"ଥୋମାସ ଆଲଭା ଏଡ଼ିସନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{prettyurl|Thomas_Alva_Edison}}
'''ଥୋମାସ ଆଲ୍‌ଭା ଏଡିସନ''' ([[English language|English]]: Thomas Alva Edison)(ଫେବୃୟାରୀ ୧୧, ୧୮୪୭ – ଅକ୍ଟୋବର ୧୮, ୧୯୩୧) ଜଣେ ଆମେରିକୀୟ ଉଦ୍ଭାବକଉଭ୍ଭାବକ, ବୈଜ୍ଞାନିକ ଓ ବ୍ୟବସାୟୀ ଥିଲେ । ସେ ଅନେକ ଯନ୍ତ୍ର ଉଭ୍ଭାବନ କରିଥିଲେ ଯାହା ବିଶ୍ୱ୍ଜୀବନକୁବିଶ୍ବଜୀବନକୁ ପ୍ରଭାବିତ କରିଥିଲା ଯଥା ଫୋନୋଗ୍ରାଫ, ଚଳଚ୍ଚିତ୍ର କ୍ୟାମେରା ଓ ବିଦ୍ୟୁତ ବଲ୍ବ । ତା ସହିତ ସେ ବିଶ୍ୱ୍ରବିଶ୍ବର ପ୍ରଥମ ଶିଳ୍ପ ଗବେଷଣାଗାର ତିଆରି କରିଥିଲେ । ଜଣେ ଖବରକାଗଜ ସାମ୍ବାଦିକଙ୍କ ଦ୍ବାରା ମେନଲୋପାର୍କର (ଏବେ ଏଡିସନ, ନିଉ ଜର୍ସି) ଯାଦୁକର ଭାବେ ସମ୍ବୋଧିତ, ସେ ଥିଲେ ସମୁହ ଉତ୍ପାଦନ ଓ ଏକତ୍ରିତ ଉଦ୍ଭାବନର ସୂତ୍ର ପ୍ରୟୋଗ କରିବାରେ ଜଣେ ପ୍ରଥମ ବ୍ୟକ୍ତି, ସେଥି ପାଇଁ ସେ ପ୍ରଥମ ଶିଳ୍ପ ଗବେଷଣାଗାର ତିଆରି କରିଥିଲେ ବୋଲି କୁହାଯାଏ ।[[ଫାଇଲ:Thomas Edison, 1878.jpg|thumbnail|୧୮୭୮ ରେ ଏଡିସନ୍]]
 
ଏଡିସନ ହେଉଛନ୍ତି ଇତିହାସର ୪ର୍ଥ ଶ୍ରେଷ୍ଠ ଉଦ୍ଭାବକ, ଯିଏ ତାଙ୍କ ନାମରେ ୧୦୯୩ ଟି ଯୁକ୍ତରାଷ୍ଟ୍ର ପେଟେଣ୍ଟ ସହିତ ଯୁକ୍ତରାଜ୍ୟ, ଫ୍ରାନ୍‌ସ ଓ ଜର୍ମାନୀରେ ମଧ୍ୟ ଅନେକ ପେଟେଣ୍ଟ କରିଥିଲେ । ସେ ଯୋଗାଯୋଗ କ୍ଷେତ୍ରରେ ଅନେକ ଉଦ୍ଭାବନ କରିଥିଲେ, ବିଶେଷ ଭାବରେ ଦୂରସଞ୍ଚାର । ଏହା ଭିତରେ ଥିଲା ଷ୍ଟକ ଟିକର, ଯାନ୍ତ୍ରିକ ଭୋଟ ଗଣାଳୀ, ବିଦ୍ୟୁତ କାର ପାଇଁ ବ୍ୟାଟେରୀ, ବିଦ୍ୟୁତ ଶକ୍ତି, ମ୍ୟୁଜିକ ରେକର୍ଡ଼ ଏବଂ ମୋସନ ପିକ୍ଚର । ଜଣେ ଟେଲିଗ୍ରାଫ ଅପରେଟର ଭାବରେ କାମ କରୁଥିବା ସମୟରେ ସେ ଏ ସବୁ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିଲେ । ଏଡିସନ ପ୍ରଥମେ ବିଦ୍ୟୁତ ଶକ୍ତି ସୃଷ୍ଟି ଓ ଗୃହ, ବ୍ୟବସାୟ ଓ କାରଖାନା ପାଇଁ ବିତରଣ ବିଷୟରେ ଚିନ୍ତା କରିଥିଲେ । ତାଙ୍କ ପ୍ରଥମ ଶକ୍ତି କେନ୍ଦ୍ର ମାନହାଟାନ ଦ୍ଵୀପ, ନିଉ ୟର୍କରେ ଥିଲା ।