"Kalabuda" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୪୧ କ ଧାଡ଼ି:
| website =
}}
[[File:Gyan's. (87).jpg|thumb|Gyan's. (87)କଳାବୁଦା]]
'''କଳାବୁଦା(Kalabuda)''' [[ଓଡ଼ିଶା]]ର [[କେନ୍ଦ୍ରାପଡ଼ା ଜିଲ୍ଲା]]ର [[ଗରଦପୁର]] ପଞ୍ଚାଯତପଞ୍ଚାୟତ ସମିତି ଅଧୀନରେ ଥିବା ଏକ ଗାଁ ଓ ଗ୍ରାମପଞ୍ଚାୟତ
 
==ଭୌଗଳିକ ଅବସ୍ଥିତି ଓ ଜଳବାୟୁ==
୪୮ କ ଧାଡ଼ି:
 
=='''କିମ୍ବଦନ୍ତୀ'''==
ଗ୍ରାମରେ ପୂର୍ବ କାଳରେ ବହୁତ କରିଗରକାରୀଗର ଓ କଳାରେ ନିପୁଣ ଲୋକ ରହୁଥିବାରୁ, ଗ୍ରାମର ନାମକରଣ ଏହିଭଳି ହୋଇଛି ବୋଲି ବିଶ୍ଵାସ କରାଯାଏ (କଳାବୁଦା ବା କଳାରେ ପରିପୂର୍ଣପରିପୂର୍ଣ୍ଣ ଥିବା ଏକ ଅଞ୍ଚଳ) । [[ମାହଳ]] ରେ ଥିବା [[ଜଗନ୍ନାଥ]] ମନ୍ଦିରର ସ୍ଵର୍ଗଦ୍ଵାର ରୂପେ ଏହି ଗାଁରେ ଥିବା ଶ୍ମଶାନକୁ ଧରିନିଆଯାଇଛି ।
=='''ଦେବାଦେବୀ ଓ ମନ୍ଦିର'''==
ଗାଁର ପୂର୍ବ ଦିଗରେ ଏକ [[ଶିବ]] ମନ୍ଦିର ଅଛି ଯାହା କି ଗ୍ରାମର ଏକ ମୁଖ୍ୟ ମନ୍ଦିର ଏବଂ ଆରାଧନା ସ୍ଥଳ । ଏହା ବ୍ୟତିତ ଗୋଟେଏଠାରେ [[ଜଗନ୍ନାଥ]] ମନ୍ଦିର, ଗୋଟେ ଶନି ମନ୍ଦିର, ସୂର୍ଯ୍ୟ ମନ୍ଦିର ଏବଂଅଛି । ଗ୍ରାମର ମଝିରେ ମା ମଙ୍ଗଳା ଗ୍ରାମଦେବତୀ ଭାବେ ପୂଜା ପାଉଛନ୍ତି । ଏହି ଗ୍ରାମରେ ଦୁଇଟି ଆଶ୍ରମ ଅଛି ।ଗୋଟିଏ (କହ୍ନେଇ ଗୋସାଇଁ ଏବଂ ଆରତି ଦଧିଚି ମୁନି) ଅଛି
 
=='''ପର୍ବ ପର୍ବାଣି'''==
ଏହି ଗ୍ରାମରେ ପ୍ରାୟତଃ ସବୁ ପର୍ବ ପର୍ବାଣି ପାଳନ କରାଯାଏ । ଦଶହରା, ବାରୁଣୀ ମେଳା ଓ ଶନିମେଳା ମୁଖ୍ୟ ପର୍ବ । ଏହି ପର୍ବ ଗୁଡିକରେ ଗାଁକୁ ବହୁ ଦୂରରୁ ଲୋକମାନେ ଆସନ୍ତି ଏବଂ ଗ୍ରାମର ଲୋକମାନଙ୍କ ସହ ମିଶିକିମିଶି ପାଳନ କରନ୍ତି । ଏହାଛଡା ଗ୍ରାମରେ [[ରଥଯାତ୍ରା ]], ଜାଗର ଓଷା, କାର୍ତିକ ପୁର୍ଣିମା ଏବଂ ଅନ୍ୟାନ୍ୟ ସମସ୍ତ ପର୍ବ ପାଳନ କରାଯାଏ ।
 
=='''ଜୀବନ ଜୀବିକା'''==
ଗ୍ରାମର ଅଧିକାଂଶ ଲୋକେ ସରକାରୀ ଚାକିରିଆ । ପୂର୍ବ ଅପେକ୍ଷା ଏବେ ଚାଷ ଉପରେ ନିର୍ଭର କରୁଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗୁଛି ।ଗ୍ରାମରେ। ଗ୍ରାମରେ ପ୍ରାୟ ସବୁ ବର୍ଗର ଲୋକେ ବସବାସ କରନ୍ତି ।ଗ୍ରାମର। ଗ୍ରାମର ଅଧିକାଂଶ ପିଲାମାନେ ଏବେ ବାହାରେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକରେ ଅଧ୍ୟୟନ ରତ ।
=='''ସୁବିଧା ସୁଯୋଗ'''==
ଏହି ଗ୍ରାମ ରେ ପ୍ରାଥମିକ, ମାଧ୍ୟମିକ ସହ ଉଚ୍ଚମାଧ୍ୟମିକ ଶିକ୍ଷା ପାଇଁ ବ୍ୟବସ୍ଥା ଅଛି । ଚିକିତ୍ସାଳୟ, ଡାକ ଓ ତାର ର ମଧ୍ୟ ସୁବିଧା ଅଛି । ଗ୍ରାମର ଯୁବକ ସଂଘ ଅଛି । ଗ୍ରାମରେ ପକ୍କା ରାସ୍ତା ଅଛି ।ପାଖରେ। ପାଖରେ ଚିତ୍ରୋପ୍ତଳା ନଦୀ ଉପରେ ଥିବା ପୋଲଟି ଏ ଅଞ୍ଚଳର ଏକ ମୁଖ୍ୟ ଯୋଗା ଯୋଗ ମାଧ୍ୟମ ।
 
==''ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ'''==
*ଚକ୍ରଧର ଶତପଥୀ (ପୂର୍ବତନ ବିଧାୟକ, ପାଟକୁରା)
*ଅର୍ଜୁନ ଚରଣ ବେହେରା (ଗାୟକ)
==ଆଧାର==
 
{{ଆଧାର}}
 
==ବାହାର ଆଧାର==
{{ଓଡ଼ିଶା}}
[[ଶ୍ରେଣୀ:ଓଡ଼ିଶାର ଗାଆଁ ଓ ସହର]]
[[ଶ୍ରେଣୀ:କେନ୍ଦ୍ରାପଡ଼ା ଜିଲ୍ଲା]]
"https://or.wikipedia.org/wiki/Kalabuda"ରୁ ଅଣାଯାଇଅଛି