"ଧଉଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; cosmetic changes
ଟିକେNo edit summary
୧ କ ଧାଡ଼ି:
[[ଫାଇଲ:Dhauli Peace Pagoda.jpg|thumb|250px|right|ଧଉଳି ଶାନ୍ତି ସ୍ତୁପ]]
'''ଧଉଳି''' ପାହାଡ ଦୟା ନଇ କୂଳରେ ଅଛି । ଏହା ରାଜଧାନୀ ''[[ଭୁବନେଶ୍ୱର]]'' ଠାରୁ ୮ କିମି ଦୁରରେ ଅଛି । ଏହି ପାହାଡର ପଥର ଉପରେ [[ଓଡ଼ିଆ ଭାଷାରେଭାଷା]]ରେ ଅଶୋକଙ୍କ ଶିଳାଲେଖ ଅଛି । ଏହା ହେଉଛି ସେହି ଜାଗା ଯେଉଁଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ।
 
==ଇତିହାସ==
ଏଠାରେ ଥିବା ୬କ ଶିଳାଲେଖର [[ଅଶୋକ]] ପୁରା ପୃଥିବୀର ମଙ୍ଗଳ ପାଇଁ ସେ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା ଓଡ଼ିଶାର[[ଓଡ଼ିଶା]]ର ବ୍ଔଧବୌଦ୍ଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ ବୁଦ୍ଧଙ୍କ[[ଗୌତମ ବୁଦ୍ଧ|ବୁଦ୍ଧ]]ଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ ବୁଦ୍ଧଙ୍କୁ[[ଗୌତମ ବୁଦ୍ଧ|ବୁଦ୍ଧ]]ଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢିବାଲଢ଼ିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡକୁଆଡ଼କୁ ବାଟଦେଖାଇଥିଲା ବୋଲି ବିଶ୍ଵାସ କରାଯାଏ । ତେବେ ଏହା ଏବେ ବି ଏକ ସବୁ ଗବେଷକ ମାନଙ୍କ ଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢନ୍ତିବାଢ଼ନ୍ତି
<ref>http://www.indiavideo.org/text/maurya-dynasty-kalinga-war-ashoka-49.php </ref>କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଉପରେ ତାହାର ପ୍ରଭାବ
। ସେ ବୌଧବୌଦ୍ଧ ଧରମକରେଧର୍ମରେ ନିଜକୁ ବଦଳାଇପବା ପରେ ଅନେକ ବ୍ଔଧବୌଦ୍ଧ ସ୍ତୁପ, ସ୍ତମ୍ଭ ଗଢାଇଥିଲେଗଢ଼ାଇଥିଲେ
<ref>[http://www.dhauli.net/ ଧଉଳି, ଓଡ଼ିଶା]</ref>
। ସାଧରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଛି ୧୯୭୦ରେ ଯାହା ଗବେଷକ ମାନଙ୍କ ପାଇଁ ଏକ ବିଶେଷ ଜାଗା ।
 
ଓଡ଼ିଶାରେ[[ଓଡ଼ିଶା]]ରେ ଥିବା ବାକି ବୌଧବୌଦ୍ଧ କୀର୍ତିକୀର୍ତ୍ତି:
 
# ବୌଧ[[ବୌଦ୍ଧ ଜିଲାରେଜିଲ୍ଲା]]ରେ ଅନେକ ଜାଗାରେ ବୌଧବୌଦ୍ଧ କୀରତିମାନକୀର୍ତ୍ତିମାନ ଅଛି, ବିଶ୍ଵାସ କରାଯାଏ ଯେ ବୁଦ୍ଧଙ୍କ ନାଆଁରୁ ବୌଧ/ବଉଦ ଏହି ଜିଲାର ନାଆଁ ଦିଆଯାଇଛି ।
# [[ଖଣ୍ଡଗିରି]], [[ଭୁବନେଶ୍ୱର]]
# [[ଉଦୟଗିରି]], [[ଭୁବନେଶ୍ୱର]]
# ରତନଗିରି[[ରତ୍ନଗିରି]], [[ଯାଜପୁର ଜିଲ୍ଲା|ଯାଜପୁର]]
# [[ଲଳିତଗିରି]], [[ଯାଜପୁର ଜିଲ୍ଲା|ଯାଜପୁର]]
# [[ଜଉଗଡ]], ଗଞ୍ଜାମରେ[[ଗଞ୍ଜାମ ଜିଲ୍ଲା|ଗଞ୍ଜାମ]]ରେ ଥିବା ଅଶୋକଙ୍କ ଶିଳାଲେଖ
 
==ବୌଧବୌଦ୍ଧ ଧରମରଧର୍ମ ଶ୍ରେଣୀବିଭାଗ==
* ଥେରବାଦ
* ମହାଯାନ
୩୦ କ ଧାଡ଼ି:
http://www.dhauli.net/ ଧଉଳି, ଓଡ଼ିଶା
 
[[ବିଭାଗଶ୍ରେଣୀ:ଧର୍ମ]]
[[ବିଭାଗଶ୍ରେଣୀ:ବୌଦ୍ଧ ଧର୍ମ]]
[[ବିଭାଗଶ୍ରେଣୀ:ଓଡ଼ିଶାର ବୌଦ୍ଧ ବିହାର]]
[[ବିଭାଗଶ୍ରେଣୀ:ଓଡ଼ିଶା ଇତିହାସ]]
[[ବିଭାଗଶ୍ରେଣୀ:ବୌଦ୍ଧ ପର୍ଯ୍ଯଟନପର୍ଯ୍ୟଟନ ସ୍ଥଳ]]
[[ବିଭାଗଶ୍ରେଣୀ:ଓଡ଼ିଶାର ଐତିହ୍ୟସ୍ଥଳ]]
 
[[en:Dhauli]]
"https://or.wikipedia.org/wiki/ଧଉଳି"ରୁ ଅଣାଯାଇଅଛି