|
|
'''କଳାବୁଦା(Kalabuda)''' [[ଓଡ଼ିଶା]]ର [[କେନ୍ଦ୍ରାପଡ଼ା ଜିଲ୍ଲା]]ର [[ଗରଦପୁର]] ପଞ୍ଚାଯତ ସମିତି ଅଧୀନରେ ଥିବା ଏକ ଗାଁ ।
=='''ଭୌଗଳିକ ଅବସ୍ଥିତି ଓ ଜଳବାୟୁ'''==
ଏହି ଗ୍ରାମଟି [[କଟକ]]ସହରଠାରୁ ପ୍ରାୟ ୬୫କି.ମି. ଦୂରରେ ଏବଂ [[କେନ୍ଦ୍ରପଡାକେନ୍ଦ୍ରାପଡ଼ା]]ସହରଠାରୁ ପ୍ରାୟ ୧୨କି.ମି. ଦୂରରେ ଅବସ୍ଥିତ । ଗ୍ରାମର ଅବସ୍ଥିତି ଚିତ୍ରୋପ୍ତଳା ନଦୀ କୂଳରେ । [[କଳାବୁଦା]] ହେଉଛି ଏକ ଗାଁ ଏବଂ ଗ୍ରାମପଞ୍ଚାୟତ ଯେଉଁଥିରେ କଳାବୁଦା(କ), କଳାବୁଦା(ଖ), କଳାବୁଦା(ଗ), ଅନ୍ଧାଲୋ, ମଇଦିପୁର ଓ ଗୋବିନ୍ଦପୁର ଗ୍ରାମ ଅନ୍ତର୍ଗତ । ଗ୍ରାମଟି ଉପକୂଳବର୍ତୀ ଅଞ୍ଚଳରେ ଥିବାରୁ ମଧ୍ୟମ ଧରଣର ଜଳବାୟୁ ମାଧ୍ୟମଅନୁଭୁତ ଧରଣରହୁଏ । <!--ଚାଷ ପାଇଁ ଅନୁକୂଳ ।-->
=='''କିମ୍ବଦନ୍ତୀ'''==
|