"ଥୋମାସ ଆଲଭା ଏଡ଼ିସନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଥୋମାସ୍ ଆଲ୍‌ଭା ଏଡିସନ୍ରୁ ଥୋମାସ ଆଲ୍‌ଭା ଏଡିସନକୁ ଘୁଞ୍ଚାଗଲା: ନିହାତି ଦରକାର ନଥିଲେ ଓଡ଼ିଆରେ ହଳନ୍ତ ବ୍...
No edit summary
୧ କ ଧାଡ଼ି:
ଥୋମାସ୍'''ଥୋମାସ ଆଲ୍‌ଭା ଏଡିସନ୍ଏଡିସନ''' ([[English language|English]]: Thomas Alva Edison)(ଫେବୃୟାରୀ ୧୧, ୧୮୪୭ – ଅକ୍ଟୋବର୍ଅକ୍ଟୋବର ୧୮, ୧୯୩୧) ଜଣେ ଆମେରିକୀୟ ଉଦ୍ଭାବକ, ବୈଜ୍ଞାନିକ ଓ ବ୍ୟବସାୟୀ ଥିଲେ ସେ ଅନେକ ଯନ୍ତ୍ର ଉଭ୍ଭାବନ କରିଥିଲେ ଯାହା ବିଶ୍ବଜୀବନକୁବିଶ୍ୱ୍ଜୀବନକୁ ପ୍ରଭାବିତ କରିଥିଲା ଯଥା ଫୋନୋଗ୍ରାଫ୍ଫୋନୋଗ୍ରାଫ, ଚଳଚ୍ଚିତ୍ର କ୍ୟାମେରା ଓ ବିଦ୍ୟୁତ୍ବିଦ୍ୟୁତ ବଲ୍‌ବବଲ୍ବ ତା ସହିତ ସେ ବିଶ୍ବରବିଶ୍ୱ୍ର ପ୍ରଥମ ଶିଳ୍ପ ଗବେଷଣାଗାର ତିଆରି କରିଥିଲେ ଜଣେ ଖବରକାଗଜ ସାମ୍ବାଦିକଙ୍କ ଦ୍ବାରା ମେନ୍‌ଲୋପାର୍କ୍‌ରମେନଲୋପାର୍କର (ଏବେ ଏଡିସନ୍ଏଡିସନ, ନିଉ ଜର୍ସି) ଜାଦୁକରଯାଦୁକର ଭାବେ ସମ୍ବୋଧିତ, ସେ ଥିଲେ ସମୁହ ଉତ୍ପାଦନ ଓ ଏକତ୍ରିତ ଉଦ୍ଭାବନର ସୂତ୍ର ପ୍ରୟୋଗ କରିବାରେ ଜଣେ ପ୍ରଥମ ବ୍ୟକ୍ତି, ସେଥି ପାଇଁ ସେ ପ୍ରଥମ ଶିଳ୍ପ ଗବେଷଣାଗାର ତିଆରି କରିଥିଲେ ବୋଲି କୁହାଯାଏ
 
ଏଡିସନ୍ଏଡିସନ ହେଉଛନ୍ତି ଇତିହାସର ୪ର୍ଥ ଶ୍ରେଷ୍ଠ ଉଦ୍ଭାବକ, ଯିଏ ତାଙ୍କ ନାମରେ ୧୦୯୩ ଟି ଯୁକ୍ତରାଷ୍ଟ୍ର ପେଟେଣ୍ଟ୍ପେଟେଣ୍ଟ ସହିତ ଯୁକ୍ତରାଜ୍ୟ, ଫ୍ରାନ୍‌ସ ଓ ଜର୍ମାନୀରେ ମଧ୍ୟ ଅନେକ ପେଟେଣ୍ଟ କରିଥିଲେ ସେ ଯୋଗାଯୋଗ କ୍ଷେତ୍ରରେ ଅନେକ ଉଦ୍ଭାବନ କରିଥିଲେ, ବିଶେଷ ଭାବରେ ଦୂରସଞ୍ଚାର ୟାଏହା ଭିତରେ ଥିଲା ଷ୍ଟକ୍ଷ୍ଟକ ଟିକର୍ଟିକର, ଯାନ୍ତ୍ରିକ ଭୋଟ୍ଭୋଟ ଗଣାଳୀ, ବିଦ୍ୟୁତ୍ବିଦ୍ୟୁତ କାର ପାଇଁ ବ୍ୟାଟେରୀ, ବିଦ୍ୟୁତ୍ବିଦ୍ୟୁତ ଶକ୍ତି, ମ୍ୟୁଜିକ୍ମ୍ୟୁଜିକ ରେକର୍ଡରେକର୍ଡ଼ ଏବଂ ମୋସନ୍ମୋସନ ପିକ୍ଚର୍ପିକ୍ଚର ଜଣେ ଟେଲିଗ୍ରାଫ୍ଟେଲିଗ୍ରାଫ ଅପରେଟର୍ଅପରେଟର ଭାବରେ କାମ କରୁଥିବା ସମୟରେ ସେ ଏ ସବୁ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିଲେ ଏଡିସନ୍ଏଡିସନ ପ୍ରଥମେ ବିଦ୍ୟୁତ୍ବିଦ୍ୟୁତ ଶକ୍ତି ସୃଷ୍ଟି ଓ ଗୃହ, ବ୍ୟବସାୟ ଓ କାରଖାନା ପାଇଁ ବିତରଣ ବିଷୟରେ ଚିନ୍ତା କରିଥିଲେ ତାଙ୍କ ପ୍ରଥମ ଶକ୍ତି କେନ୍ଦ୍ର ମାନ୍‌ହାଟାନ୍ମାନହାଟାନ ଦ୍ବୀପଦ୍ଵୀପ, ନିଉ ୟର୍କରେ ଥିଲା
ଥୋମାସ୍ ଆଲ୍‌ଭା ଏଡିସନ୍ (ଫେବୃୟାରୀ ୧୧, ୧୮୪୭ – ଅକ୍ଟୋବର୍ ୧୮, ୧୯୩୧) ଜଣେ ଆମେରିକୀୟ ଉଦ୍ଭାବକ, ବୈଜ୍ଞାନିକ ଓ ବ୍ୟବସାୟୀ ଥିଲେ ୤ ସେ ଅନେକ ଯନ୍ତ୍ର ଉଭ୍ଭାବନ କରିଥିଲେ ଯାହା ବିଶ୍ବଜୀବନକୁ ପ୍ରଭାବିତ କରିଥିଲା ଯଥା ଫୋନୋଗ୍ରାଫ୍, ଚଳଚ୍ଚିତ୍ର କ୍ୟାମେରା ଓ ବିଦ୍ୟୁତ୍ ବଲ୍‌ବ ୤ ତା ସହିତ ସେ ବିଶ୍ବର ପ୍ରଥମ ଶିଳ୍ପ ଗବେଷଣାଗାର ତିଆରି କରିଥିଲେ ୤ ଜଣେ ଖବରକାଗଜ ସାମ୍ବାଦିକଙ୍କ ଦ୍ବାରା ମେନ୍‌ଲୋପାର୍କ୍‌ର (ଏବେ ଏଡିସନ୍, ନିଉ ଜର୍ସି) ଜାଦୁକର ଭାବେ ସମ୍ବୋଧିତ, ସେ ଥିଲେ ସମୁହ ଉତ୍ପାଦନ ଓ ଏକତ୍ରିତ ଉଦ୍ଭାବନର ସୂତ୍ର ପ୍ରୟୋଗ କରିବାରେ ଜଣେ ପ୍ରଥମ ବ୍ୟକ୍ତି, ସେଥି ପାଇଁ ସେ ପ୍ରଥମ ଶିଳ୍ପ ଗବେଷଣାଗାର ତିଆରି କରିଥିଲେ ବୋଲି କୁହାଯାଏ ୤
 
ଏଡିସନ୍ ହେଉଛନ୍ତି ଇତିହାସର ୪ର୍ଥ ଶ୍ରେଷ୍ଠ ଉଦ୍ଭାବକ, ଯିଏ ତାଙ୍କ ନାମରେ ୧୦୯୩ ଟି ଯୁକ୍ତରାଷ୍ଟ୍ର ପେଟେଣ୍ଟ୍ ସହିତ ଯୁକ୍ତରାଜ୍ୟ, ଫ୍ରାନ୍‌ସ ଓ ଜର୍ମାନୀରେ ମଧ୍ୟ ଅନେକ ପେଟେଣ୍ଟ କରିଥିଲେ ୤ ସେ ଯୋଗାଯୋଗ କ୍ଷେତ୍ରରେ ଅନେକ ଉଦ୍ଭାବନ କରିଥିଲେ, ବିଶେଷ ଭାବରେ ଦୂରସଞ୍ଚାର ୤ ୟା ଭିତରେ ଥିଲା ଷ୍ଟକ୍ ଟିକର୍, ଯାନ୍ତ୍ରିକ ଭୋଟ୍ ଗଣାଳୀ, ବିଦ୍ୟୁତ୍ କାର ପାଇଁ ବ୍ୟାଟେରୀ, ବିଦ୍ୟୁତ୍ ଶକ୍ତି, ମ୍ୟୁଜିକ୍ ରେକର୍ଡ ଏବଂ ମୋସନ୍ ପିକ୍ଚର୍ ୤ ଜଣେ ଟେଲିଗ୍ରାଫ୍ ଅପରେଟର୍ ଭାବରେ କାମ କରୁଥିବା ସମୟରେ ସେ ଏ ସବୁ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିଲେ ୤ ଏଡିସନ୍ ପ୍ରଥମେ ବିଦ୍ୟୁତ୍ ଶକ୍ତି ସୃଷ୍ଟି ଓ ଗୃହ, ବ୍ୟବସାୟ ଓ କାରଖାନା ପାଇଁ ବିତରଣ ବିଷୟରେ ଚିନ୍ତା କରିଥିଲେ ୤ ତାଙ୍କ ପ୍ରଥମ ଶକ୍ତି କେନ୍ଦ୍ର ମାନ୍‌ହାଟାନ୍ ଦ୍ବୀପ, ନିଉ ୟର୍କରେ ଥିଲା ୤
 
==ବାଲ୍ୟ ଜୀବନ==
ଥୋମାସ୍ଥୋମାସ ଏଡିସନ୍ଏଡିସନ ମିଲନ୍, ଓହିଓରେ ଜନ୍ମଗ୍ରହଣ କରିଥିଲେ ଓ ପୋର୍ଟ ହ୍ୟୁରନ୍ହ୍ୟୁରନ, ମିଚିଗାନ୍‌ରେ ଲାଳିତପାଳିତ ହୋଇଥିଲେ ସେ ସାମୁଏଲ୍ସାମୁଏଲ ଓଗ୍‌ଡେନ୍ଓଗଡେନ ଏଡିସନ୍ଏଡିସନ, ଜୁନିୟର୍ଜୁନିୟର (୧୮୦୪-୯୬ ମାର୍ଶାଲ୍ମାର୍ସାଲ ଟାଉନ୍ଟାଉନ, ନୋଭା ସ୍କଟିଆ, କାନାଡା ରେ ଜନ୍ମିତ) ଏବଂ ନାନ୍‌ସିନାନସି ମାଥିଉଜ୍ମାଥିଉଜ ଇଲିଅଟ୍‌ଙ୍କରଇଲିଅଟଙ୍କର (୧୮୧୦-୧୮୭୧ ଚେନାଙ୍ଗୋ କାଉଣ୍ଟି, ନିଉ ୟର୍କ୍‌ରେୟର୍କରେ ଜନ୍ମିତ)ସପ୍ତମ ତଥା ଶେଷ ସନ୍ତାନ ଥିଲେ ୧୮୩୭ର ଅସଫଳ ମାକେଞ୍ଜି ବିଦ୍ରୋହରେ ସାମିଲ୍ସାମିଲ ଥିବାରୁ ତାଙ୍କ ପିତାଙ୍କୁ କାନାଡାରୁ ପଳାଇ ଆସିବାକୁ ପଡିଲା ଏଡିସନ୍ଏଡିସନ ନିଜକୁ ଡଚ୍ଡଚ ବଂଶଧର ବୋଲି ଭାବୁଥିଲେ
 
ବିଦ୍ୟାଳୟରେ ଶିଶୁ ଏଡିସନ୍‌ଙ୍କରଏଡିସନଙ୍କର ମୁଣ୍ଡ ସ୍ଥିର ରହୁନଥିଲା, ସେଥିପାଇଁ ତାଙ୍କ ଶିକ୍ଷକ, ରେଭେରେଣ୍ଡ୍ରେଭେରେଣ୍ଡ ଏଙ୍ଗ୍ଲେ ତାଙ୍କୁ ପାଗେଳା ବୋଲି ଡାକୁଥିଲେ ଏତିକିରେ ଏଡିସନ୍‌ଙ୍କରଏଏଡିସନଙ୍କର ତିନିମାସର ବିଦ୍ୟାଳୟ ପାଠ ଶେଷ ହେଲା ଏଡିସନ୍ ପରେଏଏଡିସନପରେ କହୁଥିଲେ, "ମୋ ମାଆ ମୋତେ ତିଆରି କରିଥିଲେ ସେ ମୋ ଉପରେ ଏତେ ନିଶ୍ଚିତ ଥିଲେ, ଏତେ ଭରସା କରୁଥିଲେ ଯେ, ମୋତେ ଲାଗିଲା ମୋର ବଞ୍ଚିବାର କାରଣ ଅଛି, କେହି ଜଣକୁ ମୁଁ ଦୁଃଖୀ କରି ପାରିବିନି ତାଙ୍କ ମାଆ ତାଙ୍କୁ ଘରେ ପଢାଉଥିଲେ [9] ତାଙ୍କର ଅଧିକାଂଶ ଶିକ୍ଷା ଆର୍ଆର.ଜି. ପାର୍କର୍‌ଙ୍କରପାର୍କରଙ୍କର ସ୍କୁଲ୍ସ୍କୁଲ ଅଫ ନାଚୁରାଲ୍ନାଚୁରାଲ ଫିଲୋସୋଫି ଓ ଦି କୁପର୍କୁପର ୟୁନିଅନ୍‌ରୁୟୁନିଅନରୁ ଆସିଥିଲା
 
 
[[ଶ୍ରେଣୀ:ବୈଜ୍ଞାନିକ]]
[[ଶ୍ରେଣୀ:ଉଦ୍ଭାବକ]]
[[ଶ୍ରେଣୀ:୧୮୪୭ ଜନ୍ମ ]]
[[ଶ୍ରେଣୀ:୧୯୩୧ ମୃତ୍ୟୁ ]]
 
[[en:Thomas Alva Edison]]