"ଏକାଦଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୦ କ ଧାଡ଼ି:
* ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ: ଦେବବିବାହ,ନିର୍ଜ୍ଜଳା ବା ପଦ୍ମା ଏକାଦଶୀ ୤
* ଆଷାଢ଼ କୃଷ୍ଣ ଏକାଦଶୀ: ଖଳିଲାଗି ଏକାଦଶୀ, ଅଣସର ଏକାଦଶୀ
* ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ (ବଡ଼): ବାହୁଡ଼ା, ହରିଶୟନ ଏକାଦଶୀ ୤
* ଶ୍ରାବଣ କୃଷ୍ଣ ଏକାଦଶୀ: କାମିକା ଏକାଦଶୀ ବା ଅନ୍ନଦାନ ଏକାଦଶୀ ବା ଗାନ୍ଧାରୀ ଏକାଦଶୀ ୤
* ଶ୍ରାବଣ ଶୁକ୍ଳପକ୍ଷ ଏକାଦଶୀ:ପୁତ୍ରଦା ଏକାଦଶୀ
* ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ: କାଳୀୟଦଳନ ଏକାଦଶୀ
* ଭାଦ୍ରବ ଶୁକ୍ଳ ଏକାଦଶୀ (ବଡ଼): ପାର୍ଶ୍ବପରିବର୍ତ୍ତନପାର୍ଶ୍ଵପରିବର୍ତ୍ତନ ଏକାଦଶୀ
: ଶୟନ ଏକାଦଶୀର ପରବର୍ତ୍ତୀ ବଡ଼ ଏକାଦଶୀ ୤ ଏ ଦିନ ବିଷ୍ଣୁ ଶୋଇଥିବା ଅବସ୍ଥାରେ ବାଆଁପାଖରୁ ଡାହାଣ ପାଖକୁ କଡ଼ ଲେଉଟାନ୍ତି ବୋଲି ପୁରାଣମାନଙ୍କରେ ଲେଖାଅଛି ୤
* ଆଶ୍ବିନଆଶ୍ଵିନ କୃଷ୍ଣ ଏକାଦଶୀ: ଇନ୍ଦିରା ଏକାଦଶୀ
* ଆଶ୍ବିନଆଶ୍ଵିନ ଶୁକ୍ଳ ଏକାଦଶୀ: ପାପାଙ୍କୁଶା ଏକାଦଶୀ
* କାର୍ତ୍ତିକ କୃଷ୍ଣ ଏକାଦଶୀ: ରମା ଏକାଦଶୀ
* କାର୍ତ୍ତିକ ଶୁକ୍ଳ ଏକାଦଶୀ (ବଡ଼): ଦେବୋତ୍‌ଥାପନ ଏକାଦଶୀ
: [[ଶ୍ରୀମନ୍ଦିର]]ରେ [[ରାଧାଦାମୋଦର ବେଶ]] ଶେଷ୤ ଚତୁର୍ମାସ୍ୟା ବ୍ରତ ସମାପନ୤
* ମର୍ଗଶୀରମାର୍ଗଶୀର କୃଷ୍ଣ ଏକାଦଶୀ: ଉତ୍ପନ୍ନା ଏକାଦଶୀ
* ମାର୍ଗଶୀର ଶୁକ୍ଳ ଏକାଦଶୀ: ମୋକ୍ଷଦା ଏକାଦଶୀ
* ପୌଷ କୃଷ୍ଣ ଏକାଦଶୀ: ସଫଳା ଏକାଦଶୀ
Line ୪୩ ⟶ ୪୪:
{{ପକ୍ଷ}}
 
[[categoryଶ୍ରେଣୀ:ପକ୍ଷ]]
[[ବିଭାଗଶ୍ରେଣୀ:ହିନ୍ଦୁ ଧର୍ମ]]
[[ବିଭାଗଶ୍ରେଣୀ:ଜ୍ୟୋତିଷୀ]]
"https://or.wikipedia.org/wiki/ଏକାଦଶୀ"ରୁ ଅଣାଯାଇଅଛି