମହାଜନ ସେବକମାନେ [[କୃଷ୍ଣ]]ଙ୍କୁ ଭିତର ସିଂହାସନକୁ ବିଜେ କରାନ୍ତି ବଣିଆ ଦେଇଥିବା ଏକ ସୁବର୍ଣ୍ଣ ବାମନ ପ୍ରତିମାଙ୍କୁ ପଞ୍ଚାମୃତରେ ମହାସ୍ନାନ କରାଯାଇ ଶୀତଳ ଭୋଗ କରାଯିବା ପରେ ଗର୍ଭଉଦକ ନିମନ୍ତେ ପଞ୍ଚୋପଚାରରେ ପୂଜା କରାଯାଇଥାଏ [[ରାମନବମୀ]] ଅଥବା [[ଜନ୍ମାଷ୍ଟମୀ]] ଭଳି ନୀତି ନ ହୋଇ ବିଧିବ୍ୟବସ୍ଥା ତଥା ପାରମ୍ପରିକ ରୀତି ମତେ ଖଣ୍ଡୁଆ ଘୋଡ଼ାଇ ପୋଥିପାଠ ପ୍ରମାଣେ ଜନ୍ମନୀତି ଅନୁଷ୍ଠିତ ହେବାପରେ ପାଳିଆ ମହାସୁଆର ଦେଇଥିବା କ୍ଷୀର, ଲହୁଣି ଓ କୋରାକୁ ପଣ୍ଡା ମଣୋହି କରାଇଥାନ୍ତି ମାଜଣା ମଣ୍ଡପରେ କେତେକ ନୀତି ସମ୍ପାଦିତ ହୋଇ ବାମନ (କୃଷ୍ଣ) ଦକ୍ଷିଣଘରକୁ ବିଜେ କରନ୍ତି ଏହି ଅବସରରେ [[ଶ୍ରୀମନ୍ଦିର]]ରେ ସନ୍ଧ୍ୟାଧୂପ ପରେ ସ୍ନାନବେଦୀ ପାଖ ଚାହାଣୀମଣ୍ଡପଠାରେ ବଡ଼ଛତା ମଠ କୋଣରେ କୋଠ ସୁଆଁସିଆ ସେବକମାନେ ଗୋଟିଏ କାଠ ଗୟଳରେ ସପ୍ତମେଘ ବାଉଁଶରେ ତିଆରି କରି ପୋତିଥାନ୍ତି [[ପୂର୍ଣ୍ଣିମା]] ପର୍ଯ୍ୟନ୍ତ ସପ୍ତମେଘ ବନ୍ଧାହୋଇ ରହନ୍ତି ପୂଜାପଣ୍ଡା ସେବକଙ୍କ ଦ୍ୱାରା ଇନ୍ଦ୍ରଧ୍ୱଜ ପୂଜା ସମ୍ପନ୍ନ ହୁଏ ଏହି ଅବସରରେ ରୋଷରୁ ମହାସୁଆର ଦୁଇ ଓଳି ଅନ୍ନ ଆଣି ରଖିବାପରେ ପଣ୍ଡା ତାହାକୁ ପଞ୍ଚୋପଚାରରେ ପୂଜା କରି ବନ୍ଦାପନା କରିଥାନ୍ତି '''ବର୍ଷକରେ ଏହି ଗୋଟିଏ ଦିନ କେବଳ ଶଙ୍ଖୁଡ଼ି ବାହରକୁ ଯାଇଥାଏ''' <ref>[[ସମାଜ (ଖବରକାଗଜ)|ସମାଜ]], ୯ସେପ୍ଟେମ୍ବର୨୦୧୧, ପୃଷ୍ଠା-୪, </ref>
* ଅନନ୍ତ ଚତୁର୍ଦ୍ଦଶୀ: [[ଅନନ୍ତ ବାସୁଦେବ ମନ୍ଦିର]]ରେ ନିତି ସମାପନ କରାଯାଏ
* ଇନ୍ଦ୍ର ଗୋବିନ୍ଦ ପୂଜା:
|
ଗୋଟି ସମ୍ପାଦନା