"ପୂଜା (ଉପାସନା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୪୩ କ ଧାଡ଼ି:
# ଏକ କରେ ପାଶ: ପ୍ରଥମ ହସ୍ତରେ ଶସ୍ତ୍ର ପ୍ରଦାନ
# ଅନ୍ୟକରେ ଅଙ୍କୁଶ: ଦ୍ବିତୀୟ ହସ୍ତରେ ଶସ୍ତ୍ର ପ୍ରଦାନ
# ଇତର କରେ ପୁଣ୍ଡ୍ରେକ୍ଷୁଚାପଚାପ: ତୃତୀୟ ହସ୍ତରେ ଶସ୍ତ୍ର ପ୍ରଦାନ
# ଅପର କରେ ପୁଷ୍ପବାଣବାଣ: ଚତୁର୍ଥ ହସ୍ତରେ ଶସ୍ତ୍ର ପ୍ରଦାନ ଓ ଅନ୍ୟ ହସ୍ତରେ ଆୟୁଧାରୋପଣ
# ଶ୍ରୀମନ୍ମାଣିକ୍ୟ ପାଦୁକା: ରତ୍ନ କଠାଉ
# ସ୍ବସମାନସ୍ଵସମାନ ବେଶାଭରଣ ଭୂଷିତ ଦେବତାମାନଙ୍କ ସହ ସିଂହାସନାରୋହଣ: ନାନାପ୍ରକାର ବେଶଭୁଷାରେ ସଜ୍ଜିତ ହୋଇଥିବା ଦେବତାମାନଙ୍କ ସଙ୍ଗେ ସିଂହାସନରେ ବସାଇବା
# କାମେଶ୍ବରପରମଶିବ ପର୍ଯ୍ୟଙ୍କୋପବେଶନ: ପଲଙ୍କରେ ବସାଇବା
# ଅମୃତାଶନ ଚଷକ: ଅମୃତ ପାନପାତ୍ର
# ଆଚମନୀୟ: ଭୋଜନ ପୂର୍ବରୁ ଚଳୁପାଇଁ ଜଳ
# କର୍ପୂର ବଟିକାବିଟୀକା: କର୍ପୂରର ଗୁଳା
# ଆନନ୍ଦୋଲ୍ଲାସ ବିଳାସହାସ: ପ୍ରେମହାସ୍ୟ
# ମଙ୍ଗଳାରାତ୍ରିକ: ମଙ୍ଗଳ ଆଳତି
# ଶ୍ବେତଚ୍ଛତ୍ରଶ୍ଵେତଚ୍ଛତ୍ର: ଧଳା ଛତା
# ଚାମର ଯୁଗଳ: ଦୁଇଟି ଚଅଁର
# ଦର୍ପଣ: ଆରସୀ
୧୬୦ କ ଧାଡ଼ି:
# ପୁଷ୍ପ: ଫୁଲ
# ଧୂପ: ଝୁଣା ଆଦିର ଧୂପ
# ଦୀପ: କର୍ପୂର,ଘିଅର ପ୍ରଦୀପ
# ନୈବେଦ୍ୟ: ଭୋଗଭୋଜ୍ୟ-ଭକ୍ଷ୍ୟ; ଖାଦ୍ୟ ଦ୍ରବ୍ୟ ଅର୍ପଣ
# ପୁନରାଚମନୀୟ: ଆଞ୍ଚୁଆ ପାଣି
# ତାମ୍ବୁଳ: ପାନ