"ରମାଦେବୀ ଚୌଧୁରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂତନ: ରମାଦେବୀ ଚୌଧୁରୀ
 
ଟିକେNo edit summary
୪୭ କ ଧାଡ଼ି:
| box_width =
}}
 
୧୮୯୯ ମସିହା ଡିସେମ୍ବର ୩ ତାରିଖରେ [[କଟକ]] ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ ୤ ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ ଡେପୁଟି କଲେକ୍ଟର ଥିଲେ ୤ ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ [[ମଧୁସୂଦନ ଦାସ]]ଙ୍କ ଝିଆରୀ ୤ ୧୯୧୪ ମସିହା ଅପ୍ରେଲ ମାସରେ ସ୍ୱାଧୀନତା ସଂଗ୍ରାମୀ, ତତ୍କାଳୀନ ଡେପୁଟି କଲେକ୍ଟର ତଥା କଟକର ଖ୍ୟାତନାମା ଓକିଲ ଗୋପବନ୍ଧୁ ଚୌଧୁରୀଙ୍କୁ ସେ ବିବାହ କରିଥିଲେ ୤
୧୯୨୧ ମସିହା ମାର୍ଚ୍ଚ ମାସରେ [[ମହାତ୍ମା ଗାନ୍ଧୀ]] [[କଟକ]] ଆସିଥିବା ସମୟରେ ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନପିନ୍ଧି ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ ୤ ଉକ୍ତ ସଭାରେ ଉପସ୍ଥିତ ଥିବା ରମାଦେବୀ [[ମହାତ୍ମା ଗାନ୍ଧୀ|ଗାନ୍ଧୀଜି]]ଙ୍କ ଭାଷଣରେ ପ୍ରଭାବିତ ହୋଇ ତାଙ୍କର ସମସ୍ତ ଗହଣା ଦାନ କରିବା ସହିତ ଶସ୍ତା ଶାଢ଼ୀ ପିନ୍ଧିବା ଆରମ୍ଭ କରିଥିଲେ ୤
 
 
==ଆଧାର==