"ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
* [[ପଣା ସଂକ୍ରାନ୍ତି]]: ମହା ବିଷୁବ ସଂକ୍ରାନ୍ତି: [[ଓଡ଼ିଆ ନବବର୍ଷ]]
* [[ଅକ୍ଷୟ ତୃତୀୟା]] ବା [[ଅଖି ତୃତୀୟା]]: ବୈଶାଖ ଶୁକ୍ଳ ତୃତୀୟା : [[ରଥ]] ନିର୍ମାଣ ଅନୁକୂଳ | ଚନ୍ଦନ ଯାତ୍ରା ଆରମ୍ଭ |
* [[ଚନ୍ଦନ ଯାତ୍ରା]] ବା [[ଗନ୍ଧଲେପନ ଯାତ୍ରା]]: ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ ୪୨ ଦିନ ପର୍ଯ୍ୟନ୍ତ ୤ ମହାଲକ୍ଷ୍ମୀ, ଭୂଦେବୀ, [[ମଦନ ମୋହନ]], [[ରାମ କୃଷ୍ଣ]], [[ଲକ୍ଷ୍ମୀ]], [[ସରସ୍ବତୀସରସ୍ଵତୀ]] ଓ ପଞ୍ଚ [[ପଞ୍ଚ ଶିବ]] (ଶ୍ରୀ [[ଲୋକନାଥ]], ଶ୍ରୀ [[ଯମେଶ୍ବର]ଯମେଶ୍ଵର], ଶ୍ରୀ [[କପାଳମୋଚନ]], ଶ୍ରୀ [[ମାର୍କଣ୍ଡେଶ୍ବରମାର୍କଣ୍ଡେଶ୍ଵର]] ଓ ଶ୍ରୀ [[ନୀଳକଣ୍ଠେଶ୍ବରନୀଳକଣ୍ଠେଶ୍ଵର]]) ପାଲିଙ୍କିରେ ନରେନ୍ଦ୍ର ପୋଖରୀକୁ ଯାଇ ୨୧ ଦିନ ପର୍ଯ୍ୟନ୍ତ ସନ୍ଧ୍ୟାରେ ଚାପ ଖେଳନ୍ତି ୤
* ନିଳାଦ୍ରି ମହୋଦୟ (ଅଧିବାସ):
* ନିଳାଦ୍ରି ମହୋଦୟ: [[ବୈଶାଖ]] ଶୁକ୍ଳ [[ଅଷ୍ଟମୀ]]
* ନୃସିଂହ ଜନ୍ମ: [[ବୈଶାଖ]] ଶୁକ୍ଳ [[ଚତୁର୍ଦ୍ଦଶୀ]]
* ଭିତର ଚନ୍ଦନ: ଜ୍ୟେଷ୍ଠ[[ଜ୍ୟୈଷ୍ଠ]] କୃଷ୍ଣପକ୍ଷ [[ଏକାଦଶୀ]] (ଜଳକ୍ରିଡ଼ା [[ଏକାଦଶୀ]]):
* ନୃସିଂହ ଜନ୍ମ: ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ
* ଶୀତଳ ଷଷ୍ଠୀ: ଜ୍ୟେଷ୍ଠ[[ଜ୍ୟୈଷ୍ଠ]] ଶୁକ୍ଳ [[ଷଷ୍ଠୀ]] (ଆରଣ୍ୟ [[ଷଷ୍ଠୀ]]): ଶିବପାର୍ବତୀଙ୍କ[[ଶିବ]]ପାର୍ବତୀଙ୍କ ବିବାହ ଉତ୍ସବ ୤
* ରାଜେନ୍ଦ୍ରାଭିଷେକ: ଜ୍ୟେଷ୍ଠ[[ଜ୍ୟୈଷ୍ଠ]] ଶୁକ୍ଳପକ୍ଷ [[ଦଶମୀ]]:
* ରୁକ୍ମିଣୀ ହରଣ: ଜ୍ୟେଷ୍ଠ[[ଜ୍ୟୈଷ୍ଠ]] ଶୁକ୍ଳପକ୍ଷ ଏକାଦଶୀ: ଦେବବିବାହ ବା ପଦ୍ମା ଏକାଦଶୀ ୤
* ଚମ୍ପକ ଦ୍ବାଦଶୀ: ଜ୍ୟେଷ୍ଠ[[ଜ୍ୟୈଷ୍ଠ]] ଶୁକ୍ଳଦ୍ବାଦଶୀ: ଚମ୍ପାଫୁଲଦ୍ବାରାଚମ୍ପାଫୁଲ ଦ୍ଵାରା ବିଷ୍ଣୂପୂଜା (ଶ୍ରୀକୃଷ୍ଣଙ୍କଶ୍ରୀ[[କୃଷ୍ଣ]]ଙ୍କ ବିବାହୋତ୍ସବ) |
* ଦଇତାପତିଙ୍କ ପ୍ରବେଶୋତ୍ସବ
* [[ଦେବ ସ୍ନାନ ପୂର୍ଣ୍ଣିମା|ସ୍ନାନ ପୂର୍ଣ୍ଣିମା]]: ଶ୍ରୀ[[ଜଗନ୍ନାଥ]]ଙ୍କ ଜନ୍ମଦିନ, ଗଜ ବେଶ
* [[ଅଣସର]]: [[ଆଷାଢ଼]] କୃଷ୍ଣ ପ୍ରତିପଦଠାରୁ[[ପ୍ରତିପଦ]]ଠାରୁ ପନ୍ଦରଦିନ କାଳ
** କରାଳ କର୍ମ: [[ଆଷାଢ଼]] କୃଷ୍ଣ [[ପ୍ରତିପଦ]] ରୁ [[ଚତୁର୍ଥୀ]]: ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳକାମ କରାଯାଏ ୤
** ଫୁଲରି ତେଲ ଲାଗି: [[ଆଷାଢ଼]] କୃଷ୍ଣ [[ପଞ୍ଚମୀ]] ରୁ [[ସପ୍ତମୀ]]: ବଡ଼ ଓଡ଼ିଆ ମଠ ଏହି ସେବା ପାଇଁ ଆବଶ୍ୟକୀୟ ପଦାର୍ଥ (କର୍ପୂର, ଚୂଆ, ପରଖ, ପିଙ୍ଗଳ ଓ ରାଶିତେଲ) ଯୋଗାଇଥାଆନ୍ତି୤ ଏହା ପୂର୍ବ ବର୍ଷ ହେରା ପଞ୍ଚମୀ ଠାରୁ ମାଟି ତଳେ ପୋତା ହୋଇ ରଖାଯାଇଥାଏ ୤
** ଶ୍ରୀକପଡ଼ା ଉତ୍ସବ ବା ପଟ୍ଟାବନ୍ଧନ: [[ଆଷାଢ଼]] କୃଷ୍ଣ [[ଅଷ୍ଟମୀ]]: ଏହିଦିନ ଶ୍ରୀ ଜୀଉମାନଙ୍କୁ କପଡ଼ା ବନ୍ଧନ କରାଯାଏ ୤
** ମସୃଣ ଲେପନ: [[ଆଷାଢ଼]] କୃଷ୍ଣ [[ନବମୀ]]: ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ରାଶିତେଲ, ଏବଂ ଝୁଣା ଇତ୍ୟାଦି ଲେପନ କରାଯାଏ ୤
** ଚକା ବିଜେ: [[ଆଷାଢ଼]] କୃଷ୍ଣ [[ଦଶମୀ]]: ତିନିଟି ପଥର ଚକତି ଉପରେ ଶ୍ରୀ ଜୀଉମାନଙ୍କୁ ଅପସ୍ଥାପିତ କରି କସ୍ତୁରି, କୁଙ୍କୁମ ଇତ୍ୟାଦି ଲେପନ କରାଯାଏ ୤ ଏହି ଚକତି ମାନଙ୍କ ମଧ୍ୟରୁ ଗୋଟିକରେ ଶ୍ରୀ[[ଜଗନ୍ନାଥ]] ଏବଂ [[ସୁଦର୍ଶନ]] ତଥା ଅନ୍ୟ ଗୋଟିଏ ଲେଖାଁଏରେ ଶ୍ରୀବଳଭଦ୍ରଶ୍ରୀ[[ବଳଭଦ୍ର]][[ସୁଭଦ୍ରା]] ଅବସ୍ଥାପିତ ହୁଅନ୍ତି ୤
** ଚନ୍ଦନ ଲାଗି: [[ଆଷାଢ଼]] କୃଷ୍ଣ [[ଏକାଦଶୀ]]: ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ଚୁଆ, କସ୍ତୁରି ଓ କୁଙ୍କୁମ ଇତ୍ୟାଦି ମିଶ୍ରିତ କରି ଲେପନ କରାଯାଏ ୤ ଦଶମୂଳ (ବେଲ, ଗମ୍ବାରୀ, ଫଣଫଣା, ଅଗବଥୁ, ପାଟେଳୀ, ଶାଳପର୍ଣ୍ଣୀ, କୃଷ୍ଣପର୍ଣ୍ଣୀ, ବୃହତୀ, ଅଙ୍କରାନ୍ତି ଓ ଗୋଖୁରା) ମୋଦକ ଲାଗି କରାଯାଏ ୤
** ଓଷା ଲାଗି ବା ରାଜ ପ୍ରସାଦ ବିଜେ: [[ଆଷାଢ଼]] କୃଷ୍ଣ ଦ୍ବାଦଶୀ[[ଦ୍ଵାଦଶୀ]]: ଠାକୁରମାନଙ୍କୁ ପ୍ରସାଦ ବିଜେ କରାଯାଏ ୤
** [[ଅଣସର]] [[ତ୍ରୟୋଦଶୀ]]: [[ଆଷାଢ଼]] କୃଷ୍ଣ [[ତ୍ରୟୋଦଶୀ]]: ଶ୍ରୀ ଜୀଉମାନଙ୍କର ଘଣା ଲାଗି ଓ ପାଟ ବସ୍ତ୍ରର ପୟର ପୂଜା ହୁଏ ୤
** ବନକ ଲାଗି ଓ ଚକା ଅପସର: [[ଆଷାଢ଼]] କୃଷ୍ଣ [[ଚତୁର୍ଦ୍ଦଶୀ]]: ବନକ ଲାଗି କରାଯାଏ ୤ ଅଣସରର[[ଅଣସର]]ର ଶେଷ ଦିବସ୤
** [[ନବଯୌବନ ଦର୍ଶନ]]: ଆଷାଢ଼ ଅମାବାସ୍ୟା (ଉଭା ଅମାବାସ୍ୟା): ଏହିଦିନ ନୂତନ ଚିତ୍ରିତ ଠାକୁରମାନଙ୍କୁ ସର୍ବସାଧାରଙ୍କ ଦର୍ଶନ ନିମନ୍ତେ ଉଭା କରାଯାଏ ୤
* ନେତ୍ରୋତ୍ସବ : ଆଷାଢ଼ ଶୁକ୍ଳ ପ୍ରତିପଦା ([[ରଥଯାତ୍ରା]]ର ପୂର୍ବଦିନ): ଶ୍ରୀ ଜୀଉମାନଙ୍କର ଆଖିର ରଙ୍ଗ ସମ୍ପୁର୍ଣ୍ଣ କରାଯାଏ ୤
୨୯ କ ଧାଡ଼ି:
** [[ସୁନାବେଶ]] ବା ବଡ଼ ତଢ଼ାଉ ବେଶ: ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ
*** ହରିଶୟନ: ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ (ବଡ଼) (ହରିଶୟନ ଏକାଦଶୀ)
** ଗରୁଡ଼ ଶୟନ ଦ୍ବାଦଶୀଦ୍ଵାଦଶୀ:
** [[ଅଧର ପଣା]]: ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ
** [[ନିଳାଦ୍ରି ବିଜେ]]: ଆଷାଢ଼ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ମହାପ୍ରଭୁ [[ଜଗନ୍ନାଥ]], [[ବଳଭଦ୍ର]], [[ସୁଭଦ୍ରା]] ଓ [[ସୁଦର୍ଶନ]] [[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିର]]କୁ ବିଜେ କରିଥାନ୍ତି ।
୪୩ କ ଧାଡ଼ି:
* ବଣଭୋଜି ବେଶ: କୋଳିବିକା/ ବକାସୁର ବଧ ବେଶ
* କାଳୀୟ ଦଳନ ବେଶ: ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ (କାଳୀଦଳନ ଏକାଦଶୀ): ଧେନୁକାସୁର ବଧ ବେଶ:
* ପ୍ରଳମ୍ବାସୁର ବଧ ବେଶ: ଭାଦ୍ରବ କୃଷ୍ଣପକ୍ଷ ଦ୍ବାଦଶୀଦ୍ଵାଦଶୀ
* କୃଷ୍ଣ ବଳରାମ ବେଶ: ଭାଦ୍ରବ କୃଷ୍ଣପକ୍ଷ ତ୍ରୟୋଦଶୀ
* ସପ୍ତପୁରୀ ଅମାବାସ୍ୟା: ଭାଦ୍ରବ ଅମାବାସ୍ୟା (ସାତପୁରୀ ଅମାବାସ୍ୟା):
୫୧ କ ଧାଡ଼ି:
* ରେଖା ପଞ୍ଚମୀ: ଭାଦ୍ରବ କୃଷ୍ଣ ପଞ୍ଚମୀ (ରକ୍ଷା ପଞ୍ଚମୀ): ଶ୍ରୀ[[ଜଗନ୍ନାଥ]]ଙ୍କ ରେଖା ଲାଗି ୤
* କୃଷ୍ଣ ଲିଳା:
* ରାଧାଜନ୍ମାଷ୍ଟମୀ: ଭାଦ୍ରବ ଶୁକ୍ଳାଷ୍ଟମୀ(ଦୁର୍ବ୍ବାଷ୍ଟମୀ): ରାଧିକା ଏହିଦିନ ଜନ୍ମଗ୍ରହଣ କରିଥିଲେ ୤ ଶ୍ରୀସୁଦର୍ଶନଶ୍ରୀ[[ସୁଦର୍ଶନ]] ଦେବଙ୍କ ଆଶ୍ରମ ବିଜେ |
* ଲବଣି ଖିଆ: ମଥୁରାହାଟ ଜୁର ଉତ୍ସବ
* ପାର୍ଶ୍ବପରିବର୍ତ୍ତନ ଏକାଦଶୀ: ଭାଦ୍ରବ ଶୁକ୍ଳ ଏକାଦଶୀ (ବଡ଼): ଶୟନ ଏକାଦଶିର ପରବର୍ତ୍ତୀ ବଡ଼ ଏକାଦଶୀ ୤ ଏ ଦିନ ବିଷ୍ଣୁ ଶୋଇଥିବା ଅବସ୍ଥାରେ ବାଆଁପାଖରୁଉ ଡାହାଣ ପାଖକୁ କଡ଼ ଲେଉଟାନ୍ତି ବୋଲି ବିଶ୍ବାସବିଶ୍ଵାସ
* ବାମନ ଜନ୍ମ: ଭାଦ୍ରବ ଶୁକ୍ଳଦ୍ବାଦଶୀ: ସୁନିଆ/ ଗରୁଡ଼ ପାର୍ଶ୍ବ ପରିବର୍ତ୍ତନ/ ଇନ୍ଦ୍ରଧ୍ଵଜ ପୂଜା | ବାମନ ଅବତାରତେ ବିଷ୍ଣୁ ଏ ଦିନ ଅଦିତିଙ୍କ ଗର୍ଭରୁ ଆବିର୍ଭୁତ ହୋଇଥିଲେ ୤
* ଅନନ୍ତ ଚତୁର୍ଦ୍ଦଶୀ: [[ଅନନ୍ତ ବାସୁଦେବ ମନ୍ଦିରରେମନ୍ଦିର]]ରେ ନିତି ସମାପନ କରାଯାଏ
* ଇନ୍ଦ୍ର ଗୋବିନ୍ଦ ପୂଜା:
* ସହସ୍ର କୁମ୍ଭ ଅଭିଷେକ: ଆଶ୍ବିନଆଶ୍ଵିନ କୃଷ୍ଣ ଅଷ୍ଟମୀ
* [[ଦଶହରା]]: ଆଶ୍ବିନଆଶ୍ଵିନ ଶୁକ୍ଳପକ୍ଷ ଦଶମୀ: ଆୟୁଧ ପୂଜା ଓ ବିଜୟା ଦଶମୀ
* ଦ୍ଵିତୀୟା ଓଷା: ଲକ୍ଷ୍ମୀ ମନ୍ଦିରରେ ନିତି ଅନୁଷ୍ଠିତ ହୁଏ ୤
* ଆଶ୍ଵିନ [[ପୂର୍ଣ୍ଣିମା]]: କୁମାର ପୂର୍ଣ୍ଣିମା: ପଶା ଖେଳ ଅନୁଷ୍ଠିତ ହୁଏ ୤
୯୩ କ ଧାଡ଼ି:
* ଚୈତ୍ର ଗୁଣ୍ଡିଚା: ଚୈତ୍ର ଶୁକ୍ଳ ଷଷ୍ଠୀ(ଅଶୋକ ଷଷ୍ଠୀ/ ବାସନ୍ତୀ ଷଷ୍ଠୀ/ ସ୍କନ୍ଦ ଷଷ୍ଠୀ): ଶ୍ରୀମନ୍ଦିର ବେଢ଼ାରେ ଥିବା ସୂର୍ଯ୍ୟ ମନ୍ଦିର ପରିସରରେ ଏହା ପାଳନ କରାଯାଏ
* ଅଶୋକାଷ୍ଟମୀ: ଚୈତ୍ର ଶୁକ୍ଳାଷ୍ଟମୀ: ଶ୍ରୀ ଭଣ୍ଡାର ଲୋକନାଥଙ୍କୁ ଇଶାନେଶ୍ବର ମହାଦେବଙ୍କ ମନ୍ଦିରକୁ ପଟୁଆରରେ ନିଆଯାଇ ନିତି ପାଳନ କରାଯାଏ ୤ ଏହା ପରେ ଶ୍ରୀ[[ଜଗନ୍ନାଥ]] ବଲ୍ଲଭ ମଠ ଦେଇ ମନ୍ଦିରକୁ ଫେରି ଆସନ୍ତି ୤
* [[ରାମ ନବମୀ]]: ଚୈତ୍ର ଶୁକ୍ଳନବମୀ: ଏ ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ ହୁଏ | ଜେଉଡ଼ ଭୋଗ |
* ଯଜ୍ଞ ରକ୍ଷା: ଚୈତ୍ର ଶୁକ୍ଳ ଦଶମୀ
* ସୀତା ବିବାହ: ଚୈତ୍ର ଶୁକ୍ଳ ଏକାଦଶୀ
* [[ବନବାସ]]: ଚୈତ୍ର ଶୁକ୍ଳ ଦ୍ବାଦଶୀଦ୍ଵାଦଶୀ
* ଦମନକ ଲାଗି ବା ଦମନକ ଚୋରି: ଚୈତ୍ର ଶୁକ୍ଳ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ
* ଲଙ୍କା ପୋଡ଼ି: ଚୈତ୍ର ପୂର୍ଣ୍ଣମି
* ସେତୁ ବନ୍ଧ: ବୈଶାଖ କୃଷ୍ଣ ପ୍ରତିପଦ
* ରାବଣ ବଧ: ବୈଶାଖ କୃଷ୍ଣ ଦ୍ବିତୀୟାଦ୍ଵିତୀୟା
* ରାମାଭିଷେକ: ପୂନର୍ବସୁ ନକ୍ଷତ୍ର ସ୍ଥିତି ଅନୁଯାୟୀ ପାଳନ କରାଯାଏ ୤