"ଧଉଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୩ କ ଧାଡ଼ି:
 
==ଇତିହାସ==
ଏଠାରେ ଥିବା ୬କ ଶିଳାଲେଖରଶିଳାଲେଖରେ [[ଅଶୋକ]] ପୁରା ପୃଥିବୀର ମଙ୍ଗଳ ପାଇଁ ସେ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା [[ଓଡ଼ିଶା]]ର ବୌଦ୍ଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ [[ଗୌତମ ବୁଦ୍ଧ|ବୁଦ୍ଧ]]ଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ [[ଗୌତମ ବୁଦ୍ଧ|ବୁଦ୍ଧ]]ଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢ଼ିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡ଼କୁ ବାଟଦେଖାଇଥିଲା ବୋଲି ବିଶ୍ଵାସ କରାଯାଏ । ତେବେ ଏହା ଏବେ ବି ସବୁ ଗବେଷକ ମାନଙ୍କ ଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢ଼ନ୍ତି ।
<ref>[http://www.indiavideo.org/text/maurya-dynasty-kalinga-war-ashoka-49.php </ref>କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଉପରେ ତାହାର ପ୍ରଭାବ]</ref>
। ସେ [[:ଶ୍ରେଣୀ:ବୌଦ୍ଧ ଧର୍ମ|ବୌଦ୍ଧ ଧର୍ମ]]ରେ ନିଜକୁ ବଦଳାଇପବାବଦଳାଇବା ପରେ ଅନେକ ବୌଦ୍ଧ ସ୍ତୁପ, ସ୍ତମ୍ଭ ଗଢ଼ାଇଥିଲେ
<ref>[http://www.dhauli.net/ ଧଉଳି, ଓଡ଼ିଶା]</ref>
ସାଧରଣସାଧାରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ୧୯୭୦ରେ ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡପାହାଡ଼ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଛି ୧୯୭୦ରେତୋଳାଯାଇଥିଲା, ଯାହା ଗବେଷକ ମାନଙ୍କ ପାଇଁ ଏକ ବିଶେଷ ଜାଗା ।
 
==ଓଡ଼ିଶାରେ ଥିବା ବାକି ବୌଦ୍ଧ କୀର୍ତ୍ତି==
 
==ଓଡ଼ିଶାରେ ଥିବା ବାକିଅନ୍ୟ ବୌଦ୍ଧ କୀର୍ତ୍ତି==
# [[ବୌଦ୍ଧ ଜିଲ୍ଲା]]ରେ ଅନେକ ଜାଗାରେ ବୌଦ୍ଧ କୀର୍ତ୍ତିମାନ ଅଛି, ବିଶ୍ଵାସ କରାଯାଏ ଯେ [[ଗୌତମ ବୁଦ୍ଧ|ବୁଦ୍ଧ]]ଙ୍କ ନାଆଁରୁ [[ବୌଦ୍ଧ ଜିଲ୍ଲା|ବୌଦ୍ଧ]]/ବଉଦ ଏହି ଜିଲ୍ଲା ର ନାଆଁ ଦିଆଯାଇଛି ।
# [[ଖଣ୍ଡଗିରି]], [[ଭୁବନେଶ୍ୱର]]
Line ୧୬ ⟶ ୧୫:
# [[ରତ୍ନଗିରି]], [[ଯାଜପୁର ଜିଲ୍ଲା|ଯାଜପୁର]]
# [[ଲଳିତଗିରି]], [[ଯାଜପୁର ଜିଲ୍ଲା|ଯାଜପୁର]]
# [[ଜଉଗଡଜଉଗଡ଼]], [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ]]ରେ ଥିବା ଅଶୋକଙ୍କ ଶିଳାଲେଖ
 
==ବୌଦ୍ଧ ଧର୍ମ ଶ୍ରେଣୀବିଭାଗ==
Line ୨୪ ⟶ ୨୩:
* ସହଜଯାନ
 
==ଟୀକା==
==ଦ୍ରଷ୍ଟବ୍ୟ==
{{ଆଧାର}}
<references/>
 
==ବାହାର ଲିଙ୍କ==
* [http://www.dhauli.net/ ଧଉଳି, ଓଡ଼ିଶା]
 
[[ଶ୍ରେଣୀ:ଧର୍ମ]]
"https://or.wikipedia.org/wiki/ଧଉଳି"ରୁ ଅଣାଯାଇଅଛି