"ଏକାଦଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୬ କ ଧାଡ଼ି:
# ଉନ୍ନୀଳନୀ: ଯେଉଁ ଏକାଦଶୀର ୬୦ ଦଣ୍ଡରୁ ଅଧିକ ପର ଦିବସକୁ ଥାଏ ୤
# ବ୍ୟଞ୍ଜଳୀ: ଯେଉଁ ଏକାଦଶୀ ୬୦ଦଣ୍ଡରୁ କମି ପର ଦିନକୁ ଥାଏ ୤
# ତ୍ରିସ୍ପୃଶା: ସୂର୍ଯ୍ୟ ଉଦୟ କାଳରେ ଏକାଦଶୀ, ତତ୍‌ପରେ ଦ୍ବାଦଶୀଦ୍ଵାଦଶୀ ଓ ଅନ୍ତେ ତ୍ରୟୌଦଶୀତ୍ରୟୋଦଶୀ
# ପକ୍ଷବର୍ଦ୍ଧିନୀ: ଯେଉଁ ଏକାଦଶୀର ପରବର୍ତ୍ତୀ ପୂର୍ଣ୍ଣିମା ବା ଅମାବାସ୍ୟା ୬୦ ଦଣ୍ଡରୁ ଅଧିକ ଥାଏ ୤
# ଜୟା: ଯେବେ ଶୁକ୍ଳ ଦ୍ବାଦଶୀରେ ପୁନର୍ବସୁ ନକ୍ଷତ୍ର ପଡ଼େ ୤
୨୮ କ ଧାଡ଼ି:
* ଆଶ୍ଵିନ କୃଷ୍ଣ ଏକାଦଶୀ: ଇନ୍ଦିରା ଏକାଦଶୀ
* ଆଶ୍ଵିନ ଶୁକ୍ଳ ଏକାଦଶୀ: ପାପାଙ୍କୁଶା ଏକାଦଶୀ
* [[କାର୍ତ୍ତିକ]] କୃଷ୍ଣ ଏକାଦଶୀ: ରମା ଏକାଦଶୀ
* [[କାର୍ତ୍ତିକ]] ଶୁକ୍ଳ ଏକାଦଶୀ (ବଡ଼): ଦେବୋତ୍‌ଥାପନ ଏକାଦଶୀ
: [[ଶ୍ରୀମନ୍ଦିର]]ରେ [[ରାଧାଦାମୋଦର ବେଶ]] ଶେଷ୤ ଚତୁର୍ମାସ୍ୟା ବ୍ରତ ସମାପନ୤
* ମାର୍ଗଶୀର କୃଷ୍ଣ ଏକାଦଶୀ: ଉତ୍ପନ୍ନା ଏକାଦଶୀ
"https://or.wikipedia.org/wiki/ଏକାଦଶୀ"ରୁ ଅଣାଯାଇଅଛି