୬୮୦
ଗୋଟି ସମ୍ପାଦନା
ଟିକେ |
ଟିକେ |
||
[[କାର୍ତ୍ତିକ]] [[ମାସ]]ର ଶେଷ ପାଞ୍ଚଦିନ ([[କାର୍ତ୍ତିକ]] ଶୁକ୍ଳ [[ଏକାଦଶୀ]] ଠାରୁ [[ପୂର୍ଣ୍ଣିମା]] ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ ଏହା ମହା ପଞ୍ଚକ ବା ବକପଞ୍ଚକ ବା ଭୀଷ୍ମପଞ୍ଚକ ଭାବେ ମଧ୍ୟ ଜଣାଶୁଣା ଏହି ପାଞ୍ଚଦିନ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି ଏହି ଅବସରରେ [[ଶ୍ରୀମନ୍ଦିର]]ରେ ଠାକୁରମାନଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ
*
*
*
*
*
*
ପ୍ରତ୍ୟହ ଅବକାଶ ନୀତି ଶେଷହେବା ପରେ ତିନିଠାକୁରଙ୍କୁ ଏହିସବୁ ବେଶରେ ସଜ୍ଜିତ କରାଯାଏ ବେଶ ଥାଇ ଠାକୁରମାନଙ୍କ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ ଓ ଭୋଗମଣ୍ଡପ ନୀତି ଆଦି ଅନୁଷ୍ଠିତ ହୋଇଥାଏ ଭୋଗମଣ୍ଡପ ନୀତି ଶେଷହେବା ପରେ ଏହି ବେଶ ଓ ଅଳଙ୍କାର ଆଦି ମଇଲମ ହୋଇ ମଧ୍ୟାହ୍ନଧୂପ ଅନୁଷ୍ଠିତ ହେବାର ପରମ୍ପରା ରହିଛି
ମହାପ୍ରଭୁଙ୍କ ପଞ୍ଚକ ପାଞ୍ଚଦିନ ଏହି ବେଶ ଦର୍ଶନ କରିବାକୁ [[ଶ୍ରୀମନ୍ଦିର]]ରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ [[କାର୍ତ୍ତିକ]] ମାସରେ ପଞ୍ଚକ ଛଅ ଦିନ ପଡ଼ିଲେ ମଳତିଥି ଦିନ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ ଗତ ୧୬.୧୧.୧୯୯୪ ତାରିଖ [[କାର୍ତ୍ତିକ]] ମଳ [[ତ୍ରୟୋଦଶୀ]] [[ବୁଧବାର]] ଦିନ ଦିନ ମହାପ୍ରଭୁଙ୍କର ଏହି ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା <ref>[[ସମାଜ (ଖବରକାଗଜ)|ସମାଜ]], ୮ନଭେମ୍ବର ୨୦୧୧, ପୃଷ୍ଠା-୬</ref>
|
ଗୋଟି ସମ୍ପାଦନା