"ପୁରୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେNo edit summary |
ଟିକେ + ମହର୍ଷି ଅଙ୍ଗିରାଙ୍କ ଆଶ୍ରମ |
||
୧୬ କ ଧାଡ଼ି:
ପୁରୀ [[ଓଡ଼ିଶା]]ର ଏକ ପ୍ରମୁଖ ସହର ।
ଏହା ମୁଖ୍ୟତଃ [[ଜଗନ୍ନାଥ ମନ୍ଦିର]] ଯୋଗୁଁ ପୃଥିବୀ ବିଖ୍ୟାତ ।<!-- See [[Wikipedia:WikiProject Indian cities]] for details -->
==ଦର୍ଶନୀୟ ସ୍ଥାନ==
* [[ଜଗନ୍ନାଥ ମନ୍ଦିର]]
* ମହର୍ଷି ଅଙ୍ଗିରାଙ୍କ ଆଶ୍ରମ<ref>[[ଧରିତ୍ରୀ (ଖବରକାଗଜ)|ଧରିତ୍ରୀ]], ୨୩ଅକ୍ଟୋବର୨୦୧୧, ପୃଷ୍ଠା-୧, ୧୩</ref>
: ହିନ୍ଦୁ ପୁରାଣୋକ୍ତ ସପ୍ତର୍ଷିମାନଙ୍କ ମଧ୍ୟରେ ଅନ୍ୟତମ ମହର୍ଷି ଅଙ୍ଗିରାଙ୍କ ଆଶ୍ରମ [[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିର]]ଠାରୁ ୩ଶହ ମିଟର ଦୂର ଦୋଳମଣ୍ଡପ ସାହିରେ ଅଛି ଆଶ୍ରମ ଭିତରେ ରହିଛି ବର ଓ ଅଶ୍ୱତ୍ଥ ବୃକ୍ଷ ଏହି ବୃକ୍ଷ ପରସ୍ପର ମଧ୍ୟରେ ଏତେ ନିବିଡ଼ ଯେ ତାହା ଗୋଟିଏ ବୃକ୍ଷର ଭ୍ରମ ସୃଷ୍ଟି କରୁଛି ନୀଳାଦ୍ରୀ ମହୋଦୟର ସଂସ୍କୃତ ଗ୍ରନ୍ଥରେ ଅଙ୍ଗିରା ଆଶ୍ରମରେ ଥିବା ବୃକ୍ଷକୁ କାମ୍ୟବଟ ବା କାମନା ବୃକ୍ଷ ବୋଲି ବର୍ଣ୍ଣନା କରାଯାଇଛି [[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିର]]ରେ ଥିବା କଳ୍ପବଟର ସମସାମୟିକ ଏହି ବୃକ୍ଷ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଛି ଗ୍ରନ୍ଥରେ କାମ୍ୟବଟଠାରୁ କଳ୍ପବଟ ପର୍ଯ୍ୟନ୍ତ ଭୂମିକୁ ପୁଣ୍ୟଭୂମି ବୋଲି ଧରାଯାଇଛି ଏହି କାମ୍ୟବଟ ବୃକ୍ଷ ମୂଳରେ ରହିଛି ମହର୍ଷିଙ୍କ ତପସ୍ୟାସ୍ଥଳୀ ତପସ୍ୟାସ୍ଥଳୀଟି ଗଛର ଚେର ଏବଂ ଓହଳରେ ଗୁମ୍ଫାକୃତି ହୋଇଯାଇଛି ଗୁମ୍ଫା ନିକଟରେ ତିନିଠାକୁରଙ୍କ ଏକ ମନ୍ଦିର ରହିଛି ଅଷ୍ଟମ ଶତାବ୍ଦୀର ପଟଳ ଆକୃତିର ଶ୍ରୀମନ୍ଦିର ଢାଞ୍ଚାରେ ରହିଥିବା ଏହି ମନ୍ଦିର ଭିତରେ ତିନିଠାକୁର ପୂଜା ପାଉଛନ୍ତି ସବୁଠି ତିନିଠାକୁର ପୂର୍ବାଭିମୁଖୀ ଥିବା ବେଳେ ଏଠାରେ '''ଦକ୍ଷିଣାଭିମୁଖୀ''' ଏହି ମନ୍ଦିରଠାରୁ ମହର୍ଷିଙ୍କ ତପସ୍ୟାସ୍ଥଳୀ ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ଅଛି [[ଭାରତ]]ର କୌଣସି ସ୍ଥାନରେ ମହର୍ଷିଙ୍କ ମୂର୍ତ୍ତି ରହିଥିବା ସୂଚନା ନ ଥିବା ବେଳେ ଶ୍ରୀକ୍ଷେତ୍ରରେ ଥିବା ଅଙ୍ଗିରାଙ୍କ ଆଶ୍ରମରେ ତାଙ୍କର ମୂର୍ତ୍ତି ପୂଜା ପାଉଛି ଏହି ଆଶ୍ରମ ସହ ଶ୍ରୀଜୀଉମାନଙ୍କ ନୀତିର ସମ୍ପର୍କ ରହିଛି ଆଶ୍ରମକୁ [[ସୁଦର୍ଶନ]] ମହାପ୍ରଭୁ ବର୍ଷକୁ ଚାରିଥର ଭ୍ରମଣ କରୁଥିବା ବେଳେ ଶ୍ରୀଜୀଉମାନଙ୍କ ମଙ୍ଗଳଆଳତି ଓ ଧୂପ ପରେ ଏଠାରେ ଆଳତି ଓ ଧୂପ ନୀତି ହୋଇଥାଏ
==ଗାଲେରି==
Line ୨୧ ⟶ ୨୭:
[[ଫାଇଲ:Tierecke 8819 - Puri beach.jpg|thumb|right|300px|ବେଳାଭୁଇଁରେ ବେଳବୁଡ଼]]
[[ଫାଇଲ:Rath Yatra Puri 07-11027.jpg|thumb|300px| ପୁରୀ [[ରଥଯାତ୍ରା|ରଥ ଜାତେରା]]]]
[[ଫାଇଲ:Puri Shri Jagannath Temple 11023.jpg|thumb|right|300px|ଦେଉଳମୁଁଡ(ଦୋଳମଣ୍ଡପ) ସାହିରୁ
|