"ବାଲେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ
{{prettyurl|Baleswar}}
{{About| 'ବାଲେଶ୍ବରବାଲେଶ୍ଵର ସହର'| 'ବାଲେଶ୍ବରବାଲେଶ୍ଵର ଜିଲ୍ଲା' ପାଇଁ|ବାଲେଶ୍ଵର ଜିଲା}}
{{Infobox settlement
<!-- See Template:Infobox settlement for additional fields and descriptions -->
'''ବାଲେଶ୍ଵର''' [[ଓଡ଼ିଶା]]ର ଉତ୍ତରରେ ଥିବା [[ବାଲେଶ୍ଵର ଜିଲା]]ର ଏକ ମୁଖ୍ୟ [[:category:ସହର|ସହର]] ଓ [[:category:ସଦର ମହକୁମା|ସଦର ମହକୁମା]] ।
 
ଏହା ଓଡ଼ିଶାର[[ଓଡ଼ିଶା]]ର ରାଜଧାନୀ [[ଭୁବନେଶ୍ୱର]] ଠାରୁ ୧୯୪ କିମି ଦୁରରେ ଅଛି । ବାଲେଶ୍ୱର ସହରରେ ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ, ସରକାରୀ ଅଫିସ ଆଉ ବେସରକାରୀ କମ୍ପାନିର ପ୍ରଧାନ ଅଫିସ ସବୁ ଅଛି । ବାଲେଶ୍ଵରର [[ଚାନ୍ଦିପୁର]] ବେଳାଭୁମି, [[କ୍ଷୀରଚୋରା ଗୋପୀନାଥ ମନ୍ଦିର]], [[ଚନ୍ଦନେଶ୍ଵର ମନ୍ଦିର]], [[ଭୂଷଣ୍ଡେଶ୍ଵର ମନ୍ଦିର]], [[ତାଳସାରି ବେଳାଭୂମି]], [[ପଞ୍ଚଲିଙ୍ଗେଶ୍ଵର ମନ୍ଦିର]] ଓ ଆହୁରି ଅନେକ ଦର୍ଶନୀୟ ସ୍ଥାନସବୁ ଅଛି । ବାଲେଶ୍ଵର [[ଓଡ଼ିଆ ସାହିତ୍ୟ]] ଓ କଳାର ଏକ ମିଳନଭୁମି । [[ଓଡ଼ିଆ ସାହିତ୍ୟରସାହିତ୍ୟ]]ର ଅନେକ ପ୍ରମୁଖ ସ୍ରଷ୍ଟା, [[ଫକିର ମୋହନ ସେନାପତି]], [[ରାଧାନାଥ ରାଏ]], [[ଦୀନକୃଷ୍ଣ ଦାସ]], [[ମନୋଜ ଦାସ]], [[ବ୍ରଜନାଥ ରଥ]], [[କମଳାକାନ୍ତ ଲେଙ୍କା]]ଙ୍କର ଏହା ଜନ୍ମଭୂମି ।
 
== ଇତିହାସ ==
[[ଫାଇଲ:Balasoretraffic.jpg|thumb|right|250px|ବାଲେଶ୍ଵର ଷ୍ଟେସନ ଛକ]]
୨୦୧୧ ଜଣଗଣନା ଅନୁସାରେ,<ref>[http://censusindia.gov.in/towns/ori_towns.pdf Alphabetical list of towns and their population], ଭାରତୀୟ ଜନଗଣନା, ୨୦୧୧</ref> ବାଲେଶ୍ଵରର ଲୋକସଂଖ୍ୟା ୧,୫୬,୪୩୦ । ପୁରୁଷ ସଂଖ୍ୟା ୮୨,୧୦୬ ଓ ମହିଳା ସଂଖ୍ୟା ୭୪,୩୨୪ ।
ବାଲେଶ୍ଵରର ସାକ୍ଷରତା ହାର ୮୬%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫% ରୁ ବେଶି | ଲୋକସଖ୍ୟାର ୧୧% ଛ ବରସରୁବର୍ଷରୁ କମ | ଏହା [[ଓଡ଼ିଶା]]ର ସବୁଠୁ ବେଶି ସାକ୍ଷର ସହର ।
 
==ସହର ନଜର==
* [[କ୍ଷୀରଚୋରା ଗୋପୀନାଥ ମନ୍ଦିର]]
 
==ଆଧାର==
== ଦ୍ରଷ୍ଟବ୍ୟ ==
{{Reflistଆଧାର}}
 
==ବାହାର ଲିଙ୍କ==
* [http://balasorecity.com/ ବାଲେଶ୍ଵରର ଅନଲାଇନ ପୋର୍ଟାଲ]
* [http://baleswar.nic.in/ ବାଲେଶ୍ଵର ଜିଲାଜିଲ୍ଲା ସରକାରୀ ପୋର୍ଟାଲ]
* [http://www.astronautix.com/sites/balasore.htm ଏନସାଇକ୍ଲୋପିଡ଼ିଆରେ ବାଲେଶ୍ଵର]
* [http://www.beaumondeindia.com/ ଆରକିଟେକଚରାଲ ପ୍ଲାନିଙ୍ଗ, କୁଆଲିଟି, କୁଆଲିଟି କଣ୍ଟ୍ରୋଲ, ସର୍ଭେ ବର୍କ ଆଣ୍ଡ ସିଭିଲ କନସଲଟାନ୍ସି]
{{ଓଡ଼ିଶା}}
 
[[ବିଭାଗଶ୍ରେଣୀ:ସହର]]
[[ଶ୍ରେଣୀ:ବାଲେଶ୍ଵର ଜିଲ୍ଲା]]
 
[[bn:বালেশ্বর]]
୬୮୦

ଗୋଟି ସମ୍ପାଦନା