"ପୂର୍ଣ୍ଣିମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
==ପୂର୍ଣ୍ଣିମା==
ଶୁକ୍ଳପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି) କୁ ପୂର୍ଣ୍ଣିମା କୁହାଯାଏ ପୂର୍ଣ୍ଣିମା ପରଦିନଠାରୁ କୃଷ୍ଣପକ୍ଷ ଆରମ୍ଭ ହୁଏ |
 
* [[ବୈଶାଖ]] ପୂର୍ଣ୍ଣମୀ: ଶ୍ରୀକୃଷ୍ଣଙ୍କର ଫୁଲଦୋଳ (ପୁଷ୍ପଦୋଳା) ଉତ୍ସବ ହୁଏ
* [[ଆଷାଢ଼]] ପୂର୍ଣ୍ଣିମା: [[ଗୁରୁ ପୂର୍ଣ୍ଣିମା]]: ମହର୍ଷି ବ୍ୟାସଦେବଙ୍କ ଜନ୍ମଦିନ |
* [[ଶ୍ରାବଣ]] ପୂର୍ଣ୍ଣମୀ: ଗହ୍ମାପୂର୍ଣ୍ଣମୀ : ବଳରାମ (ବଳଦେବ)ଙ୍କର ଜନ୍ମଦିନ
* [[ଭାଦ୍ରବ]] ପୂର୍ଣ୍ଣିମା: ଇନ୍ଦୁପୂର୍ଣ୍ଣିମା
* [[ଆଶ୍ବିନଆଶ୍ୱିନ]] ପୂର୍ଣ୍ଣମୀ: କୁମାର ପୂର୍ଣ୍ଣିମା- ସନ୍ଧ୍ୟା ସମୟରେ ଚାନ୍ଦପୂଜା ହୁଏ
* [[ପୌଷ]] ପୂର୍ଣ୍ଣିମା: ଏ ଦିନ ଶ୍ରୀ ଜଗନ୍ନାଥଙ୍କର ପୁଷ୍ୟାଭିଷେକ ଉତ୍ସବ କରାଯାଏ
* [[ମାଘ]] ପୂର୍ଣ୍ଣମୀ: ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା ବା ଅଇଘରା ପୂର୍ଣ୍ଣିମା ବା ଅଗିଜଳା ପୂର୍ଣ୍ଣିମା
 
{{ପକ୍ଷ}}
 
[[ବିଭାଗଶ୍ରେଣୀ:ଜ୍ୟୋତିଷୀ]]
[[ବିଭାଗଶ୍ରେଣୀ:ପକ୍ଷ]]